Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦୌଡ଼ ପ୍ରତିଯୋଗିତାରେ ବୃଦ୍ଧ ଦମ୍ପତିଙ୍କ କମାଲ,ଜାତୀୟ ପ୍ରତିଯୋଗିତା ପାଇଁ ହେଉଛନ୍ତି ପ୍ରସ୍ତୁତ

ଡେରାଡୁନ: ଛୋଟବେଳେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଅନେକ ପୁରସ୍କାର ଜିତିଥାନ୍ତି । ହେଲେ ନିକଟରେ ଏକ ବୃଦ୍ଧ ଦମ୍ପତି ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି । ଆଗକୁ ସେମାନେ ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏହି କାରଣରୁ ଏହି ଦମ୍ପତି ଏବେ…

ଟ୍ରେନ୍‌କୁ କରିଦେଲେ ସିନେମା ହଲ୍‌, ଖୁସିରେ ଦେଖିଲେ ଯାତ୍ରୀ

ଭାରତୀୟ ରେଳ ବିଶ୍ୱର ଚତୁର୍ଥ ବୃହତ୍ତମ ନେଟ୍‌ୱାର୍କ ହୋଇଥିବା ବେଳେ ଏସିଆରେ ଦ୍ୱିତୀୟ । ଯଦି ଆମେ ଭାରତୀୟ ରେଳବାଇ ବିଷୟରେ କହିବା ତେବେ ଦେଶରେ ରେଳ ଟ୍ରାକ୍‌?ର ଲମ୍ବ ୬୮ ହଜାର କିଲୋମିଟରରୁ ଅଧିକ । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ରେଳପଥରେ ଯାତ୍ରା କରିଥାନ୍ତି । ଟ୍ରେନ୍‌ରେ ଯାତ୍ରା…

ଘର ବିକି ଜଙ୍ଗଲରେ ଜୀବନ କାଟୁଛନ୍ତି ଦମ୍ପତି

ୱାଶିଂଟନ: ପ୍ରତ୍ୟେକ ଲୋକଙ୍କର ଆରାମରେ ରହିବା ପାଇଁ ଭଲ ଘର ଖଣ୍ଡିଏ କରିବାକୁ ସ୍ୱପ୍ନ ଦେଖିଥାନ୍ତି । ସେଥିଲାଗି ଲୋକେ ସେମାନଙ୍କ ଅର୍ଜିତ ଧନକୁ ଲଗାଇ ଦେଇଥାନ୍ତି । କିନ୍ତୁ ଆମେରିକାର ଏମିତି ଏକ ଦମ୍ପତି ଅଛନ୍ତି ଯିଏ ଆରାମରେ ରହିବା ପାଇଁ ନିଜ ଘର ଦ୍ୱାର ବିକ୍ରି କରି ଜଙ୍ଗଲରେ ରହୁଛନ୍ତି ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବ୍ରହ୍ମ ସତ୍ୟ

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଗୁରୁବାଦରେ ଶ୍ରୀ ଜଗନ୍ନାଥ, ଆଦିଗୁରୁ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ଅଦ୍ବେତବାଦ, ଶ୍ରୀ ରାମାନୁଜ ବଶିଷ୍ଟଙ୍କର ଦ୍ୱେତବାଦ ଓ ତତ ପରବର୍ତ୍ତୀ  କାଳରେ ଶ୍ରୀ ନିମ୍ବକାଚାର୍ଯ୍ୟଙ୍କ ଦ୍ଵେତା ଦ୍ୱେତ ବାଦର ପ୍ରକ୍ଷପଣ ଘଟିଥିଲା । ପ୍ରଥମେ ବ୍ରହ୍ମ ସତ୍ୟ ଜଗତ…

ଅଣ୍ଡିରା ଜନ୍ମ ହୋଇ ମାଈ ହୋଇଯାଏ ଏହି ଅଜବ ଜୀବ

ବିଶ୍ୱରେ ଅନେକ ଅଜବ ଜୀବଜନ୍ତୁ ଅଛନ୍ତି । ତା’ ମଧ୍ୟରୁ ଆମେ କିଛି ଜାଣିଥିବା ବେଳେ ଆଉ କିଛି ବିଷୟରେ ବେଶ୍ ଅଜଣା । ତେବେ ରିବନ ଇଲ ବିଶ୍ୱର ସବୁଠୁ ଅଜବ ଜୀବ । ଯିଏ ନିଜର ପତଳା ଶରୀର ପାଇଁ ଚାଇନିଜ୍ ଡ୍ରାଗନ ଭଳି ଦେଖାଯାଏ । ଏହି ଜୀବର ବୟସ ବଢ଼ିବା ସହିତ ସେ ନିଜର ରଙ୍ଗ ମଧ୍ୟ ବଦଳାଇଥାଏ ।…

ଆଜି ପବିତ୍ର ଅଁଳା ନବମୀ: ଶିବ ଓ ବିଷ୍ଣୁଙ୍କର ପ୍ରିୟ ବୃକ୍ଷ ଅଁଳା, ଜାଣନ୍ତୁ ଏହାର ମାହାତ୍ମ୍ୟ…

ଭୁବନେଶ୍ଵର: ଆଜି ପବିତ୍ର ଅଁଳା ନବମୀ । ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ । ଆଜିର ଦିନରେ ଶ୍ରଦ୍ଧାଳୁମାନେ ରାଧାଙ୍କ ପାଦ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ଵ ରହିଛି । ବିଶ୍ୱାସ କରାଯାଏ ଯେ ଏହି ଦିନ ଦାନ କରିବା ଦ୍ୱାରା ଜଣେ…

ଭାଷା ଭାଗବତ : କଥାଖୋର୍‌ ଜାତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ବାର୍ଥ-ଅଠାରେ ଯାହା ଯୋଡ଼ା ଭାଂଗିଲେ ହୁଏନି ସଜଡ଼ା ଛିଡ଼ିଗଲେ ବଂଧନ ଡୋର କୁଟୁଂବ ହୁଏ ବାର ଦ୍ବାର ସୁଯୋଗ ଉଂଡୁଥିବା ଦଳ ବିରୋଧ କରଂତି ପ୍ରବଳ ଥରଟେ ଚାଖିଲେ କ୍ଷମତା ହରାଂତି ବୁଦ୍ଧି, ଜ୍ଞାନବତ୍ତା ଶାସକ, ବିରୋଧୀ ମଧ୍ୟରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମ ଆରାଧ୍ୟ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା କହିବା ସହ ମୋର ପୂଜ୍ୟ ଦୀକ୍ଷା ଗୁରୁ ସ୍ୱାମୀ ଚେତନାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲିନ ହେବାପରର କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲି । ଏତେ ଦିନ ଧରି ମୋର…

ପ୍ରକୃତିର ବିସ୍ମୟ: ଗଛରୁ ଝରଣା ଭଳି ଅନବରତ ବହିଚାଲିଛି ପାଣି

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ସ୍ଥାନରେ ଚମତ୍କାର ଜିନିଷ ସବୁ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ବି ବିଶ୍ୱାସ କରିବା ସମ୍ଭବ ହୁଏନାହିଁ । ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଗଛରୁ ଅନବରତ ଭାବେ ପାଣି ପ୍ରବାହିତ ହେଉଛି । ଲୋକମାନେ…

ସମୁଦ୍ର ମଝିରେ ଶହଶହ ଫୁଟ ଉପରେ ରହିଛି ଲାଇଟ୍ ହାଉସ୍‌, ଦେଖିଲେ ହୋଇଯିବେ ଚକିତ

ଆଜିକାଲି ସୋସିଆଲ ମିଡିଆରେ ଏକ ଲାଇଟ୍ ହାଉସର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ । ଏହି ଲାଇଟ୍‌ହାଉସ୍‌ଟି କେବଳ ଜାହାଜ ପାଇଁ ଦିଗ ସୂଚାଇବାରେ ସହାୟକ ହୁଏ ନାହିଁ, ବରଂ ଏହା ଏକ ସ୍ଥାପତ୍ୟର ଏକ ଚମତ୍କାର ଉଦାହରଣ । ଦୁଃସାହସିକ କାର୍ଯ୍ୟକୁ ପସନ୍ଦ କରୁଥିବା ଲୋକଙ୍କ…