Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭଦ୍ରକରେ କଡ଼ାକଡ଼ି ହେଲା ସଟ୍‌ଡାଉନ୍‌: ସ୍ଥିତି ପରଖିଲେ ଡିଜିପି

ଭଦ୍ରକ: ସାରା ରାଜ୍ୟରେ ଲକ୍‌ଡାଉନ୍ ଚାଲିଥିବା ବେଳେ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ଚାଲିଛି ସଟ୍‌ଡାଉନ୍ । ଭଦ୍ରକରେ ୩ଟି କରୋନା ପଜିଟିଭ୍ କେସ୍ ଚିହ୍ନଟ ହେବାପରେ ଏବେ ସହରରେ କଡ଼ାକଡ଼ି ଭାବେ ସଟ୍‌ଡାଉନ୍ ପାଳିତ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସଟ୍‌ଡାଉନ୍ କିପରି ସଫଳ ହୋଇପାରିବ…

ଲକଡାଉନ ସମୟରେ ବଢୁଛି ଅନଲାଇନ ଫିଟନେସ୍ ଟ୍ରେନିଂ ଚାହିଦା…

ନୂଆଦିଲ୍ଲୀ: କରୋନାଭାଇରସର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ରହିଛି । ଯାହାଫଳରେ ଜନସାଧାରଣ ଘର ମଧ୍ୟରେ ଏକପ୍ରକାର ବନ୍ଦ ହୋଇରହିଛନ୍ତି । ଏପରିକି ବହୁ କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କୁ ‘ୱାର୍କ ଫ୍ରମ ହୋମ’ର ସୁବିଧା ଦେଉଛନ୍ତି । ଯେଉଁଥିପାଇଁ ଲୋକମାନଙ୍କର ଦୈନନ୍ଦୀନ…

ପ୍ରଧାନମନ୍ତ୍ରୀଙ୍କ ଦୀପ ପ୍ରଜ୍ବଳନ ଆହ୍ୱାନ: ରାସ୍ତା କଡରେ ବିକ୍ରି ହେଉଛି ମାଟି ଦୀପ

ପଟଣା: ଏପ୍ରିଲ ୫ ତାରିଖ (ଆଜି) ରାତି ୯ଟାରେ ମାତ୍ର ୯ମି. ଯାଏଁ ପ୍ରଦୀପ ପ୍ରଜ୍ୱଳନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିହାର ପାଟଣା ଅଞ୍ଚଳର ରାସ୍ତା କଡ଼ରେ ବହୁ ସଂଖ୍ୟାରେ ମାଟି ଦୀପ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।…

ଲକଡାଉନ ପ୍ରଭାବ: ୪୦ ରୁ ୫୦ ପ୍ରତିଶତ ସ୍ୱଚ୍ଛ ହେଲାଣି ଗଙ୍ଗା ନଦୀ !

ବାରଣାସୀ: କରୋନା ପାଇଁ ଦେଶରେ ଲକଡାଉନ । ପରିବେଶ ପାଇଁ ନିରନ୍ତର ଖୁସି ଖବର ଆଣିଦେଉଛି । ସମଗ୍ର ଦେଶରେ ବାୟୁ ପ୍ରଦୂଷଣରେ ଉଲ୍ଲେଖନୀୟ ହ୍ରାସ ଘଟିବା ସହିତ ନଦୀଗୁଡ଼ିକର ଅବସ୍ଥା ପୂର୍ବ ଅପେକ୍ଷା ଭଲ ହେବାରେ ଲାଗିଛି। କରୋନା ଭୁତାଣୁ ବିପଦ କାରଣରୁ ଲକଡାଉନ ସମୟରେ ଦେଶରେ ପ୍ରଦୂଷଣ…

କରୋନା ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’: ଭାରତରେ ହେଉଛି ପ୍ରସ୍ତୁତ !

ହାଇଦ୍ରାବାଦ: ଖୁବଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି କୋଭିଡ-୧୯ ପ୍ରତିଷେଧକ ଟୀକା । ହାଇଦ୍ରାବାଦର ଭାରତ ବାୟୋଟେକ କମ୍ପାନୀ ଏହି ଟୀକା ପ୍ରସ୍ତୁତ କରିବାକୁ ଯାଉଥିବା ଜାତୀୟ ଗଣମାଧ୍ୟମ 'ଦ ହିନ୍ଦୁ ବିଜନେସ ଲାଇନ' ରେ ରିପୋର୍ଟ ପ୍ରକାଶ। ଭାଇରୋଲୋଜିଷ୍ଟ ଏବଂ ଟିକା ପ୍ରସ୍ତୁତକାରୀଙ୍କ…

କରୋନା ଅପଡେଟ୍‌; ଗତ ୧୨ ଘଣ୍ଟାରେ ଦେଶରେ ୩୦୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୩୩୭୪ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୭୭ ଜଣ ବ୍ୟକ୍ତିଙ୍କର…

କରୋନା ମୁକାବିଲା: ମୋଦିଙ୍କୁ ସହାୟତା ମାଗିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନ୍ୟୁୟର୍କ: ମହାମାରୀ କରୋନାର ମୁକାବିଲା କରିବାପାଇଁ ସମସ୍ତ ଦେଶ ନିଜ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଭାରତକୁ ସାହାଯ୍ୟ ମାଗିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । I may take it too, will have to talk to my doctors: US…

କେଉଁ ରାଜ୍ୟରେ କେତେ ରହିଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୫ ରେ ପହଞ୍ଚିଲାଣି। ଆସନ୍ତୁ…

ରାଜ୍ୟରେ କରୋନା ଅପଡେଟ୍…

ଭୁବନେଶ୍ୱର: କରୋନା କବଳରେ ସାରବିଶ୍ୱ । ଭାରତ ସମେତ ଏହା ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି । ୨ ଦିନ ତଳେ ୪ ରେ ସୀମିତ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨୧ ଛୁଇଁଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ ଶନିବାର ରାତିରେ ଜଣେ ନୂଆ କରୋନା…

କୋଭିଡ଼-୧୯: ଆମେରିକାରେ ୩ ଲକ୍ଷ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୮୦୦୦

ୱାସିଂଟନ: ଆମେରିକାରେ କରୋନାର କରାଳ ରୂପ । କରୋନା ସଂକ୍ରମଣରେ ବିଶ୍ୱରେ ସର୍ବାଧିକ ମାମଲା ସହ ଏହି ସଂଖ୍ୟା ୩ ଲକ୍ଷ ଟପି ୩୧୧,୩୫୬ ପହଞ୍ଚି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୪୫୨ ଛୁଇଁଛି । ଆମେରିକାର ନ୍ୟୁୟର୍କ ସହରରେ ସର୍ବାଧିକ ୧୧୪,୭୭୫ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଠାରେ…