Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏମିତି ଦେଶ: ଯେଉଁଠି ପ୍ରତି ୬ ମାସରେ ବଦଳେ ନାଗରିକତା

ଦୁନିଆର ପ୍ରତ୍ୟେକ ଦେଶ ନିଜ ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିଥାଏ । କେବଳ ଗୋଟିଏ ଦେଶର ଆଇନଗତ ନାଗରିକ ସେହି ଦେଶର ସମସ୍ତ ସୁବିଧା ପାଇ ପାରିବେ । ଯେକୌଣସି ଦେଶର ନାଗରିକତ୍ୱ ପାଇଁ ଅନେକ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ । କିନ୍ତୁ ଏମିତି ଏକ ଦେଶ ଅଛି, ଯେଉଁଠି ବାସ କରୁଥିବା ଲୋକଙ୍କ…

 ଶସ୍ୟରେ ୧୨୦ ଫୁଟ୍ ଉଚ୍ଚର ରାମ-ସୀତାଙ୍କ ପ୍ରତିକୃତି

ଜନକପୁର: ଖାଦ୍ୟ ଶସ୍ୟରେ ୧୨୦ ଫୁଟ୍ ଉଚ୍ଚର ରାମ-ସୀତାଙ୍କ ପ୍ରତିକୃତି । ଖାଦ୍ୟ ଶସ୍ୟ ବ୍ୟବହାର କରି ଭଗବାନ ଶ୍ରୀରାମ ଏବଂ ଦେବୀ ସୀତାଙ୍କ ଚିତ୍ର ବନାଇ ବିଶ୍ୱ ରେକର୍ଡ କଲେ ନେପାଳର କାରିଗର । ଏହାକୁ ତିଆରି କରିବା ପାଇଁ ୧୧ ପ୍ରକାରର ଶସ୍ୟ ବ୍ୟବହାର କରାଯାଇଥିଲା । ଏଥିରେ ଧାନ, ମାଣ୍ଡିଆ,…

କନ୍ୟା ବେଶରେ ସଜ୍ଜେଇ ହୋଇ ବାଇକ୍‌ରେ ଷ୍ଟଣ୍ଟ୍ ଦେଖାଇଲେ ଯୁବତୀ

ଆଜିକାଲି ସୋସିଆଲ ମିଡିଆରେ ଏପରି ଗୋଟେ ଗୋଟେ ଭିଡ଼ିଓ ନଜରକୁ ଆସିଥାଏ, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଜିକାଲି ଏକ ସମାନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ନବ ବିବାହିତା କନ୍ୟା ବାଇକରେ ଷ୍ଟଣ୍ଟ୍ କରୁଥିବା ନଜର ଆସିଛନ୍ତି । କନ୍ୟାବେଶରେ…

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ପଞ୍ଚମ ସନ୍ଧ୍ୟା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜନତା ମଇଦାନରେ ଡିସେମ୍ବର ୧୫ ତାରିଖରୁ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଆଜି ଥିଲା ପଞ୍ଚମ ସନ୍ଧ୍ୟାରେ ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଅଧିନସ୍ଥ ଉନ୍ନୟନ କମିଶନରର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅବତାରୀ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଅବତାରୀ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣ ପ୍ରଥମେ ବିଭିନ୍ନ ଭାବର ପରିପ୍ରକାଶ ଘଟାଇ ନିଜର ମାଧୁର୍ଯ୍ୟ ଲୀଳାରେ ଅବତୀର୍ଣ ହୋଇଥିଲେ । ଏହି ଭାବ ଗୁଡିକ ମଧ୍ୟରେ, ସlଖ୍ୟଭାବ, ଦାସ୍ୟଭାବ,…

ଡିୟୁଟି ସମୟରେ ରିଲ୍ସ କରିବା କନଷ୍ଟେବଳଙ୍କୁ ପଡ଼ିଲା ମହଙ୍ଗା, କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ: ଆଜିକାଲି ଯୁବପିଢି ରିଲ୍ସ ପାଇଁ ପାଗଳ । ସୋସିଆଲ ମିଡ଼ିଆରେ ତୁରନ୍ତ ପରିଚିତ ହେବା ପାଇଁ ସେମାନେ ସ୍ଥାନ,କାଳ,ପାତ୍ର ଭୁଲି ଯାଉଛନ୍ତି । ଏମିତିକି ନିଜ ଜୀବନକୁ ବାଜି ଲଗାଇ ରିଲ୍‌ସ କରିବାକୁ ବି ପଛାଉ ନାହାନ୍ତି । ଏବେ ସେମିତି ୨ ଜଣ କନଷ୍ଟେବଳ ଡ଼ିୟୁଟିରେ ଥାଇ ରିଲ୍ସ କରିବା…

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଚତୁର୍ଥ ସନ୍ଧ୍ୟା

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଆଜି ମେଳାର ଚତୁର୍ଥ ସନ୍ଧ୍ୟାରେ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ବୟନିକାର ପରିଚାଳକ ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ ଏବଂ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଲୀଳାମୟ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଲୀଳାମୟ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣଙ୍କୁ ଯେତେ ଭାବରେ ଜାଣିଲ ମଧ୍ୟ ସମ୍ପୂର୍ଣ୍ଣ ରୂପେ ତାଙ୍କୁ ଚିତ୍ରିତ କରି ହୁଏନି । ଅର୍ଥାତ ତାଙ୍କର ଗୁଣାବଳୀକୁ ପ୍ରକାଶ କରିହୁଏନି ।…

ମଝି ଆକାଶରେ ସ୍କୁଟର ଚଳାଇଲେ ଯୁବକ,ଲୋକେ ଆଶ୍ଚର୍ଯ୍ୟ

ହିମାଚଳ ପ୍ରଦେଶ: ଆଜିକାଲି ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି । ନିଜ ଜୀବନକୁ ବାଜି ବି ଲଗାଇ ଦେଇଥାନ୍ତି । ଏପରି ଜଣେ ଯୁବକ ତାଙ୍କ ଦକ୍ଷତା ହେତୁ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । ସେ ଆକାଶରେ ସ୍କୁଟର ଚଳାଉଥିବା ଭାଇରାଲ…

୨୫ ଡିସେମ୍ବରରେ ହିଁ କାହିଁକି ପାଳନ କରାଯାଏ ଖ୍ରୀଷ୍ଟମାସ୍, ଜାଣନ୍ତୁ କାରଣ

ଭୁବନେଶ୍ଵର: ଅନେକ ପର୍ବ ମଧ୍ୟରୁ ଖ୍ରୀଷ୍ଟମାସ ହେଉଛି ସବୁଠାରୁ ଅନ୍ୟତମ । ଖ୍ରୀଷ୍ଟିଆନ ମାନଙ୍କର ଖ୍ରୀଷ୍ଟମାସ ହେଉଛି ଏକ ପ୍ରମୁଖ ପର୍ବ | ଖ୍ରୀଷ୍ଟମାସ ପର୍ବ ପ୍ରତିବର୍ଷ ୨୫ ଡିସେମ୍ବରରେ ପାଳନ କରାଯାଏ | ତେବେ କଣ ଆପଣ ଜାଣନ୍ତି କି, କାହିଁକି ୨୫ ଡିସେମ୍ବରରେ ହିଁ ଏହି ପର୍ବ ପାଳନ କରାଯାଏ…