Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରିଲ୍ସ ପାଇଁ ଗଲା ଚାକିରି, ଦୁଇ ଦିନ ତଳେ ପାଇଥିଲେ ନିଯୁକ୍ତି

ଲକ୍ଷ୍ନୌ : ଆଜିକାଲି କମ୍ ସମୟରେ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ସମସ୍ତଙ୍କ ଇଛା । ଏଥିଲାଗି ଲୋକେ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉ ନାହାନ୍ତି । ନିକଟରେ ୟୁପି ପୋଲିସରେ କାର୍ଯ୍ୟ କରୁଥିବା ଜଣେ ମହିଳା ପୋଲିସଙ୍କ ପାଇଁ ରିଲ୍ସ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି କାରଣରୁ…

ଅଳିଆ ଗଦାରେ ପ୍ରେମୀଯୁଗଳଙ୍କ ପ୍ରି ୱେଡିଂ ଫଟୋଶୁଟ୍‌

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ ସୁଟ୍‌କୁ ବେଶୀ…

ସିମ୍ ସ୍ୱାପ୍ ଠକେଇ କ’ଣ ? ସାମାନ୍ୟ ଭୁଲ ପାଇଁ ଆପଣଙ୍କ ଆକାଉଣ୍ଟରୁ ହୋଇପାରେ ଟଙ୍କା ଲୁଟ୍

ନୂଆଦିଲ୍ଲୀ: ମୋବାଇଲ ଫୋନ ସିମ୍ ଏପରି ଏକ କାର୍ଡ ଯାହାର ଫୋନ ବିନା କୌଣସି ଅସ୍ତିତ୍ୱ ନାହିଁ। ଫୋନ କଲ୍ ହେଉ କିମ୍ବା ଇଣ୍ଟରନେଟ୍ ବ୍ୟବହାର କିମ୍ବା ଅନ୍ୟ କୌଣସି କାର୍ଯ୍ୟ କରିବାକୁ ହେଲେ ମଧ୍ୟ ଆପଣଙ୍କୁ ଏକ ସିମ୍ କାର୍ଡର ଆବଶ୍ୟକ ପଡ଼େ। ଯଦି ଆପଣ କାହାକୁ ଟଙ୍କା ପଠାଇବାକୁ କିମ୍ବା କୌଣସି…

ଖଟରେ ନୁହେଁ, କଫିନ୍‌ରେ ଶୁଅନ୍ତି ଯୁବତୀ

ନୂଆଦିଲ୍ଲୀ: ସାଧାରଣତଃ ଲୋକେ ଭଲରେ ରହିବା ପାଇଁ ଘର ଖଣ୍ଡିଏ କରିଥାନ୍ତି । ଆଉ ଶାନ୍ତିରେ ଟିକେ ଶୋଇବା ପାଇଁ ଆରାମଦାୟକ ବେଡ଼ର ବ୍ୟବସ୍ଥା କରିଥାନ୍ତି । ହେଲେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ ଏପରି ଏକ ସ୍ଥାନରେ ଶୁଅନ୍ତି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀ ଜଣକ ପ୍ରତ୍ୟେକ…

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ଐତିହାସିକ ବଳିଯାତ୍ରା ସମ୍ପନ୍ନ

ସୁବର୍ଣ୍ଣପୁର: ଢୋଲ ମହୁରିରେ ଦୁଲକୁଛି ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ସ୍ଥାନ ସୁବର୍ଣ୍ଣପୁର । ଅଷ୍ଟଚଣ୍ଡିଙ୍କ ସହରରେ ପାଳିତ ହୋଇଛି ବଳିଯାତ୍ରା । ଆଶ୍ବିନ ଅମାବାସ୍ୟାରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ଯାଏଁ ଯନ୍ତ୍ର ଓ ମନ୍ତ୍ରକୁ ଆଧାର କରି ବଳିପର୍ବ ପାଳନ ହୋଇଥାଏ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ…

ଜଗତସିଂହପୁରରେ ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା

ଜଗତସିଂହପୁର: ଚାଲିଛି ପାର୍ବଣର ଋତୁ । ଚାରିଆଡେ ପୂଜାର ମାହୋଲ । ସବୁଠି ମା' ଦଶଭୂଜାଙ୍କୁ ଆରାଧାନା କରାଯାଉଥିବାବେଳେ, ଏଥିରୁ ବାଦ ପଡିନି ଜଗତସିଂହପୁର ଜିଲ୍ଲା । ଜିଲ୍ଲାର ସଦର ମହକୁମାର ବିଭିନ୍ନ ପୂଜା ମଣ୍ଡପରେ ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା । ଦଶହରା ପାଇଁ ଚଳଚଞ୍ଚଳ…

ପ୍ରତିଦିନ ରାତି ହେଲେ ମନ୍ଦିରରେ ବୁଲନ୍ତି ମାଆ କାଳୀ, ଶୁଣାଯାଏ ଘୁଙ୍ଗୁରର ଶଦ୍ଦ…

ମେରଠ : ଭାରତ ଏକ ଧର୍ମପରାୟଣ ଦେଶ  । ଏଠାରେ ଅନେକ ଛୋଟବଡ ମନ୍ଦିର ରହିଛି  । ଲୋକଙ୍କର ଭଗବାନଙ୍କ ଉପରେ ଆସ୍ଥା ମଧ୍ୟ ସେତିକି ରହିଛି । ତେବେ ଆସନ୍ତୁ ଜାଣିବା ମେରଠରେ ଥିବା କାଳୀ ମନ୍ଦିର ସମ୍ପର୍କରେ  । ବିଶ୍ବାସ ରହିଛି ଏଠାରୁ କେହି କେବେ ଖାଲି ହାତରେ ଫେରିନାହିଁ । ସବୁ ପରିସ୍ଥିତିରେ…

ଆଜି ମହାନବମୀରେ ସିଦ୍ଧିଦାତ୍ରୀଙ୍କୁ ପୂଜାର୍ଚ୍ଚନା : ଆସନ୍ତୁ ଜାଣିବା କଣ ରହିଛି ପୂଜାବିଧି..

ନୂଆଦିଲ୍ଲୀ : ଆଜି ହେଉଛି ମହାମାୟାଙ୍କର ମହାନବମୀ  । ଆଶ୍ବିନ ମାସ ଶୁକ୍ଳ ପକ୍ଷର ନବମୀ ଦିନରେ ମହାନବମୀ ଉପବାସ ରଖାଯାଏ  । ଆଜିର ଦିନରେ ମା ସିଦ୍ଧିଦାତ୍ରୀଙ୍କୁ ପୂଜା କରିବା ସହ କନ୍ୟା ପୂଜନର ପରମ୍ପରା ରହିଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ମାଙ୍କୁ ପୂଜା କରିବାର ପୂଜା ବିଧି  । …

ଓଡ଼ିଶା ଲଳିତ କଳା ଏକାଡ଼େମୀ ଦ୍ଵାରା ଚିତ୍ରକଳା ପ୍ରଦର୍ଶନୀ ‘ଦେବୀ’ ଉଦ୍‌ଘାଟିତ

ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଶାରଦୀୟ ଦୁର୍ଗାପୂଜା ଅବସରରେ ନୀଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ‘ଦେବୀ ‘ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଏକାଡେମୀ ଦ୍ଵାରା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ରୋଷ ବ୍ୟବସ୍ଥା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ବିଧି ବ୍ୟବସ୍ଥା ଭିତରେ ଅନେକ ଶାସ୍ତ୍ର ଆଲୋଚନା ପରେ, ପଣ୍ଡିତମାନଙ୍କ ଉପଦେଶ ପ୍ରକାରେ, ଶ୍ରୀମନ୍ଦିର ପରମ୍ପରାରେ କିଛି ସାମଗ୍ରୀର ପ୍ରବେଶକୁ…