Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ରୋଷ ବ୍ୟବସ୍ଥା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ବିଧି ବ୍ୟବସ୍ଥା ଭିତରେ ଅନେକ ଶାସ୍ତ୍ର ଆଲୋଚନା ପରେ, ପଣ୍ଡିତମାନଙ୍କ ଉପଦେଶ ପ୍ରକାରେ, ଶ୍ରୀମନ୍ଦିର ପରମ୍ପରାରେ କିଛି ସାମଗ୍ରୀର ପ୍ରବେଶକୁ…

ଏମିତି ଜଣେ ବଡ଼ି ବିଲ୍‌ଡ଼ର,ଯାହାର ବେକର ଚଉଡ଼ା ୨୦ ଇଞ୍ଚ

କଲମ୍ବିଆ: ସାଧାରଣତଃ ମଣିଷଙ୍କ ବେକର ମୋଟା ୧୪ରୁ ୧୭ ଇଞ୍ଚ ମଧ୍ୟରେ ହୋଇଥାଏ । ହେଲେ ନିକଟରେ କଲମ୍ବିଆର ବଡିବିଲ୍ଡରଙ୍କ ବେକ ସବୁଠୁ ମୋଟା ବୋଲି ଜଣାପଡ଼ିଛି । ତାଙ୍କ ବେକର ଚଉଡ଼ା ୨୦ ଇଞ୍ଚ । ଏହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । କଲମ୍ବିଆର ବଡି ବିଲଡର ରୁବେଲ ମସ୍‌କ୍ୟେୁରାଙ୍କ ବେକ…

ଆକାଶ ହୋଇଗଲା ଗୋଲାପୀ, ଲୋକେ ଭୟଭୀତ

ବ୍ରିଟେନ୍‌: ସୋସିଆଲ ମିଡ଼ିଆରେ ଆମେ ଅଜବ ଜିନିଷ ସବୁ ଦେଖିବାକୁ ପାଇଥାଉ । ଆଖିରେ ଦେଖିଲେ ବି ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ଏବେ ଠିକ୍ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇପଡ଼ିଛନ୍ତି । ଏହି ଭିଡ଼ିଓରେ ଆକାଶର ରଙ୍ଗ ସମ୍ପୂର୍ଣ୍ଣ…

ଅନନ୍ୟ ପରିବାର, ଡାକ୍ତରୀ ପେସାରେ ୧୪୦ରୁ ଊର୍ଦ୍ଧ୍ୱ ସଦସ୍ୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ସଭରୱାଲ ପରିବାର ସବୁବେଳେ ଚର୍ଚ୍ଚାରେ । କାରଣ ଏହି ସ୍ୱତନ୍ତ୍ର ପରିବାରର ୫ ପିଢି ଡ଼ାକ୍ତରୀଙ୍କୁ ନିଜର ପେସା କରି ଆସିଛନ୍ତି । ଏବେ ଏହି ପରିବାରରେ ୧୪୦ରୁ ଉର୍ଦ୍ଧ୍ୱ ସଦସ୍ୟ ଡାକ୍ତରୀ ପେସାରେ ଅଛନ୍ତି । ଏହି ପରିବାର ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।…

ବାଣୀପୀଠରେ ମହାସମାରୋହରେ ଚାଲିଛ ମା’ ଦୁର୍ଗାଙ୍କର ସୁଵର୍ଣ୍ଣ ଜୟନ୍ତୀ ଉତ୍ସବ 

ଭୁବନେଶ୍ବର: ଚାରିଆଡେ ପୂଜାର ମାହୋଲ । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ଗଗନ ପବନ । ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ସମଗ୍ର ପରିବେଶ । ଭୁବନେଶ୍ବରର ଅଧିକାଂଶ ସ୍ଥାନରେ ମା' ଦୁର୍ଗାଙ୍କ ପୂଜା କରାଯାଉଥିବାବେଳେ, ଏଥିରୁ ବାଦ ପଡିନି ଉତ୍କଳ ବିଶ୍ବବିଦ୍ୟାଳୟ ।୧୯୭୪ ମସିହାରୁ…

ଜାଣନ୍ତୁ କିପରି ଜାଳିବେ ଦୀପ? ଦୂର ହେବ ଦାରିଦ୍ରତା, ହେବେ ସୁଖ ସମୃଦ୍ଧିର ଅଧିକାରୀ,

ଭୁନେଶ୍ବର: ହିନ୍ଦୁ ଧର୍ମରେ ପୂଜା ପାଠ ସମୟରେ ଦୀପ ଜାଳିବା ଭାରତୀୟ ସଂସ୍କୃତିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ଆମେ ପୂଜା ସମୟରେ ଦୀପ ଜଳାଇଥାଉ, ସେନେଇ କିଛି ବିଶେଷ ପଦକ୍ଷେପ ଗ୍ରହଣ କଲେ ଘରେ ଆର୍ଥିକ…

ପ୍ରଥମ କରି ପୂଜା ଆରମ୍ଭ କଲା କଳିଙ୍ଗ ଦୁର୍ଗା ପୂଜା କମିଟି, ଛୁଟୁଛି ଭକ୍ତଙ୍କ ସୁଅ

ଭୁବନେଶ୍ୱର: ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର । ତେବେ ରାଜଧାନୀ ଭୁବନେଶ୍ବରର ପ୍ରାୟ ସବୁ ସ୍ଥାନରେ ଦେବୀ ମା'ଙ୍କ ଆରଧାନା ଚାଲିଥିବାବେଳେ, ଏହି ପ୍ରରିପେକ୍ଷୀରେ କିସ ରୋଡ କଳିଙ୍ଗ ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରଥମ କରି ପୂଜା ଆରମ୍ଭ…

ଧରାବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା, ଉତ୍ସବ ମୁଖର ପୁରୀ ସହର

ପୁରୀ: ଧରାଵତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା । ଭକ୍ତଙ୍କ ଗହଣରେ ଚାଲିଛି ମା ଙ୍କ ପୂଜାର୍ଚନା । ଚଣ୍ଡୀପାଠ ଓ ମନ୍ତ୍ରଧ୍ଵନି ମଧ୍ୟରେ ବିଭିନ୍ନ ପୀଠ ପରିସରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ମାଙ୍କ ଆଗମନରେ ଉଲ୍ଲସିତ ହୋଇଛି ଭକ୍ତପ୍ରାଣ । ମହାଷ୍ଟମୀ ଉପବାସ କରି ମହିଳାମାନେ…

ନିଆରା ପୂଜା: ମୁଣ୍ଡରେ ଝୁଣାଦାନୀ ରଖି ଝୁଣାପାଠ କଲେ ପୂର୍ଣ୍ଣ ହୁଏ ମନସ୍କାମନା

ଭଦ୍ରକ: ସବୁଠି ଚାଲିଛି ମା'ଙ୍କର ନବରାତ୍ର ପୂଜା । ପୀଠରେ ନବମୀ ଓ ମଣ୍ଡପରେ ଚାଲିଛି ଅଷ୍ଟମୀ ପୂଜା । ଦୁର୍ଗା ପୂଜା ଅବସରରେ ଭଦ୍ରକ ସହରର ସ୍ଥିତ ସନ୍ଥିଆ ଓ ନୀଳକଣ୍ଠପୁର ଠାରେ ଏକ ନିଆରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ମା' ଦୂର୍ଗାଙ୍କ…

ଅଜବ ପରମ୍ପରା, ଭଗବାନଙ୍କୁ ଅର୍ପଣ କରାଯାଏ ମଦ: ଜିଲ୍ଲା ପ୍ରଶାସନ ବି କରୁଛି ଅନୁସରଣ…

ଉଜୈନ୍ : ରାଜା ବିକ୍ରମଦିତ୍ୟଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ଆଜି ମଧ୍ୟ ଜିଲ୍ଲା ପ୍ରଶାସନ ଅନୁସରଣ କରୁଛି। ବିଶ୍ବାସ କରାଯାଏ,  ଯେ ମହାମାୟା ଏବଂ ଦେବୀ ମହାଲୟା ମନ୍ଦିରରେ ମାତା ଦେବୀଙ୍କୁ ମଦ ଅର୍ପଣ କରି ସହରରେ ମହାମାରୀ ବିସ୍ତାରକୁ ଏଡାଯାଇପାରିବ। ପ୍ରାୟ ୨୭ କିଲୋମିଟର…