Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏହି ଦେଶର ମହିଳାଙ୍କୁ ବିବାହ କଲେ ମିଳିବ ସରକାରୀ ଚାକିରୀ

ଆଇସଲ୍ୟାଣ୍ଡ: ଭଲ ଚାକିରି ଖଣ୍ଡେ ସମସ୍ତେ ଚାହାଁନ୍ତି । ଆଉ ସରକାରୀ ଚାକିରୀ ହେଲେ ଆହୁରି ଭଲ । ସରକାରୀ ଚାକିରି ପାଇଁ ଚେଷ୍ଟା କରି ଅନେକ ସଫଳ ହେଉଥିବା ବେଳେ ଆଉ କିଛି ନିରାଶ ବି ହୋଇଥାନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠି ସେହି ଦେଶର ମହିଳାଙ୍କୁ…

ମଝି ରାସ୍ତାରେ ରିଲ୍ସ କରୁଥିଲେ ଯୁବତୀ, ପଛରୁ ଆସି ନାଚିଲେ ମଦ୍ୟପ

ଆଜିକାଲି ପିଲାଠୁ ବୁଢ଼ା ସମସ୍ତେ ରିଲ୍ସ ପଛରେ ବାୟା । ଆଉ ଯୁବପୀଢ଼ି ଏହା ପଛରେ ପୂରା ପାଗଳ । ସେମାନେ ସ୍ଥାନ,କାଳ ବି ଭୁଲି ଯାଉଛନ୍ତି । ତେବେ ଜଣେ ଯୁବତୀ ଗହଳିପୂର୍ଣ୍ଣ ରାସ୍ତାରେ ରିଲ୍ସ କରୁଥିବା ବେଳେ ପଛରୁ ଜଣେ ମଦ୍ୟପ ଆସି ତାଙ୍କ ସହ ନାଚୁଛନ୍ତି । ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ…

ସମୁଦ୍ରକୂଳରେ ଲାଗିଲା ବିରାଟକାୟ ଜୀବ, ଲୋକେ ଦେଖି ଆଶ୍ଚର୍ଯ୍ୟ

ସାଧାରଣତଃ ଗଭୀର ସମୁଦ୍ରରେ ଅନେକ ପ୍ରକାରର ଜୀବ ଦେଖିବାକୁ ମିଳିଥାଏ । ଅଧିକାଂଶ ଜୀବଙ୍କ ସମ୍ପର୍କରେ ଜାଣିବା ସମ୍ଭବ ହୋଇ ନ ଥାଏ । ଏବେ ସେମିତି ପାପୁଆ ନ୍ୟୁ ଗିନିରେ ଏକ ବିରାଟକାୟ ସାମୁଦ୍ରିକ ପ୍ରାଣୀର ମୃତଦେହ ମିଳିଛି । ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏହି ବିଶାଳ…

ଏଲଆଇସି ପୁନଃ ଆରମ୍ଭ କରୁଛି ଏହି ପଲିସି, ମିଳିବ 30 ପ୍ରତିଶତ ରିହାତି

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବୀମା କମ୍ପାନୀ ଲାଇଫ ଇନସୁରାନ୍ସ କର୍ପୋରେସନ (LIC) ବନ୍ଦ ରହିଥିବା ତା'ର ଏକ ପଲିସି ଲାପ୍ସଡ ପଲିସି (Lapsed Policy) କୁ ପୁନଃ ଆରମ୍ଭ କରିବାକୁ ଏକ ଅଭିଯାନ ଆରମ୍ଭ କରିଛି । ଏହା ମାଧ୍ୟମରେ, ଏଲଆଇସି ପ୍ରିମିୟମ ନଦେବାରୁ ବନ୍ଦ ହୋଇଯାଇଥିବା ପଲିସିକୁ ପୁନଃ…

ଆପଣଙ୍କ ପ୍ୟାନକାର୍ଡ ହଜିଯାଇଛି କି ? ଠକାମିରୁ ବଞ୍ଚିବାକୁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପ୍ୟାନକାର୍ଡ ହଜିଯାଇଥାଏ ତେବେ ଚିନ୍ତା କରନ୍ତୁ ନାହିଁ । ଅତି ସହଜରେ ଆପଣ ଆଉଗୋଟେ ପ୍ୟାନ କାର୍ଡ ତିଆରି କରିପାରିବେ । ଏହା ସହିତ ପ୍ୟାନ କାର୍ଡ ହଜିଗଲେ କୌଣସି ଫର୍ଜରିରୁ ବଞ୍ଚିବା ପାଇଁ ଥାନାରେ ଏଫଆଇଆର ମଧ୍ୟ ଦେଇପାରିବେ । ନିଶ୍ଚିତ ଭାବେ ଆପଣ ଏପରି ମାମଲା…

ରବର ବତକ ସଂଗ୍ରହ କରି ବିଶ୍ୱ ରେକର୍ଡ଼ କଲେ ମହିଳା

ନ୍ୟୁୟର୍କ: ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହିଁଥାନ୍ତି । ଏଥିଲାଗି ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ । ଆଉ କିଛି ଲୋକ ରେକର୍ଡ କରିବା ନିଶାରେ କେତେ କ’ଣ ଅଜବ କାର୍ଯ୍ୟକଳାପ କରୁଥିବାର ଦେଖିବାକୁ ମିଳିଥାଏ । ତେବେ ଆମେରିକାର ଜଣେ ମହିଳାଙ୍କ ପିଲା ଦିନର…

୮୦ ବର୍ଷରେ ପଦାର୍ପଣ କଲା ସୋହେଲା ଦୂର୍ଗା ପୂଜା

ବରଗଡ: ପାର୍ବଣର ଆରମ୍ଭରେ ପୁଲକିତ ଧରଣୀ ରାଣୀ । ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା' ଦୁର୍ଗା । ମା'ଙ୍କ ଆଗମନରେ ଗାଁ ଠୁ ସହର ଚାରିଆଡେ ଉତ୍ସବର ମାହୋଲ । ଏହି ପରିପ୍ରେକ୍ଷୀରେ ବରଗଡ ଜିଲ୍ଲାର ସୋହେଲାରେ ନବରାତ୍ରୀରୁ ଆରମ୍ଭ ହୋଇଛି ଦୁର୍ଗା ପୂଜା । ଦେବୀ ମା'ଙ୍କ ପୂଜା ସହ ରାମଳୀଲା…

ମା’ ସୁରେଶ୍ୱରୀଙ୍କ ଜୟ ଦୁର୍ଗା ବେଶ

ସୋନପୁର: ଧରାବତରଣ କଲେ ମହାମାୟା । ଆଜି ମଣ୍ଡପରେ ମା’ଙ୍କ ସପ୍ତମୀ ଓ ପିଠରେ ଅଷ୍ଟମୀ ପୂଜା ଚାଲିଛି । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟ ଦେବୀ ମା’ ସୁରେଶ୍ୱରୀ ଆଜି ଅଷ୍ଟମୀ ତିଥିରେ ଜୟ ଦୁର୍ଗା ବେଶରେ ଶ୍ରଦ୍ଧାଳୁ ମନଙ୍କୁ ଦର୍ଶନ ଦେଉଛନ୍ତି । ଭୋର ସକାଳୁ ସକାଳୁ ଭକ୍ତଙ୍କ ବେଶ…

ନବଦୁର୍ଗା: ମା’ କାଳରାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମହାମାୟା

ଭୁବନେଶ୍ଵର: ଅପେକ୍ଷାର ଅନ୍ତ ଘଟିଛି । ଧରାବତରଣ କରିଛନ୍ତି ଦଶଭୁଜା ମା' ଦୁର୍ଗା । ଆଧ୍ୟାତ୍ମିକତାର ମହକରେ ମହକୁଛି ପରିବେଶ । ଚାରିଆଡ଼େ ପାର୍ବଣର ପୁଲକ। ଆଜି ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା କରାଯାଉଛି । ପୂଜକ ବେଳଗଛ ମୂଳେ ପୂଜା କରିବା ପରେ…

ବାଲୁକାକଳାରେ ମା’ ଦୁର୍ଗା, ଗଗନାୟାନର ସଫଳତା କାମନା କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆରମ୍ଭ ହୋଇଛି ନବରାତ୍ରୀ ପୂଜା। ମା’ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ। ପବିତ୍ର ଦୁର୍ଗାପୂଜା ଅବସରରେ ନିଆରା ଢଙ୍ଗରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ମା’ ଦୁର୍ଗାଙ୍କ…