Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କଣ ରହିଛି ଚନ୍ଦ୍ରବଦନୀ ସିଦ୍ଧ ପୀଠର ରହସ୍ୟମୟୀ କାହାଣୀ…

ନୂଆଦିଲ୍ଲୀ : ଭାରତ ହେଉଛି ଏକ ଧର୍ମ, ସଂସ୍କୃତି ଓ ପରମ୍ପରାର ଦେଶ  । ଏଠାରେ ବିଭିନ୍ନ ଧର୍ମାବଲମ୍ବୀର ଲୋକ ବସବାସ କରନ୍ତି । ଏଠାରେ ପାଳିତ ହୁଏ ୧୨ ମାସରେ ୧୩ ପର୍ବ  । ଏଠାରେ ଅନେକ ଦେବାଦେବୀଙ୍କର ମନ୍ଦିର ରହିଛି  । ଯାହା ପଛରେ ଲୁଚି ରହିଛି ଅନେକ ରହସ୍ୟ ।  ଆସନ୍ତୁ ଜାଣିବା ଏମିତି…

ଭାଷା ଭାଗବତ : ଭଜନ ନିରଂତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବନରେ ଗଛଟିଏ ହୋଇ ମୁଁ ନିଜେ ପାରିବି କି ରହି ? ଦିଅଂତି, ପାଆଂତି ଆନଂଦ ରହଂତାନାହିଁ ଦ୍ବିଧା, ଦ୍ବଂଦ୍ବ ଏଠାରେ ସରିଲେ ଜୀବନ ହେ ପ୍ରଭୁ! ବାଛି ତପୋବନ ମୋତେ କରିବ ଗୋଟେ ଗଛ ମୋର ଏ ଇଚ୍ଛା ନୁହେ ମିଛ ମହାବନରେ ବୃକ୍ଷମାନ…

ଆସ ବୁଲିଯିବା ଓଡିଶା: ମାଲକାନଗିରି ଜିଲ୍ଲାର ସତୀଗୁଡ଼ା ନଦୀବନ୍ଧ

ମାଲକାନଗିରି: ଆସିଛି ପର୍ଯ୍ୟଟନ ଋତୁ । ବର୍ଷର ସରି ଆସୁଥିବାରୁ ଆରମ୍ଭ ହୋଇଛି ପିକନିକ୍ ମଜା ।  ଗୋଟିଏ ପଟେ ବଢୁଛି ଶୀତର ପ୍ରକୋପ ତ ଅନ୍ୟପଟେ ପ୍ରାକୃତିକ ବିଭବକୁ ଅନୁଭବ କରିବାକୁ ଆରମ୍ଭ ହୋଇଛି ବିଭିନ୍ନ ଜିଲ୍ଲାର ପର୍ଯ୍ୟଟକଙ୍କ ଆଗମନ । ତେବେ ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ମଧ୍ୟରେ ପ୍ରଚଳିତ ପୂଜା ବିଧିକୁ ନିୟନ୍ତ୍ରିତ କରୁଥିବା ଗ୍ରନ୍ଥ ନୀଳାଦ୍ରି ମହୋଦୟର ଷଷ୍ଠ ଅଧ୍ୟାୟରେ ବର୍ଣ୍ଣିତ ରୀତିନୀତି ଆଲୋଚନା ଜାରି ଅଛି । ଏହି…

ନିଖୋଜ ମଣିଷକୁ ଖୋଜିବ କ୍ୟୁଆର ଲକେଟ

ମୁମ୍ବାଇ: ବିଭିନ୍ନ ଖବରକାଗଜ ହେଉ ବା ସୂଚନା ଫଳକରେ ନିଖୋଜ ବ୍ୟକ୍ତିଙ୍କ ବିଜ୍ଞାପନ ଦିଆଯାଉଥିବା ଆପଣ ନିଶ୍ଚୟ ଦେଖିଥିବେ । ନିଖୋଜ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଏହି ବିଜ୍ଞାପନ ଦିଆଯାଇଥାଏ । ଏଥିରେ ଉକ୍ତ ବ୍ୟକ୍ତିଙ୍କ ଫଟୋ ସହ ବୟସ, ଉଚ୍ଚତା, କେବେଠାରୁ ନିଖୋଜ ଅଛନ୍ତି ସବିଶେଷ ତଥ୍ୟ…

ଦୀପାବଳୀରେ କାହିଁକି ଜଳାଯାଏ ମାଟି ଦୀପ? ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ବ…

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଦିପାବଳୀର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ରୀତିନୀତି ଅନୁଯାୟୀ ଦେବୀ ଲକ୍ଷ୍ମୀ ଏବଂ ପ୍ରଭୁ ବିଘ୍ନବିନାଶକଙ୍କୁ ପୂଜା କରାଯାଏ । ଏହା ପୂର୍ବରୁ ଘକୁ ସୁଦ୍ଧପୂତ ଭାବେ ସଫା କରି ଲୋକମାନେ ନୂତନ ପୋଷାକ ପିନ୍ଧନ୍ତି । ରଙ୍ଗୋଲିରେ ସମଗ୍ର ଘରକୁ ସଜାନ୍ତି, ଏହା ପରେ…

କୋଟିପତି ବୃଦ୍ଧ ନାବାଳିକାଙ୍କୁ କଲେ ବିବାହ , ମା’ ଓ ମାଉସୀଙ୍କୁ ଦେଇଥିଲେ ଉଚ୍ଚପଦରେ ଚାକିରି

ନୂଆଦିଲ୍ଲୀ: ଜଣେ କୋଟିପତି ବୃଦ୍ଧ ନିକଟରେ ଜଣେ ନାବାଳିକାଙ୍କୁ ବିବାହ କରି ଚର୍ଚ୍ଚାରେ ଅଛନ୍ତି । କେବଳ ସେତିକି ନୁହେଁ, ବିବାହ ପୂର୍ବରୁ ବୃଦ୍ଧ ଜଣକ ନାବାଳିକାଙ୍କ ମାଆ ଓ ମାଉସୀଙ୍କୁ ଉଚ୍ଚପଦବୀରେ ଦେଇଛନ୍ତି ଚାକିରି । ବୃଦ୍ଧ ଜଣକ ଏମିତି ସେମିତି ଲୋକ ନୁହଁନ୍ତି, ସେ ବ୍ରାଜିଲର ମେୟର ।…

୫୫୦ ବର୍ଷ ହେଲା ମାଟି ତଳେ ରହି ଗାଁକୁ ଜଗି ରହିଛନ୍ତି ସନ୍ଥ..

ନୂଆଦିଲ୍ଲୀ : ଭାରତୀୟ ପ୍ରାଚୀନ  ଧର୍ମଗ୍ରନ୍ଥରେ ମୁନି ରୁଷି ମାନେ ହଜାର ହଜାର ବର୍ଷ ଧରି ତପସ୍ୟା କରୁଥିବା ଉଲ୍ଲେଖ ରହିଛି । ଶହେ ବର୍ଷ ଆୟୁଷର ମନୁଷ୍ୟ କିପରି ଏତେ ବର୍ଷ ଧ୍ୟାନରେ ରହିପାରିବ , ତାହା ସମସ୍ତଙ୍କୁ ଏବେବି ଆଚମ୍ବିତ କରୁଛି ।  ତିଦ୍ଦତରେ ଜଣେ ସନ୍ଥ ଗତ ୫୫୦ ବର୍ଷ ହେଲା ଧ୍ୟାନ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ.। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜାବିଧି ଓ ରୀତିନୀତି ପାଳନ ପାଇଁ ମୂଖ୍ୟ ଭାବରେ ନୀଳାଦ୍ରି ମହୋଦୟ ଗ୍ରନ୍ଥକୁ ଗ୍ରହଣ କରି, ତାର ଷଷ୍ଠ ଅଧ୍ୟାୟରେ ବର୍ଣ୍ଣିତ ନିୟମ ବା ପୂଜା ପଦ୍ଧତିଗୁଡ଼ିକ…

ଦୁନିଆର ସବୁଠାରୁ ମହଙ୍ଗା କୁକୁର; ଦାମ୍ ଜାଣିଲେ ଉଡ଼ିଯିବ ହୋସ୍‌

ଆଜିକାଲି ଘରେ କୁକୁର ରଖିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ତେଣୁ ଲୋକେ ସୁନ୍ଦର ସୁନ୍ଦର ହାଇବ୍ରିଡ଼ କୁକୁର ଘରେ ରଖିବାକୁ ବେଶୀ ପସନ୍ଦ କରୁଛନ୍ତି । କୁକୁରକୁ ଘର ଲୋକେ ନିଜ ପରିବାର ସଦସ୍ୟ ପରି ଯତ୍ନ ନେଇଥାନ୍ତି । ବାହାରକୁ ଯୁଆଡ଼େ ଯାଆନ୍ତି ସାଙ୍ଗରେ ନେଇ ଯାଇଥାନ୍ତି । ଲୋକଙ୍କ ଚାହିଦାକୁ…