Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆସ ବୁଲିଯିବା ଓଡିଶା:ପ୍ରାକୃତିକ ସୈାନ୍ଦର୍ଯ୍ୟ ଭୂସ୍ୱର୍ଗ, ସାତକୋଶିଆ ଅଭୟାରଣ୍ୟ

ବୌଦ୍ଧ: ଶୀତଋତୁ ଆଗମନରେ ଚଳଚଞ୍ଚଳ ହେଉଛି ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ଯ୍ୟଟନ କ୍ଷେତ୍ରର ସୁନ୍ଦରତା ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି । ଭୋଜିଭାତ ସାଙ୍ଗକୁ ପ୍ରକୃତିର ଶୋଭାରାଜିର ଭରପୁର ମଜ୍ଜା ନେଇଥାନ୍ତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପ୍ରାଣସ୍ୟ ପ୍ରାଣ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା   ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରାଣସ୍ୟ ପ୍ରାଣ ହେଉଛନ୍ତି ଶ୍ରୀଜଗନ୍ନାଥ । ସାଧାରଣ ଭାବରେ ଶରୀର ମଧ୍ଯସ୍ତ ଆତ୍ମାକୁ ପ୍ରାଣ କୁହାଯାଏ । ତେଣୁ ପ୍ରାଣର ପ୍ରାଣ ଶ୍ରୀଜଗନ୍ନାଥଙ୍କ ଉପାସନା, ଆତ୍ମା ଉପାସନା ସହ ସମାନ। ମାନବର (ଜୀବ…

ମୋଷ୍ଟ ୱାଣ୍ଟେଡ଼ ସାପ: ସହର ସାରା ପୋଷ୍ଟର ଲଗାଇ ଖୋଜୁଛି ପୋଲିସ

ନେଦରଲାଣ୍ଡ: ସାଧାରଣତଃ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ସହର ହେଉ କି ରାଜ୍ୟରେ ହାଇ ଆଲର୍ଟ ଜାରି କରିଥାଏ । ଏପରିକି ଅପରାଧୀଙ୍କୁ ସହଜରେ ଧରିବା ପାଇଁ ପୋଲିସ ମୋଷ୍ଟ ୱାଣ୍ଟେଡ ଭାବରେ ସବୁ ସ୍ଥାନରେ ସେମାନଙ୍କ ପୋଷ୍ଟର ଲଗାଇଥାଏ । କିନ୍ତୁ ଏବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ନେଦରଲାଣ୍ଡର…

ଦୁନିଆର ସବୁଠୁ ସରୁ ହୋଟେଲ

ଇଣ୍ଡୋନେସିଆ: ଲୋକେ କୌଣସି ସ୍ଥାନକୁ ବୁଲିବାକୁ ଗଲେ ରହିବା ପାଇଁ ଭଲ ହୋଟେଲର ଆବଶ୍ୟକତା ପଡ଼ିଥାଏ । ସେଥିଲାଗି ଲୋକଙ୍କ ରହଣି ପାଇଁ ଅନେକ ହୋଟେଲ ରହିଛି । ସବୁଗୁଡ଼ିକ ଆକାରରେ ଭିନ୍ନ ହୋଇଥାଏ । ହୋଟେଲ ଯେତେ ବଡ଼ ହେବ ତାହାର ଚାହିଦା ବି ଅଧିକ ରହିଥାଏ । କେବଳ ସେତିକି ନୁହେଁ, ତାର ରୁମ୍ ଚାର୍ଜ…

ଆସୁଛି କାର୍ତ୍ତିକ ପୂର୍ଣ୍ଣିମା, କାହିଁକି ଏହି ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା କୁହାଯାଏ ? ଜାଣନ୍ତୁ ଏହାର…

ଭୁବନେଶ୍ଵର: ଆସୁଛି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଆମାନଙ୍କର ଏକ ବଡ଼ ପର୍ବ । ଗାଁ ରୁ ସହର ସବୁଆଡେ ସେଦିନ ଡଙ୍ଗା ଭସାଇବାର ପରମ୍ପରା ରହିଛି । ଯେକୌଣସି ନଦୀ ଓ ଜଳାଶୟରେ ଲୋକେ ଡଙ୍ଗା ଭସାଇ ଐତିହ୍ୟର କଥାକୁ ମନେ ପକାଇଥାନ୍ତି । ହିନ୍ଦୁ ରୀତିନୀତି ଏବଂ ଇତିହାସ ଅନୁଯାୟୀ, ଏହି ଦିନ ସାଧବ…

ଶୀତଦିନେ ବୁଲି ଯାଆନ୍ତୁ ସିକିମ୍ : ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଉପଯୁକ୍ତ ସ୍ଥାନ

ନୂଆଦିଲ୍ଲୀ : ଆମ ଭାରତବର୍ଷରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି  । ଯେଉଁଠାକୁ ପ୍ରତିଦିନ ଶହ ଶହ ଲୋକ ବୁଲିବାକୁ ଯାଆନ୍ତି  । କିନ୍ତୁ ଶୀତ ଦିନେ ବୁଲିବାର ମଜା ଟିକିଏ ନିଆରା  । ଆପଣମାନେ ଯଦି ଶୀତ ଦିନେ କୁଆଡେ  ବୁଲି ଯିବାକୁ ପ୍ଲାନ୍ କରୁଛନ୍ତି  । ତେବେ ନିଶ୍ଚୟ ଥରେ ସିକିମ୍ କଥା ମନକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିତ୍ୟ ସମ୍ପର୍କ ସ୍ଥାପନର ମାର୍ଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଆରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ଚିନ୍ତା କରିବା ମାତ୍ରେ ମନ ମଧ୍ୟରେ ଉଙ୍କି ମାରନ୍ତି ଅତିବଡ଼ି ଜଗନ୍ନାଥ ଦାସ । ଆଖି ଆଗରେ ଉଦ୍ଭାସିତ ହୁଏ “ଶ୍ରୀମଦ ଭାଗବତ “ଓ ତାର ଆମର ପଦ୍ୟାବଳୀ ” ଏଣୁ ସୁଜନେ…

ଆସ ବୁଲିଯିବା ଓଡିଶା: ଯୁବ ପିଢ଼ିଙ୍କ ପାଇଁ ପ୍ରଥମ ପସନ୍ଦ ସାଜିଛି ମଣିନାଗ ପାହାଡ

ନୟାଗଡ: ଆସିଛି ପର୍ଯ୍ୟଟନ ଋତୁ । ଶୀତଋତୁ ଆସୁ ଆସୁ ପର୍ଯ୍ୟଟନ କ୍ଷେତ୍ରରେ ଜମେ ପର୍ଯ୍ୟଟକଙ୍କ ଭିଡ । କର୍ମମୟ ଜୀବନରୁ ଟିକିଏ ଫୁରସତ୍ ପାଇବା ପାଇଁ ପ୍ରକୃତି କୋଳରେ ଏକ ବିଶେଷ ମୂହୁର୍ତ୍ତ ବିତେଇବାକୁ କାହିଁ କେତେ ଦୁରରୁ ଧାଇଁ ଆସନ୍ତି ପର୍ଯ୍ୟଟକ । ଧରଣୀ ରାଣୀ ସତେ ଯେପରି ବର୍ଷସାରା…

ରହସ୍ୟମୟୀ ମନ୍ଦିର : ଲଙ୍କାପତି ରାବଣଙ୍କ ପତ୍ନୀ ମନ୍ଦୋଦରୀ କରିଥିଲେ ସ୍ଥାପନା

ନୂଆଦିଲ୍ଲୀ : ଭାରତରେ ଅନେକ ମଠ ମନ୍ଦିର ରହିଛି । ପ୍ରତିଦିନ ଶହ ଶହ ଲୋକ ଏଠାକୁ ବୁଲିବାକୁ ଯାଆନ୍ତି । କିନ୍ତୁ ଏସବୁ ମନ୍ଦିର ପଛରେ ଥିବା ରହସ୍ୟ ସମ୍ପର୍କରେ ଅନେକ ଅଜଣା । ଏପରି ଏକ ମନ୍ଦିର ରହିଛି ମେରଠରେ  । ଯାହାର ନାମ ରହିଛି ନବଚଣ୍ଡି ମାତାଙ୍କ ମନ୍ଦିର  । ହଜାର ହଜାର ବର୍ଷ ପୁରୁଣା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବ ଧର୍ମ ଓ ଦର୍ଶନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା   ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।ଗଣ ଦେବତା ଶ୍ରୀ ଜଗନ୍ନାଥ, ଭାରତ ଭୂଖଣ୍ଡରେ ବିକଶିତ ନାନା ଧର୍ମ ଓ ବିବିଧ ଦର୍ଶନର ଉପରେ ରହି ନିଜକୁ ଜଣଙ୍କର (ଗୋଟିଏ ଧର୍ମ ବା ଦର୍ଶନ ) ପ୍ରତିପାଦିତ ନକରି ସାଧାରଣ ଭାବରେ ସମସ୍ତଙ୍କର (ସର୍ବ ଧର୍ମ…