Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ବାରା ପାରଳାଖେମୁଣ୍ଡି,ସୋନପୁର ଓ ଜଳେଶ୍ବରଠାରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ…

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିର ସହଯୋଗରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ୱାରା ସଂଗୃହୀତ ବହୁ ବରିଷ୍ଠ ଓ ଯୁବଶିଳ୍ପୀଙ୍କ ଚିତ୍ରକଳାଗୁଡିକୁ ନେଇ ଏକ…

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ, ପୋଢୁଆଁ ହେବେ ମହାପ୍ରଭୁ

ପୁରୀ: ଆଜି ପ୍ରଥମାଷ୍ଟମୀ । ଓଡ଼ିଆ ଘରର ଆଉ ଏକ ପରମ୍ପରା । ଆଜିର ଦିନରେ ଘରେ ଘରେ ହଳଦୀ ପତ୍ରରେ ତିଆରି ଏଣ୍ଡୁରୀ ପିଠାର ମହକ । ବାପା-ମାଆଙ୍କ ପ୍ରଥମ ସନ୍ତାନ ନୂଆ ପିନ୍ଧି ପୋଢୁଆ ହେଉଛନ୍ତି । ଘରର ଜ୍ୟେଷ୍ଠଙ୍କୁ ବନ୍ଦାପନା କରାଯାଉଛି । ସେହିପରି ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ…

ଆଜି ପ୍ରଥମାଷ୍ଟମୀ: କଣ ରହିଛି ହଳଦୀପତ୍ର ଦିଆ ଏଣ୍ଡୁରି ପିଠାର ମହତ୍ତ୍ୱ

ଭୁବନେଶ୍ଵର: ଆଜି ପ୍ରଥମାଷ୍ଟମୀ । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା। ଏହି ଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ । କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରିବ୍ୟାପ୍ତ ବ୍ରହ୍ମ ସତ୍ତା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ କେବଳ ଦାରବୀ ତନୁ ଧାରଣ କରିଥିବା ଅବ୍ୟକ୍ତରେ ବ୍ୟକ୍ତ ଠାକୁର ହିସାବରେ ବିବେଚନା କରିବା ଠିକ ନୁହେଁ । ସେହିପରି ଅନିତ୍ୟରେ ନିତ୍ୟ ବା ନିତ୍ୟାନିତ୍ୟ ଠାକୁର କହିଦେଲେ…

ଏମିତି ଦୋକାନ: ଯେଉଁଠି ୭୫ ବର୍ଷ ହେଲାଣି ଲିଭିନି ଚୁଲି

ଭାରତରେ ଏପରି ଅନେକ ଦୋକାନ ଅଛି, ଯାହା ପିଢି ପରେ ପିଢି ଚାଲିଆସୁଥିବା ଆପଣ ଦେଖିଥିବେ । ହେଲେ ରାଜସ୍ଥାନରେ ଏମିତି ଏକ ଦୋକାନ ରହିଛି, ଯାହା ୭୫ ବର୍ଷ ହେଲାର ଏଠାରେ ଥିବା ଚୁଲି ଲିଭିନାହିଁ । ଏନେଇ ଦୋକାନଟି ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ୧୯୪୯ରୁ ଏହି ଦୋକାନରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିତ୍ୟା ନିତ୍ୟ ପୁରୁଷ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ନିତ୍ୟା ନିତ୍ୟ ପୁରୁଷ ଶ୍ରୀଜଗନ୍ନାଥ, ଏକଥା କହିବାର ଅଭିପ୍ରାୟ ଏହିକି ଯେ ସଚରାଚର ବିଶ୍ୱ ନିତ୍ୟ ପୁରୁଷଙ୍କ ସ୍ଥୁଳ ରୂପ (ସୃଷ୍ଟି ସ୍ୱରୂପ )ଏବଂ ଏହାର ସୃଷ୍ଟିକର୍ତ୍ତା (ସୃଷ୍ଟି ସଂରଚନାର କାରଣ…

ଏମିତି ପ୍ରାଣୀ, ଯିଏ ୩୦ ଫୁଟ ଯାଏଁ ଡେଇଁପାରେ

ଦୁନିଆରେ ଭିନ୍ନ ଭିନ୍ନ ପ୍ରାଣୀ ଅଛନ୍ତି । ସେଥିମଧ୍ୟରୁ ସିଫାକାସ୍ ଅନ୍ୟତମ । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ପ୍ରାଣୀ । ଏହି ପ୍ରାଣୀ ଗଛ ମଧ୍ୟରେ ୩୦ ଫୁଟ ପର୍ଯ୍ୟନ୍ତ ଡେଇଁପାରେ । ଏହାର ଚାଲିବାର ଶୈଳୀ ମଧ୍ୟ ଅଦ୍ଭୁତ । ସିଫାକାସ ଶରୀରର ଗୋଟିଏ ପାର୍ଶ୍ୱକୁ ଡେଇଁ ଡ଼େଇଁ ଯାଇଥାଏ । ଏହି କାରଣରୁ…

ଅଜବ ଟ୍ରେଣ୍ଡ୍‌: ଭୋଜିରେ ରୁଟି କରି ଖାଇଲେ ଅତିଥି

ସମୟ ବଦଳିବା ସହିତ ବିଭିନ୍ନ ଭୋଜିର ଟ୍ରେଣ୍ଡ୍ ମଧ୍ୟ ବଦଳିବାରେ ଲାଗିଛି । ନିକଟରେ ସେମିତି ଏକ ଭୋଜିର ଭିଡ଼ିଓ ଭାଇରାଲ ହୋଇଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭୋଜିରେ ଅତିଥିମାନେ ରୁଟି ନିଜେ ତିଆରି କରି ଖାଉଛନ୍ତି । ଦିନ ଥିଲା ଯେତେବେଳେ ବିବାହ ହେଉ ବା ଅନ୍ୟ…

ଏରୋପ୍ଲେନ୍ ବ୍ୟାଗ୍‌, ଦାମ ଜାଣିଲେ ଉଡ଼ିଯିବ ହୋସ୍

ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଜିନିଷ ଦେଖିବାକୁ ମିଳିଥାଏ । ଏବେ ସେମିତି ଏକ ବ୍ୟାଗ ଲଞ୍ଚ କରାଯାଇଛି, ଯାହାର ଦାମ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ । ସେହି ମୂଲ୍ୟରେ ଭାରତର ଜଣେ ସାଧାରଣ ବ୍ୟକ୍ତି ଗୋଟିଏ ଫ୍ଲାଟ୍ କିଣି ଦେଇପାରିବ ।ଏହି ବ୍ୟାଗର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…

ହ୍ୱିଲ୍‌ଚେୟାରରେ ୫୯ ଦେଶ ଭ୍ରମଣ କଲେ ମହିଳା

ମୁମ୍ବାଇ: ଅଧିକାଂଶ ଲୋକଙ୍କ ବିଭିନ୍ନ ଦେଶ ଭ୍ରମଣ କରିବା ସଉକ ଥାଏ । ହେଲେ ପଞ୍ଜାବର ଏମିତି ଜଣେ ମହିଳା ଅଛନ୍ତି, ଯିଏ ନିଜ ସଉକ ପୂରଣ କରିବା ପାଇଁ ହ୍ୱିଲ୍‌ଚେୟାରରେ ୫୯ ଦେଶ ଭ୍ରମଣ କରିଛନ୍ତି । ମୁମ୍ବାଇରେ ରହୁଥିବା ୫୨ ବର୍ଷୀୟା ପର୍ବିନ୍ଦର ଚାୱଲା ଛୋଟବେଳୁ ସମସ୍ତ ସ୍ପୋର୍ଟସରେ…