Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ଆତଙ୍କ: ଭଦ୍ରକ ସହରରେ ତ୍ୱରାନ୍ୱିତ ହେଲା ବିଶୋଧନ କାର୍ଯ୍ୟ

ଭଦ୍ରକ: ଭଦ୍ରକ ସହରରେ ଚାଲିଥିବା ବିଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଭଦ୍ରକରେ ଗତକାଲି ୨ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଟ୍ୱିଟ୍ କରି ଜଣାଇଛନ୍ତି ଯେ,…

ସଟ୍ ଡାଉନ ବେଳେ ଜାଣନ୍ତୁ ଭୁବନେଶ୍ୱର ଓ କଟକରେ କେଉଁ କେଉଁ ଔଷଧ ଦୋକାନ ଖୋଲାରହିବ

ଭୁବନେଶ୍ୱର: ଭୁବନେଶ୍ୱର, କଟକ ଓ ଭଦ୍ରକରେ ଶୁକ୍ରବାର ରାତି ୮ଟାରୁ ଆରମ୍ଭ ହୋଇ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ସଟ୍ ଡାଉନ ପାଳନ ହେଉଛି । ଏହା ରବିବାର ରାତି ୮ଟାରେ ଶେଷ ହେବ । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ…

କରୋନା ଆତଙ୍କ: ‘ସଟ୍‌ଡାଉନ୍‌’ରେ ତିନୋଟି ଜିଲ୍ଲାର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ

ଯାଜପୁର/ଭଦ୍ରକ/ପୁରୀ: ତିନିଜଣ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହେବାପରେ ଓଡ଼ିଶାର ୩ଟି ଜିଲ୍ଲାର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ସଟ୍‌ଡାଉନ୍ କରାଯାଇଛି । ଗଣମାଧ୍ୟମକୁ ସୂଚନାଦେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି, ନିଜାମୁଦ୍ଦିନର ତବଲିଘି ଜମ୍ମାତରେ…

ଜାଣନ୍ତୁ କାହିଁକି ଗୋଟିଏ ବର୍ଷର ଦରମା ନେବେନି ଏକତା କାପୁର ?

ମୁମ୍ବାଇ: ଗୋଟିଏ ବର୍ଷର ଦରମା ନେବେନି ଏକତା କାପୁର । ବାଲାଜୀ ଟେଲିଫିଲ୍ସମର କର୍ମଚାରୀଙ୍କ ସୁବିଧା ପାଇଁ ସେ କିଛି ଏପରି ପଦକ୍ଷପ ନେଇଛନ୍ତି । କରୋନା ମହାମାରୀରେ ଟିଭି ଇଣ୍ଡଷ୍ଟ୍ରୀ ବହୁମାତ୍ରାରେ କ୍ଷତି ସହିଛି । ସୁଟିଂ ବନ୍ଦ ଥିଲାବେଳେ ବ୍ୟାଙ୍କିଂ ଏପିସୋଡ୍ ବି ସରିଗଲାଣି । ତେବେ…

କରୋନା ଅପଡେଟ୍‌: ଦେଶରେ ମୃତକଙ୍କ ସଂଖ୍ୟା ୬୮କୁ ବୃଦ୍ଧି, ୨୯୦୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୨୯୦୨ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୬୫୦ଟି ଆକ୍ଟିଭ କେସ୍…

ନିଜାମୁଦ୍ଦିନ୍ ସଭାରେ ଯୋଗଦେଇଥିବା ସମସ୍ତଙ୍କୁ ଟେଷ୍ଟ୍ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ସମାବେଶରେ ଯୋଗଦେଇ ଓଡିଶା ପେରିଥିବା ସମସ୍ତ ବ୍ୟକ୍ତିଙ୍କୁ ନ ଡରି ସରକାରଙ୍କ ସହ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏଥିରେ ଯୋଗଦେଇଥିବା ସମସ୍ତଙ୍କୁ ୧୦୪ ଟୋଲ୍ ଫ୍ରି ନମ୍ବରରେ ତୁରନ୍ତ ଯୋଗାଯୋଗ କରିବାକୁ ସେ…

ନିଜାମୁଦ୍ଦିନ୍ ମର୍କଜ ସମାବେଶରୁ ଓଡିଶା ଆସିଥିବା ୨୮ ମଧ୍ୟରୁ ୩ କରୋନା ପଜିଟିଭ୍

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ହୋଇଥିବା ତବ୍‌ଲିଘି ଜମାତ୍ ସମାବେଶରେ ଯୋଗଦେଇ ଓଡିଶା ଆସିଥିବା ୨୮ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ କୋଭିଡ୍‌୧୯ ନମୁନା କରୋନା ପଜିଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…

ଆମେରିକା ଓ ଫ୍ରାନ୍ସରେ ସ୍ଥିତି ବେହାଲ; କରୋନା ସଂକ୍ରମଣରେ ଦିନକରେ ହଜାରେ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାର ପ୍ରଭାବ ଚୀନ ପରେ ଆମେରିକା ଓ ଫ୍ରାନ୍ସରେ ପଡିଥିବା ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନାଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୪୮୦ ଓ…

ଭାରତରେ ଦ୍ରୁତ ଗତିରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୬୨ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଏହି ସଂଖ୍ୟା ୨୫୦୦ରୁ ଅଧିକ ଟପିଛି ବୋଲି କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ କରୋନାଭାଇରସ ସଂକ୍ରମଣରେ ଦେଶରେ ୬୨ ଜଣ…

ଗୋଟିଏ ଦିନରେ ଓଡିଶାରେ ୧୫ ନୂଆ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୨୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଂଘାତିକ ଭାବେ ବୃଦ୍ଧି ପାଇ ୨୦ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଗୋଟିଏ ଦିନରେ ୧୫ ଜଣ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୦ ଜଣ ଭୁବନେଶ୍ୱରରୁ ହୋଇଥିବା ବେଳେ…