Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିଭିନ୍ନ ଭାବ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଅବତାରୀ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣ ପ୍ରଥମେ ବିଭିନ୍ନ ଭାବର ପରିପ୍ରକାଶ ଘଟାଇ ନିଜର ମାଧୁର୍ଯ୍ୟ ଲୀଳାରେ ଅବତୀର୍ଣ ହୋଇଥିଲେ । ଏହି ଭାବ ଗୁଡିକ ମଧ୍ୟରେ, ସାଖ୍ୟଭାବ, ଦାସ୍ୟଭାବ,…

ମାଙ୍କଡ଼କୁ ବିସ୍କୁଟ୍ ଖୁଆଉଥିଲେ ଯୁବତୀ, ପରେ ଏମିତି ହେଲା ଦେଖିଲେ ଆଶ୍ଚର୍ଯ୍ୟ ହେବେ

ପର୍ଯ୍ୟଟକମାନେ କୁକୁର, ବିଲେଇ କିମ୍ବା ମାଙ୍କଡ଼ମାନଙ୍କୁ ଖାଦ୍ୟ ଦେବା ଏକ ସାଧାରଣ କଥା । କିନ୍ତୁ ଯେତେବେଳେ ପଶୁମାନେ ଏପରି କରୁଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଅବହେଳା କରନ୍ତି, ତାହା ଆଶ୍ଚର୍ଯ୍ୟ ଲାଗିଥାଏ । ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ…

ଇଏ କି ପ୍ରଥା? ବର୍ଷ ଆରମ୍ଭରୁ ଏଠାକାର ଲୋକେ ଖାଆନ୍ତି କେବଳ ୧୨ଟି ଅଙ୍ଗୁର

ନୂଆଦିଲ୍ଲୀ: ଆଉ ଦିନ କେଇଟାରେ ଶେଷ ହେବାକୁ ଯାଉଛି ବର୍ଷ ୨୦୨୩ । ଦ୍ଵାର ଦେଶରେ ଆସି କବାଟ ଠକ ଠକ କଲାଣି ପୁଣି ଏକ ନୂଆବର୍ଷ । ସେଥିପାଇଁ ଏବେଠାରୁ ଲୋକମାନଙ୍କ ମନରେ ଦେଖାଗଲାଣି ଉତ୍ସାହ । ନୂଆବର୍ଷକୁ ଧୁମଧାମରେ ପାଳନ କରିବାକୁ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ । ବିଶ୍ୱର ବିଭିନ୍ନ ଦେଶରେ…

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଦ୍ଵିତୀୟ ଦିବସ

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ହସ୍ତଶିଳ୍ପ ମେଳାର ଦ୍ଵିତୀୟ ଦିବସ ଅବସରରେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏବଂ ସିଡାକ ସଚିବ ଶିଶିର କୁମାର ରଥ ଅତିଥି ଭାବରେ ଯୋଗ ଦେଇଥିଲେ ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସେବକମାନଙ୍କ ନିଷ୍ଠା ଓ ସମର୍ପଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନସରର ପଞ୍ଚମ ଦିନ ଏକ ବିଶେଷ ଉପଚାର ଏହି ଦିନ କରାଯାଏ । ବଡ଼ ଓଡ଼ିଆ ମଠ ଦ୍ୱାରା ପ୍ରସ୍ତୁତ ଫୁଲୁରୀ ତେଲ ମହାପ୍ରଭୁଙ୍କ ଅଙ୍ଗରେ ଲାଗି କରାଯାଏ ।ଦେବବୈଦ୍ୟଙ୍କ…

୧୮ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜନତା ମୈଦାନରେ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗଦେଇ ମେଳାର ଶୁଭାରମ୍ଭ…

୪୨ବର୍ଷ ପରେ ଠିକଣାରେ ପହଞ୍ଚିଲା ଚିଠି

ଦିନ ଥିଲା ଯେଉଁଠି ଚିଠିର ବହୁଳ ବ୍ୟବହାର ହେଉଥିଲା । ଚିଠିଟିଏ ପାଇବା ପାଇଁ ଲୋକମାନେ ଦୀର୍ଘଦିନ ଧରି ଅପେକ୍ଷା କରି ରହୁଥିଲେ । ଆଉ ସେପଟୁ ପ୍ରତି ଉତ୍ତର ପାଇବା ପାଇଁ ମଧ୍ୟ ଲୋକଙ୍କୁ ଚିଠି ଉପରେ ଭରସା କରିବାକୁ ପଡୁଥିଲା । ସେତେବେଳେ ଡାକବାଲ ଥିଲା ଅତି ଆପଣାର ଭରସାଯୋଗ୍ୟ ଲୋକ ଥିଲା । ତା’…

ବିବାହ ସମୟରେ କନ୍ୟା ପିନ୍ଧି ପାରିବେନି ଲେହେଙ୍ଗା

ଚଣ୍ଡିଗଡ଼: ଆଉ ବିବାହ ସମୟରେ କନ୍ୟା ପିନ୍ଧି ପାରିବେନି ଲେହେଙ୍ଗା । କେବଳ ସେତିକି ନୁହେଁ, ବର ମଧ୍ୟ ଓଜନିଆ ପୋଷାକ ପିନ୍ଧିପାରିବେନି । ମହାରାଷ୍ଟ୍ରର ନାନ୍ଦେଡ ନଗରର ଶ୍ରୀ ହଜୁର ସାହିବରେ ବିବାହ ସମୟରେ ପିନ୍ଧାଯାଇଥିବା ପୋଷାକ ଉପରେ କଡା ନିୟମ ଲାଗୁ କରାଯାଇଛି । ବର ଏବଂ କନ୍ୟାମାନେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଦଶାବତାର ଠାକୁର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନବେଦୀରେ ସପ୍ତାବରଣ ମୂର୍ତ୍ତିଙ୍କ ଉପସ୍ଥିତି ବିଷୟରେ ଆଗରୁ ଆଲୋଚନା ହୋଇଛି । ବର୍ତ୍ତମାନ ଅଣବସର ସମୟରେ ଦଶାବତାର ଠାକୁରଙ୍କୁ ଜାଣିବା । କୋଠ ସୁଆଁସୀଆ ମାନେ…

ଦାନ ବାକ୍ସରୁ ମିଳିଲା ଜୋତା, ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ବିଭିନ୍ନ ଦାନ ବାକ୍ସରୁ ଟଙ୍କା,ସୁନା ଓ ରୂପା ଅଳଙ୍କାର ମିିଳିଥାଏ । କିନ୍ତୁ, ଓରେଗନର ଏକ ଆଶ୍ରୟ ଗୃହର ଦାନ ବାକ୍ସରୁ ଜୋତା ମିଳିଛି । ଯାହାକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି । କିନ୍ତୁ ଏଗୁଡ଼ିକ କୌଣସି ସାଧାରଣ ଜୋତା ନ ଥିଲା । ଏହି ଜୋତାର ମୂଲ୍ୟ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…