Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନବଦୁର୍ଗା: କୁଷ୍ମାଣ୍ଡା ବେଶରେ ପୂଜା ପାଉଛନ୍ତି ମା’

ଭୁବନେଶ୍ଵର: ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ। ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ । ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୁଏ । ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ ।…

ଏମିତି ଦେଶ,ଯେଉଁଠି ଲୋକମାନେ ମୃତ ଶରୀରକୁ ସଂରକ୍ଷଣ କରି ରଖନ୍ତି

ଇଣ୍ଡୋନେସିଆ: ପୃଥିବୀର ବିଭିନ୍ନ ଦେଶରେ ଏପରି ଅନେକ ରୀତିନୀତି ଏବଂ ପରମ୍ପରା ଅଛି, ଯାହା ବେଳେବେଳେ ବୁଝିବା କଷ୍ଟକର ହୋଇପଡ଼େ । ତେବେ ଇଣ୍ଡୋନେସିଆର ଏକ ନିର୍ଦ୍ଦିଷ୍ଟ ଦ୍ୱୀପରେ ଉପସ୍ଥିତ ଏକ ଜନଜାତିର ଲୋକ ମଧ୍ୟ ସେହିଭଳି କିଛି ପ୍ରଥା ଅନୁସରଣ କରନ୍ତି,ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ ।…

ଦୁନିଆର ସବୁୁଠୁ କମ୍ ଓଜନର ଶିଶୁ, ଯାହାର ଓଜନ ମାତ୍ର ୩୨୮ ଗ୍ରାମ୍‌

ବ୍ରିଟେନ: ଦୁନିଆରେ ପ୍ରତ୍ୟେକ ଦିନ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ପିଲା ଜନ୍ମ ଗ୍ରହଣ କରିଥାନ୍ତିି । ସେଥିମଧ୍ୟରୁ କେତେକ ଶିଶୁ ସୁସ୍ଥ ସବଳ ଜନ୍ମ ନେଉଥିବା ବେଳେ ଆଉ କିଛି ରୋଗିଣା ହୋଇଥାନ୍ତି । ସାଧାରଣତଃ ଗୋଟେ ଶିଶୁ ୩ କେଜିରୁ ଅଧିକ ଓଜନର ହେଲେ ତାହା ସୁସ୍ଥ ଶିଶୁ ବୋଲି କୁହାଯାଇଥାଏ ।…

ଚଳଚଞ୍ଚଳ ମା’ ବିରଜାଙ୍କ ପୀଠ

https://youtu.be/Sn0uSRPHubU ଯାଜପୁର: ନବରାତ୍ର ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ମାଙ୍କ ଷୋଡଶ ଉପଚାର ରେ ପୂଜା ଜାରି ରହିଥିବା ବେଳେ ନବରାତ୍ରର ତୃତୀୟ ଦିନରେ ମାଙ୍କ ଗର୍ଭ ଗୃହ କୁ ଯାଇ ପାଦ ସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁ…

ତ୍ରିପୁରା ସୁନ୍ଦରୀ ବେଶରେ ମା’ ସୁରେଶ୍ୱରୀ

https://youtu.be/3cMe7tMVFUY ନବରଙ୍ଗପୁର: ଆଜି ଆଶ୍ୱୀନ ତୃତୀୟା ତିଥି । ସୁବର୍ଣ୍ଣପୁରର ଅଧିଷ୍ଟାତ୍ରୀ ଦେବୀ ମା’ ସୁରେଶ୍ୱରୀ ଆଜି ଷୋଡ଼ଶୀ(ତ୍ରିପୁରା ସୁନ୍ଦରୀ) ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତ କାଲି ତାରା ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ତ୍ରିପୁରା…

ନବରାତ୍ରୀ ୨୦୨୩: ମା’ଙ୍କ ଆଗମନ ପାଇଁ ଶେଷ ପର୍ଯ୍ୟାୟରେ ପୂଜା ପ୍ରସ୍ତୁତି

ନବରଙ୍ଗପୁର: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ହେବ ମା'ଙ୍କ ଆଗମନ । ମା'ଙ୍କ ଧରବତାରଣ ପୂର୍ବରୁ ବଧୁ ବେଶ ରେ ସଜେଇ ହେଉଛି ପୃଥିବୀ । କାଶତାଣ୍ଡି ଫୁଲର ଧବଳ ଚାଦର ସହିତ ପଦ୍ମ ଓ କଇଁ ଫୁଲର ଅପାର ସମ୍ଭାରରେ ମହି ଆଚ୍ଛାଦିତ ହୋଇ ମା'ଙ୍କୁ ସ୍ୱାଗତ ଜଣାଉଛି ।   ଅନ୍ୟପକ୍ଷରେ ନବରଙ୍ଗପୁର…

ନବଦୁର୍ଗା: ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମା

ଭୁବନେଶ୍ଵର: ଧରାପୃଷ୍ଠରେ ବିରାଜିବେ ମା ଜଗତଜନନୀ ଦୁର୍ଗା । ମାଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇପଡିଛି ଗାଁଠୁ ସହର । ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ ପୂଜା । ନବରାତ୍ରି ହେଉଛି ମାଆଙ୍କ ଉପାସନାର ପର୍ବ । ଏହି ନବଦିନାତ୍ମକ ପୂଜାରେ ନଅ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇବେ ଆଦିଶକ୍ତି ମାଆ…

ନବରାତ୍ରୀ ୨୦୨୩: ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜେ ପୁରୀର ଗୋଷାଣୀ ଯାତ

ପୁରୀ: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଆଉ କିଛି ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଶକ୍ତି ସ୍ବରୂପିଣୀ ମା' ଦୁର୍ଗା । ଶ୍ରୀକ୍ଷେତ୍ର ପୁରୀରେ ଗୋଷାଣୀ ପୂଜାକୁ ନେଇ ପ୍ରସ୍ତୁତି ଆଗେଇ ଚାଲିଛି । ଶାରଦୀୟ ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କୁ ସବୁଆଡ଼େ ଆରାଧନା କରାଯାଉଥିବା ବେଳେ…

ଜଗତଜନନୀଙ୍କୁ ସ୍ଵାଗତ ଜଣାଇବା ପାଇଁ ୫ ହଜାର ଲେମ୍ବୁରେ ମା’ ଦୁର୍ଗାଙ୍କ ପ୍ରତିମା

ପୁରୀ: ଆସୁଛନ୍ତି ମା' । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ବିଜେ କରିବେ ଜଗତଜନନୀ ମା' ଦୁର୍ଗା । ବିଭିନ୍ନ ଥିମ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜଗତଜନନୀଙ୍କୁ ସ୍ଵାଗତ ଜଣାଇବା ପାଇଁ ୫ ହଜାର ଲେମ୍ବୁରେ ମା' ଦୁର୍ଗାଙ୍କ ପ୍ରତିମା କରିଛନ୍ତି ।…

ନବରାତ୍ରୀ ୨୦୨୩: ମାଁ ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା

ନବରଙ୍ଗପୁର: ବାଜାବାଜଣା, ଶଙ୍ଖ ଧ୍ବନି ସହିତ ଭକ୍ତ ମାନଙ୍କ ଜୟକାର ଧ୍ୱନିରେ ପ୍ରକମ୍ପିତ ହେଉଛି ନବରଙ୍ଗପୁର ସହରର ମା ଭଣ୍ଡାରଘରଣୀଙ୍କ ପୀଠ । ମନ୍ଦିର ପ୍ରାଙ୍ଗଣ ଚଳଚଞ୍ଚଳ ହୋଇଉଠିବା ସହ ଆରମ୍ଭ ହୋଇଛି ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ  ପୀଠରେ ନବରାତ୍ରୀ ପୂଜା । ନବରାତ୍ରୀ ପୂଜାର…