Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ ସାମଗ୍ରୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ କିଛି ସାମଗ୍ରୀ ମନ୍ଦିର ଭିତରକୁ ନେବା ବାରଣ ହୋଇଛି। ସାଧାରଣତଃ କେବଳ ଶ୍ରୀମନ୍ଦିର ନୁହେଁ ସବୁ ପ୍ରକାର ଧାର୍ମିକ ସ୍ଥଳ ଓ ଆଶ୍ରମ,…

ମୃତ୍ୟୁର ଭୟ, ପରିଚୟ ପାଇଁ ହାତରେ ନାଁ ଲେଖୁଛନ୍ତି ପାଲେଷ୍ଟାଇନ ପିଲା

ଜେରୁଜେଲମ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଗାଜାରେ ରହୁଥିବା ପାଲେଷ୍ଟାଇନୀୟମାନଙ୍କ ପାଇଁ ଅସୁବିଧା ବଢାଇ ଦେଇଛି । ହମାସକୁ ହଟାଇବା ପାଇଁ ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଉପରେ ଏୟାର ଷ୍ଟ୍ରାଇକ କରୁଛି । ଏହି ସମୟରେ, ଗାଜାରୁ ଏପରି କିଛି ହୃଦୟବିଦାରକ ଭିଡିଓ ସାମ୍ନାକୁ…

ନିଆରା ଢଙ୍ଗରେ ପ୍ରତିବାଦ, କୁମ୍ଭୀର ସହ ବିଦ୍ୟୁତ କେନ୍ଦ୍ରରେ ପହଞ୍ଚିଲେ ଚାଷୀ

ବେଙ୍ଗାଲୁରୁ : କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଏଠାରେ ଚାଷୀମାନେ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି । ବାରମ୍ବାର ବିଦ୍ୟୁତ କାଟ ପ୍ରତିବାଦରେ ଚାଷୀମାନେ ସାଙ୍ଗରେ ଏକ କୁମ୍ଭୀର ଆଣି ପାୱାର ହାଉସ କାର୍ଯ୍ୟାଳୟରେ ପ୍ରତିବାଦ କରିଛନ୍ତି । କୁମ୍ଭୀରକୁ ଦେଖି ପାୱାର…

ହେଲମେଟ୍ ପିନ୍ଧି ମଇଁଷି ଉପରେ ବସି ରାସ୍ତାରେ ଗଲେ ଯୁବକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓଟି ଖୁବ୍ ଭାଇରାଲ ହେଉଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଡ଼୍ରାଇଭର ସିଟ୍‌ରେ ବସିଛନ୍ତି ଜଣେ ଯୁବକ । ମୁଣ୍ଡରେ ହେଲମେଟ୍ ପିନ୍ଧିଛନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ । ତେବେ ବାସ୍ତବ କଥାଟି ହେଉଛି, ଡ଼୍ରାଇଭର ସିଟ୍‌ରେ ବସିଥିବା ଯୁବକ ଜଣକ…

ଦେଶର ପ୍ରଥମ ଏୟାର ମାର୍ଶଲ କପଲ

ନୂଆଦିଲ୍ଲୀ: ଆପଣ ଡାକ୍ତର ଦମ୍ପତି, ସାମ୍ବାଦିକ ଦମ୍ପତି, ଶିକ୍ଷକ ଦମ୍ପତି ଏପରିକି ଆଇଏଏସ ଦମ୍ପତି ଏବଂ ଆଇପିଏସ ଦମ୍ପତି ନିଶ୍ଚୟ ଦେଖିଥିବେ । କିନ୍ତୁ ଥ୍ରୀ ଷ୍ଟାର ଦମ୍ପତିଙ୍କ ବିଷୟରେ କେବେ ଶୁଣିଛନ୍ତି । ଏହି ଥ୍ରୀ ଷ୍ଟାର ଦମ୍ପତି ପାଇବା ବିରଳ । କିନ୍ତୁ ଏମିତି ଏକ ଦ୍‌ମ୍ପତି ଅଛନ୍ତି,…

ଅନଲାଇନ ଠକେଇ ଏଡାଇବାକୁ ଆପଣାନ୍ତୁ ଏହି ଟିପ୍ସ, ସୁରକ୍ଷିତ ରହିବ ଟଙ୍କା ଓ ଡାଟା

ନୂଆଦିଲ୍ଲୀ: ଚାଲିଛି ପାର୍ବଣର ଋତୁ । ଏହି ସମୟ ମଧ୍ୟରେ, ଅଧିକାଂଶ ଲୋକ ଅନଲାଇନ୍ ସପିଂ କରିବାକୁ ପସନ୍ଦ କରନ୍ତି । ଆଉ ଏହି ସମୟରେ ମଧ୍ୟ ସକ୍ରିୟ ହୋଇଥାନ୍ତି ଅନଲାଇନ ଠକମାନେ । ଏମାନେ ବିଭିନ୍ନ କୌଶଳ କରି ଲୋକଙ୍କ ଟଙ୍କା ଠକି ନେବାକୁ ଚେଷ୍ଟା କରନ୍ତି । ଏପରି ପରିସ୍ଥିତିରେ, ଅନଲାଇନ୍ ସପିଂ…

ପଶ୍ଚିମ ଓଡିଶାର ଅନ୍ୟତମ ପର୍ବ ଭାଇ ଜୀଉନ୍ତିଆ ଓ ଡାଲଖାଇ ପର୍ବ, ଜାଣନ୍ତୁ ଏହି ବ୍ରତ ବିଷୟରେ

ନୂଆପଡା: ଭାଇ ଜିଉନ୍ତିଆ ଓଷା। ପଶ୍ଚିମ ଓଡ଼ିଶାର ଏକ ମହାନ ପର୍ବ। ଏହି ପର୍ବ ମାଧ୍ୟମରେ ଭାଇର ମଙ୍ଗଳ ପାଇଁ ଭଉଣୀ ମାନେ ଉପବାସ କରି ମା’ ଦୁର୍ଗାଙ୍କ ଠାରେ ପୂଜାର୍ଚ୍ଚନା କରି ଗୁହାରୀ କରିଥାନ୍ତି। ଭାଇ ଭଉଣୀର ସଂପର୍କ ପବିତ୍ର। ଭାଇ ହେଉଛି ଭଉଣୀର ରକ୍ଷା କବଚ। ବିପଦ ଆପଦରେ ସବୁବେଳେ ଭଉଣୀକୁ…

ସାରା ଦେଶରେ ଉତ୍ସବର ମାହୋଲ, ସିନ୍ଦୁର ଖେଳି ମା’ଙ୍କୁ ଦିଆଯିବ ମେଲାଣି

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ହୋଇଥିବା ବିଜୟ ପାଇଁ ସାରା ଦେଶରେ ଏବେ ଉତ୍ସବର ମାହୋଲ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମାଆଙ୍କ ଶାରଦୀୟ ଦୁର୍ଗାପୂଜା । ଆସନ୍ତାକାଲି ମେଲାଣି ନେବେ ମାଆ ଦଶଭୁଜା । ଏବେ ପୁଣି ଅପେକ୍ଷା ଆସନ୍ତାବର୍ଷକୁ…

ଆଜି ହେଉଛି ପବିତ୍ର ବିଜୟାଦଶମୀ; ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସୁନାବେଶ

ପୁରୀ: ଆଜି ହେଉଛି ପବିତ୍ର ବିଜୟାଦଶମୀ ଅର୍ଥାତ ଦଶହରା ପର୍ବ । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ହେଉଛି ପବିତ୍ର ବିଜୟାଦଶମୀ । ଆଜିର ଦିନରେ ଶ୍ରୀମନ୍ଦିରରେ ଅବକାଶ ନିତି ପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହେବାର ବିଧି ରହିଛି । ଏହି ପବିତ୍ର ତିଥିରେ ମହାପ୍ରଭୁ ଶ୍ରୀରାମ ରାବଣକୁ…

ଆଜି ପବିତ୍ର ବିଜୟା ଦଶମୀ: ଅଧର୍ମ ଉପରେ ହେବ ଧର୍ମର ବିଜୟ, ମହିଷାସୁରକୁ ବଦ୍ଧ କରିବେ ମହାମାୟା

ଭୁବନେଶ୍ଵର: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ…