Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମହାଶିବରାତ୍ରି ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି: ସିସିଟିଭି ନଜରରେ ରହିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ଆସନ୍ତା ଶୁକ୍ରବାର ମହାଶିବରାତ୍ରି । ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବପୀଠ ପ୍ରଭୁ ଲିଙ୍ଗରାଜଙ୍କ କ୍ଷେତ୍ରରେ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି । ମହା ଶିବରାତ୍ରିରେ ହେବାକୁ ଥିବା ପ୍ରବଳ ଜନସମାଗମକୁ ସୁରୁଖୁରୁରେ ଦର୍ଶନ କରାଇବା ନେଇ କମିଶନରେଟ ପୋଲିସ ପକ୍ଷରୁ ସୋମବାର ସନ୍ଧ୍ୟାରେ…

ଓଡ଼ିଶା ପର୍ଯ୍ୟଟନ: ବୃଦ୍ଧି ପାଉଛି ଆଡ଼ୋବ୍ ସଫ୍ଟୱେୟାର ନିର୍ମିତ ୱେବସାଇଟ୍‌ର ଭିଜିଟର୍ସ ସଂଖ୍ୟା !

ଭୁବନେଶ୍ୱର: ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ସଫ୍ଟୱେୟାର କମ୍ପାନୀ ଆଡ଼ୋବ୍ ନିର୍ମାଣ କରିଛି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ୱେବସାଇଟ । ଓଡ଼ିଶା ପର୍ଯ୍ୟଟନ ବିଭାଗ ୱେବସାଇଟର ଡିଜିଟାଲ୍ ରୂପ ଦେଇଛି ଆଡ଼ୋବ୍ ସିଷ୍ଟମ୍ । ଆଡ଼ୋବ୍ ଦ୍ୱାରା ନିର୍ମିତ ହୋଇଥିବା ଏହି ୱେବସାଇଟର ଏବେ…

ଲଣ୍ଡନ ଫ୍ୟାଶନ ୱିକରେ ଭାରତୀୟ ସଂସ୍କୃତିର ଝଲକ

ନୂଆଦିଲ୍ଲୀ: ବିଦେଶରେ ସବୁବେଳେ ଭାରତୀୟ ସଂସ୍କୃତିକୁ ବହୁତ ପସନ୍ଦ କରାଯାଏ । ଲଣ୍ଡନର ଫ୍ୟାଶନ ଶୋ’ରେ ଏମିତି କିଛି ଦେଖିବାକୁ ମିଳିଛି । ବିଦେଶୀ ମଡେଲ ର‌୍ୟାମ୍ପରେ ଭାରତୀୟ ପରିଧାନ ‘ଶାଢ଼ୀ’ ପିନ୍ଧି ଚାଲୁଥିବାର ନଜର ଆସିଛନ୍ତି । ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଏକ ଫ୍ୟାଶନ ଶୋ’ର ଆୟୋଜନ…

ଅନାମିକା ଆଙ୍ଗୁଳିରେ କାହିଁକି ପିନ୍ଧାଯାଏ ନିର୍ବନ୍ଧ ମୁଦି, ଜାଣନ୍ତୁ…

ଭୁବନେଶ୍ୱର: ବିବାହ ହେଉଛି ଦୁଇ ଆତ୍ମାର ବନ୍ଧନ । ଦୁଇଟି ଅଜଣା ଲୋକଙ୍କୁ ଗୋଟିଏ ସୂତାରେ ବାନ୍ଧି ଦିଏ ଏହି ପବିତ୍ର ବନ୍ଧନ । ବିବାହ ପାଇଁ ଦିନବାର ଠିକ ହେବା ପରେ ପୁଅ ଝିଅଙ୍କର ନିର୍ବନ୍ଧ କରାଯାଇଥାଏ । ସାଧାରଣତଃ ନିର୍ବନ୍ଧରେ ପୁଅ ଝିଅ ପରସ୍ପରକୁ ମୁଦି ପିନ୍ଧାଇ ଏହି ପବିତ୍ର ସମ୍ପର୍କର…

ପାଲା ଜଗତର ଅନନ୍ୟ ପ୍ରତିଭା; ପୁରୁଷ ସରସ୍ୱତୀ କାହ୍ନୁଚରଣ ପତ୍ରୀ

ଭୁବନେଶ୍ୱର: ପୁରୁଷ ସରସ୍ୱତୀ ଏଭଳି ଏକ ଉପାଧି, ଯାହା ଶୁଣିବା ବେଳକୁ ଭିନ୍ନ ଲାଗିବା ସ୍ୱାଭାବିକ । ଏହିଭଳି ଏକ ଉପାଧି ପାଇଛନ୍ତି ଗାୟକ କାହ୍ନୁଚରଣ ପତ୍ରୀ । ଦେଶର ସମସ୍ତ ବଡବଡ ବିଦ୍ୱାନମାନଙ୍କ ଉପସ୍ଥିତିରେ ସ୍ୱୟଂ କାଞ୍ଚି ଶଙ୍କରାଚାର୍ଯ୍ୟ ତାଙ୍କୁ ଏହି ଉପାଧି ପ୍ରଦାନ କରିଥିଲେ ।…

ଆଇଆଇଏମ୍‍ସି ଢେଙ୍କାନାଳରେ ପୁରାତନ ଛାତ୍ର ସଂଘର ବୈଠକ: ୪ ଶିକ୍ଷାର୍ଥୀଙ୍କୁ ମେଧାବୃତ୍ତି

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ପୁରାତନ ଛାତ୍ର ସଂଘର ବୈଠକ ଅନୁଷ୍ଠିତ ହୋଇଛି । ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘ (ଆଇଆଇଏମ୍‍ସିଏଏ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ଶିକ୍ଷାବର୍ଷର ୪ ଶିକ୍ଷାର୍ଥୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଓଡ଼ିଆ…

ଏମିତି ଏକ ଦେଶ, ଯେଉଁଠି ନାହାନ୍ତି ଗୋଟିଏବି ସାପ…!

ଭୁବନେଶ୍ୱର: ଅନେକ ଚମତ୍କାରିତାରେ ଗଢ଼ା ଏହି ବ୍ରହ୍ମାଣ୍ଡ । କଥାରେ ଅଛି "ନଈ କେ ବାଙ୍କ, ଦେଶକେ ଫାଙ୍କ" । ଏହି ଚମତ୍କାରୀ ବ୍ରହ୍ମାଣ୍ଡର ଏକ ଅଦ୍ଭୁତ କଥା ସମ୍ପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ବ୍ରାଜିଲକୁ କୁହାଯାଏ ସାପର ଦେଶ। କାରଣ ଏଠାରେ ସାପଙ୍କର ଯେତେ ପ୍ରଜାତି ଦେଖଯାଆନ୍ତି…

ଖରାଦିନ ଆରମ୍ଭରୁ ଜାଣି ରଖନ୍ତୁ କିପରି ରଖିବେ ନିଜ ଘରକୁ ଥଣ୍ଡା…

ଭୁବନେଶ୍ୱର: ଶୀତର ପ୍ରକୋପ ନକମୁଣୁ ଆରମ୍ଭ ହୋଇଗଲାଣି ଟାଣ ଖରା। ଆଜିଠାରୁ ଖରାର ତାତି ଦେଖି ଅନୁମାନ କରି ହେଉଛି ଆଗକୁ ଏହାର ପ୍ରକୋପ କେତେ ଅଧିକ ରହିବ । ଖରାଦିନେ ଘରକୁ ଥଣ୍ଡା ରଖିବାକୁ ସମସ୍ତେ ଚାହାନ୍ତି । ଘର ଥଣ୍ଡା ରହିବା ଦ୍ୱାରା କେବଳ ଶାରୀରିକ ନୁହଁ ବରଂ ମାନସିକ ଶାନ୍ତି…

ଜାଣନ୍ତୁ, କିଏ ଓ କେବେ କଲା ‘ଟଙ୍କା’ର ଉଦ୍ଭାବନ…

ଭୁବନେଶ୍ୱର: ସଭିଙ୍କ ଜୀବନରେ ଟଙ୍କାର ମହତ୍ତ୍ୱ ବୋଧେ ଢେର ଅଧିକ । ଏହାକୁ ପାଇବା ପାଇଁ ସମସ୍ତେ ପରିଶ୍ରମରତ । ଲୋକେ କହନ୍ତି ଟଙ୍କା ଥିବା ଲୋକ ପାଇଁ ସରଗ ବି ହାତ ପାହାନ୍ତାରେ। ତେବେ କ'ଣ ଆପଣଙ୍କ ମନକୁ ଏହି ପ୍ରଶ୍ନ ଉଙ୍କି ମାରିଛି, କିଏ ଏହି ଟଙ୍କାର ଉଦ୍ଭାବକ? କେବେ ଭାବିଛନ୍ତି କି କିଏ…

କାହିଁକି ଜନ୍ମ ହୁଅନ୍ତି ଦିବ୍ୟାଙ୍ଗ ସନ୍ତାନ, ଜାଣନ୍ତୁ କାରଣ…

ଭୁବନେଶ୍ୱର: ଗର୍ଭରେ ଶିଶୁକୁ ଧାରଣ କରିବା ସମୟରେ ପୁର ଅପେକ୍ଷା ଅଧିକ ଯତ୍ନବାନ ହୋଇଯାଏ ମାଆ। ପ୍ରତ୍ୟେକ ଗର୍ଭବତୀ ମା’ ଚାହେଁ ଯେ ତା ଗର୍ଭରେ ଥିବା ସନ୍ତାନଟି କିଭଳି ସୁସ୍ଥ ସବଳ ହୋଇ ଜନ୍ମ ହେଉ । କୌଣସି ମା’ ଚାହିଁବନି ତା'ର ପିଲାଟି ଠାରେ କୌଣସି ପ୍ରକାରର ଖୁଣ ରହୁ ବା ଦିବ୍ୟାଙ୍ଗ…