Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆସ ବୁଲିଯିବା ଓଡିଶା: ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଡୁଡୁମା ଜଳପ୍ରପାତ

କୋରାପୁଟ: ଆସିଛି ପର୍ଯ୍ୟଟନ ଋତୁ। ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଜଳପ୍ରପାତର ସୁଅ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ସ୍ଥାନ ପାଲଟି ଥିବାବେଳେ ଜଳପ୍ରପାତର ଉଭୟ ପାର୍ଶ୍ଵରେ ସବୁଜ ଘଞ୍ଚ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ କରୁଛି…

୫ଜି ଆସିବା ପରେ ମଧ୍ୟ ବଢିବନି ମୋବାଇଲ ବିଲ୍, ଶୁଳ୍କ ବୃଦ୍ଧି କରିବନି ରିଲାଏନ୍ସ ଜିଓ

ନୂଆଦିଲ୍ଲୀ: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ମଧ୍ୟ ହେବନି ଜିଓର ରିଚାର୍ଜ ପ୍ଲାନ। ପ୍ରତିବର୍ଷ ଡିସେମ୍ବର ପୂର୍ବରୁ ରିଚାର୍ଜ ଯୋଜନାଗୁଡିକ ମହଙ୍ଗା ହେବା ବିଷୟରେ ଆଲୋଚନା ଆରମ୍ଭ ହୁଏ। କିନ୍ତୁ ଏବେ ଖବର ଆସିଛି ୫ଜି ଆସିବା ପରେ ମଧ୍ୟ ଜିଓ ବଢାଇବନି ମୋବାଇଲ ବିଲ୍। ଦେଶର ଦୁଇଟି…

ଆଜି ସାରାଦେଶରେ ପାଳନ କରାଯାଉଛି କରଓ୍ବା ଚୌଥ: ଆସନ୍ତୁ ଜାଣିବା କେମିତି ରଖିବେ ଉପବାସ , କଣ ରହିଛି ପୂଜା ବିଧି ଓ…

ନୂଆଦିଲ୍ଲୀ :  ଆଜି ସାରାଦେଶରେ ପାଳନ କରାଯାଉଛି କରଓ୍ବା ଚୌଥ  । ତେବେ ଆସନ୍ତୁ ଜାଣିବା କେମିତି ଏହି ବ୍ରତ ରଖାଯାଏ  । କଣ ରହିଛି ପୂଜା ବିଧି ଏବଂ ଶୁଭ ମୁହୁର୍ତ୍ତ  । ତେବେ ଉପବାସ କରୁଥିବା ମହିଳାମାନେ ସୂର୍ଯ୍ୟୋଦୟ ପୂର୍ବରୁ ସରଗି ଖାଇ ଉପବାସ ଆରମ୍ଭ କରନ୍ତି  ।  ଏହି ଉପବାସ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (୩)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ, ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ରେ ପ୍ରଚଳିତ ଗ୍ରନ୍ଥ ନୀଳାଦ୍ରି ମହୋଦୟ ରେ ବର୍ଣ୍ଣିତ ଶ୍ରୀଜୀଉ ମାନଙ୍କ ସେଵା ପୂଜା ନୀତି ବିଷୟରେ ଆମେ ଆଲୋଚନା ଜାରି ରଖିଛେ। ସେହି କ୍ରମରେ ଆମେ ଏବେ…

ଟଙ୍କା ଚୋରି କଲା ସାପ, ଲୋକେ ଦେଖି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସାପକୁ ନେଇ ଅନେକ ଭିଡିଓ ଦେଖିବାକୁ ମିଳିଥାଏ । କିଏ ସାପକୁ ଚୁମ୍ବନ ଦେଉଥିବା ବେଳେ ଆଉ କିଏ ସାପକୁ ନେଇ ଖେଳୁଥିବା ଦେଖିବାକୁ ମିଳିଥାଏ । ହେଲେ ଏବେ ଗୋଟେ ସାପ ନୋଟ ବିଡ଼ା ଧରି ଘର ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି । ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ…

ବାଇକ୍‌ରେ ହାତ ଛାଡ଼ି ଦୀର୍ଘତମ ‘ହ୍ୱିଲି’ କରି ରେକର୍ଡ଼ କଲେ ଯୁବକ

ସ୍ୱିଡେନ୍‌:ଆଜିକାଲି ସୋସିଆଲ ମିଡ଼ିଆରେ ଆମେ ବିଭିନ୍ନ ପ୍ରକାର ଷ୍ଟଣ୍ଟ୍ ଦେଖିବାକୁ ପାଉଛେ । ଯାହାକୁ ଦେଖିଲେ ଛାତି ଥରି ଉଠେ । ଏବେ ସେମିତି ଏକ ଷ୍ଟଣ୍ଟ୍‌ର ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ । ଜଣେ ଯୁବକ ବାଇକ୍‌ରେ ହାତ ଛାଡ଼ି ଦୀର୍ଘତମ ହ୍ୱିଲି କରି ବିଶ୍ୱ…

ଏସ୍କାଲେଟରରେ ପାହାଡ଼ଚଢ଼ା, ପ୍ରକୃତିକୁ ଉପଭୋଗର ନିଆରା ଅନୁଭୂତି

ପର୍ଯ୍ୟଟନ ଦୃଷ୍ଟିକୋଣରୁ ଚୀନ ଏକ ଉଚିତ୍ କ୍ଷେତ୍ର । ଗୋଟିଏ ପଟେ ପର୍ଯ୍ୟଟନ ଏବଂ ବିକାଶ ଦେଶକୁ ଆଗକୁ ନେଉଥିବା ବେଳେ ଏବେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଉଦ୍ୟମ କରାଯାଉଛି । ପାହାଡ଼ ଚଡ଼ିବା ଅନୁଭୂତି ନିଆରା । ହେଲେ ପର୍ଯ୍ୟଟକଙ୍କ ସୁବିଧାଙ୍କ…

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ଏଣିକି ବିନା ଭିସାରେ ଯାଇହେବ ଥାଇଲ୍ୟାଣ୍ଡ

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଖୁସି ଖବର। ଏଣିକି ଥାଇଲ୍ୟାଣ୍ଡ ଯିବାକୁ ହେଲେ ଦରକାର ପଡ଼ିବନି ଭିଜା। ଭାରତୀୟମାନେ ୩୦ ଦିନ ପାଇଁ ବିନା ଭିସାରେ ଥାଇଲ୍ୟାଣ୍ଡ ପରିଦର୍ଶନ କରିବାକୁ ସକ୍ଷମ ହେବେ। ଏହା ଆସନ୍ତା ମାସରୁ ଆରମ୍ଭ ହେବ ଏବଂ ଏହି ସୁବିଧା ଆସନ୍ତା ବର୍ଷ ମେ' ପର୍ଯ୍ୟନ୍ତ ଚାଲିବ।…

ବ୍ରାହ୍ମ ମୁହୂର୍ତ୍ତରେ ଏହି ସବୁ ସ୍ଵପ୍ନ ଦେଖୁଥିଲେ ଜାଣି ରଖନ୍ତୁ ଏହାର କାରଣ, ମିଳିବ ଫାଇଦା…

ଭୁବନେଶ୍ଵର: ରାତିରେ ଶୋଇଲା ପରେ ଆମେ କିଛି ନାଁ କିଛି ସ୍ୱପ୍ନ ଦେଖିଥାଉ। କିଛି ସ୍ୱପ୍ନ ଏମିତି ଥାଏ ଯାହାକୁ ଦେଖିବା ଦ୍ୱାରା ଆମକୁ ଆମ ଜୀବନରେ ଖୁସି ଏବଂ ଆନନ୍ଦ ମିଳିବାର ସୂଚନା ଦେଇଥାଏ। ଶୋଇବା ସମୟରେ ଆମେ ଦେଖୁଥିବା କିଛି ସ୍ୱପ୍ନ ଆମର ବାସ୍ତବ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ।…

ସିମେଣ୍ଟ କିମ୍ବା ପଥର ନୁହେଁ ମାଟି ଓ ଗୋବରରେ ତିଆରି ହୋଇଛି ହନୁମାନଙ୍କ ମୂର୍ତ୍ତି : ଘଣ୍ଟି ପ୍ରଦାନ କଲେ ପୂର୍ଣ୍ଣ…

ଫାରୁଖବାଦ୍: ଭୋଲେପୁରରେ  ରହିଛି ୫୦୦ ବର୍ଷର ହନୁମାନ ମନ୍ଦିର । ସକାଳ ୮ଟାରେ ମନ୍ଦିର କବାଟ ଖୋଲିବା ମାତ୍ରେ ପୂଜାର୍ଚ୍ଚନା ପାଇଁ ଏଠାକୁ ଛୁଟି ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ । ବିଶେଷ ମନ୍ତ୍ର ଉଚ୍ଚାରଣ ସହ ରାମ ଭକ୍ତମାନେ ହନୁମାନ ଜୀଙ୍କୁ ଚୋଲା ଅର୍ପଣ କରିଥାନ୍ତି । ଏହାସହ…