Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆପଣ ଜାଣନ୍ତିକି ଧାର୍ମିକ କାର୍ଯ୍ୟରେ କାହିଁକି ଜଳାଯାଏ ନାହିଁ ବାଉଁଶ…

ଭୁବନେଶ୍ୱର: ମଣିଷର ମୃତ୍ୟୁ ପରେ ତାକୁ ବାଉଁଶ କୋକେଇରେ ନେବାର ବିଧି ରହିଥିବା ବେଳେ ହିନ୍ଦୁ ଧର୍ମରେ ଦାହ କାର୍ଯ୍ୟରେ କାଠ ବ୍ୟତୀତ ବାଉଁଶର ଉପଯୋଗ ସମ୍ପୂର୍ଣ୍ଣ ବର୍ଜିତ ଅଟେ । ବାଉଁଶ କାଠ କୌଣସି ଧାର୍ମିକ ବିଧିବିଧାନ ହେଉ ଅଥବା ସଂସ୍କାରରେ ଜଳାଇବା କାର୍ଯ୍ୟରେ ଆସେନାହିଁ । ତେବେ କେବଳ…

ବଦଳି ଯାଇପାରେ ଆପଣଙ୍କ ଭାଗ୍ୟ; ଜାଣନ୍ତୁ, ପେଚା ଦର୍ଶନ କେତେ ଶୁଭ !

ଧନଦାତ୍ରୀ ବିଷ୍ଣୁପତ୍ନୀ ମାତା ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା ଏକଥା ସମସ୍ତେ ଜାଣିଥିବେ । ତଥାପି ପେଚାକୁ ଶୁଭ ବା ଅଶୁଭ ରୂପେ ବିଶ୍ୱାସ କରାଯାଏ । ପେଚାକୁ ନେଇ ଆମ ସମାଜରେ ବିଭିନ୍ନ ପ୍ରକାରର ମାନ୍ୟତା ପ୍ରଚଳିତ ହୁଏ । ତାହେଲେ ଆସନ୍ତୁ ଜାଣିବା ଏହି ମାନ୍ୟତା ବିଷୟରେ ଯାହାକୁ ଲୋକେ…

ଆରମ୍ଭ ହେଲା ବିଚ୍ଛେଦର ସପ୍ତାହ

ଭୁବନେଶ୍ୱର: ପ୍ରେମର ସପ୍ତାହ ପରେ ଏବେ ଏହାର ଠିକ୍ ବୀପରୀତ ସପ୍ତାହ ଶନିବାରଠାରୁ ଆରମ୍ଭ ହୋଇଯାଇଛି । ଏହାର ମୁଖ୍ୟ କାରଣ ହେଲା ପ୍ରେମରେ ଯେ, ସମସ୍ତେ ସଫଳ ହେବେ ବା ପସନ୍ଦ କରିବେ ତାହା ମାନେ ନାହିଁ । ଯେଉଁମାନେ ଏହାକୁ ମାନନ୍ତି ନାହିଁ ବା ବିଫଳ ହୋଇଛନ୍ତି ସେମାନେ ଏହି ସପ୍ତାହକୁ ପାଳନ…

ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ମାରକୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଫେବୃଆରୀ ୨୦୨୦ରେ ତାଙ୍କର ସଂସଦୀୟ କ୍ଷେତ୍ର ବାରାଣସୀକୁ ଦିନିକିଆ ଗସ୍ତରେ ଯିବେ । ଏହି ଅବସରରେ ସେ ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକ ସ୍ମାରକୀ କେନ୍ଦ୍ରର ଉଦଘାଟନ କରିବେ । ସ୍ମାରକୀ କେନ୍ଦ୍ରରେ…

ନିଆରା ଢଙ୍ଗରେ ଭାଲେଣ୍ଟାଇନ୍ସ ଡ଼େ ପାଳିଲେ ଆକ୍ଟ୍ରେସ୍ ଅଙ୍କିତା !

ଭୁବନେଶ୍ୱର: ଯେଉଁମାନଙ୍କ ପୁଅ ଝିଅ,ନାତିନାତୁଣୀ ଥାଇ ମଧ୍ୟ ନିଜ ବୃଦ୍ଧ ପିତାମାତାଙ୍କୁ ପଚାରନ୍ତିନି ଦେଖାଶୁଣା କରନ୍ତିନି ସେମାନେ ଅନ୍ୟ ଉପାୟ ନପାଇ ବିଭିନ୍ନ ବୃଦ୍ଧାଆଶ୍ରମରେ ନିଜର ବାକି ଜୀବନ ଅତିବାହିତ କରନ୍ତି । ସେମାନେ ପ୍ରେମ ଦିବସ ବୋଲି କିଛି ଜାଣିନଥାନ୍ତ।ଆଜି ସେହି ପ୍ରେମ ଦିବସ…

ଉଦ୍‌ଯାପିତ ହେଲା ଚନ୍ଦନ ଆୱାର୍ଡ଼ ଉତ୍ସବ: ସମ୍ମାନିତ ହେଲେ ୧୦୦ କଳାକାର !

ଭୁବନେଶ୍ୱର: ଆଠଦିନ ବ୍ୟାପୀ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ପ୍ରଥମଥର ପାଇଁ ଯାତ୍ରା ଜଗତର କଳାକାରମାନଙ୍କୁ ନେଇ ଆୟୋଜିତ ଜଲିଉଡ଼ ଚନ୍ଦନ ଆୱାର୍ଡ଼ ଉତ୍ସବ ଆଜି ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ୧୦୦ରୁ ଉର୍ଦ୍ଧ୍ୱ କଳାକାରମାନଙ୍କୁ ଚନ୍ଦନ ଆୱାର୍ଡ଼ ପ୍ରଦାନ କରାଯାଇଥିବା ବେଳେ…

କେରଳ ପରି ଓଡ଼ିଶାରେ ବିକଶିତ ହେବ ଜଳ-ପର୍ଯ୍ୟଟନ !

ଭୁବନେଶ୍ୱର: କେରଳ ପରି ଓଡ଼ିଶାରେ ମଧ୍ୟ ସାମୁଦ୍ରିକ ଜଳ କ୍ରୀଡ଼ା ଓ ଜଳ ପର୍ଯ୍ୟଟକକୁ ଗୁରୁତ୍ୱ ଦିଆଯିବ । ଓଡ଼ିଶାରେ ଜଳ-ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯାଇ ଅନେକ ଯୋଜନା ହାତକୁ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଗୁରୁବାର ଦିନ ଏନେଇ…

ପ୍ରେମର ସ୍ୱର୍ଣ୍ଣିମ ସ୍ମାରକୀ ‘ନିମୁହିଁ ଦେଉଳ’: ‘ଭାଲେଣ୍ଟାଇନ ଡ଼େ’ରେ ଜାଣନ୍ତୁ ଏହି ଅମର ପ୍ରେମ କାହାଣୀ…

ସୁବର୍ଣ୍ଣପୁର: ଆଜି ବିଶ୍ୱ ପ୍ରେମ ଦିବସ । ଏହି ଦିବସ ଅବସରରେ ମନେପଡେ ଏକ ପ୍ରେମ ପ୍ରଣୟର କାହାଣୀ । କେଉଁ କାଳରୁ ପ୍ରେମକୁ ବହନ କରିଛି ସୁବର୍ଣ୍ଣପୁରରେ ଥିବା ‘ନିମୁହିଁ’ ଦେଉଳ । ମନ୍ତ୍ରୀ ପୁତ୍ର ଅହିମାଣିକ୍ୟ ଓ ରାଜକୁମାରୀ ଶିଶିସେଣାଙ୍କ ଅମର ପ୍ରେମକୁ ନେଇ ରହିଛି ଏହି ସ୍ୱର୍ଣ୍ଣିମ…

ଭଲେଣ୍ଟାଇନ ଡେ’: ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦେବ କମିଶନରେଟ ପୋଲିସ…

ଭୁବନେଶ୍ୱର: ଆଜି ଭଲେଣ୍ଟାଇନ ଡେ' ବା ପ୍ରେମ ଦିବସ । ଏହି ପାଶ୍ଚାତ୍ ସଭ୍ୟତାକୁ ଆଜିର ଯୁବ ପିଢୀ ଉତ୍ସାହର ସହ ପାଳନ କରୁଥିବା ବେଳେ ଏହାକୁ ବିରୋଧ କରୁଛନ୍ତି କେତେକ ସଂଗଠନ । ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛି କମିସନରେଟ ପୁଲିସ।…

ଏହି ଉପାୟରେ ଜାଣନ୍ତୁ ଆପଣଙ୍କ କଲ ରେକର୍ଡ଼ିଂ ହେଉଛି କି ନାହିଁ…

ଭୁବନେଶ୍ୱର: ଅନେକ ସମୟରେ ଆମେ ଅନେକ ଧୋକାଧାରୀର ଶିକାର ହୁଅନ୍ତି । ତେବେ ଚୋର ଯେତେ ଚାଲାଖ ହେଲେ ମଧ୍ୟ ଧାରା ପଡିବା ପାଇଁ କିଛି ନା ବାଟ ସେ ଛାଡି ଦେଇଥାଏ । ତେବେ ଅନେକ ସମୟରେ ଆମେ ଶୁଣିଥାଉ ଲୋକଙ୍କ ଇଚ୍ଛା ବିରୁଦ୍ଧରେ କେହି ସେମାନଙ୍କ କଲ୍ ରେକର୍ଡ଼ କରୁଥାଏ । ଯାହାକୁ ପରେ ହୁଏତ…