Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ମାର୍ଗଶିର ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଶେଷ ପର୍ବ ପର୍ବାଣୀ ବିଷୟରେ ଆମେ ମାସ ଅନୁସାରେ ଆଲୋଚନା ଜାରି ରଖିଛେ। ଏହି କ୍ରମରେ ବର୍ତ୍ତମାନ ଆଉ ଏକ ପବିତ୍ର ମାସ ମାର୍ଗଶିର ମାସ ବିଷୟରେ ଜାଣିବା।…

ଦୁନିଆର ସବୁଠୁ ଲମ୍ବା କାର, ରହିଛି ହେଲିପ୍ୟାଡ଼

ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆଜିକାଲି ଭିନ୍ନ ଭିନ୍ନ ଡ଼ିଜାଇନର କାର ବଜାରକୁ ଆସୁଛି । ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ । କେବଳ ଛୋଟ ନୁହେଁ ଅନେକ ବଡ଼ କାର ମଧ୍ୟ ତିଆରି କରାଯାଉଛି । କିନ୍ତୁ ଆପଣ ଜାଣିଛନ୍ତି କି ଦୁନିଆର ସବୁଠାରୁ ଲମ୍ବା କାର…

ଦୁନିଆର ସବୁଠୁ ବଡ଼ ଭାଓଲିନ, ବଜାଇବା ଲାଗି ଦରକାର ତିନି ଜଣ

ଜର୍ମାନୀ: ଅଧିକାଂଶ ଲୋକ ଭାଓଲିନ୍ ବଜାଇବା ଓ ଏହାର ଧୂନ ଶୁଣିବାକୁ ବହୁତ ଭଲ ପାଆନ୍ତି । ସାଧାରଣତଃ ଭାଓଲିନ୍‌କୁ ଲୋକେ କୋଳରେ ରଖି ଅତି ସହଜରେ ବଜାଇଥାନ୍ତି । କିନ୍ତୁ ଜର୍ମାନୀରେ ଏମିତି ଏକ ଭାଓଲିନ୍ ଅଛି, ଯାହାକୁ ବଜାଇବାକୁ ୩ ଜଣ ଲୋକଙ୍କର ଆବଶ୍ୟକତା ପଡ଼େ । ଏହା ଦୁନିଆର ସବୁଠୁ ବଡ଼…

ଚଳନ୍ତା କାର ଉପରେ ପ୍ରେମୀଯୁଗଳଙ୍କ ଖୁଲମଖୁଲା ରୋମାନ୍ସ

ହାଇଦ୍ରାବାଦ: ଅଧିକାଂଶ ସମୟ ସୋସିଆଲ ମିଡିଆରେ ଅଜବ ଭିଡିଓ ଦେଖିବାକୁ ମିଳୁଛି । ଯାହା ଦେଖିଲେ ବି ବିଶ୍ୱାସ କରିବା ସମ୍ଭବ ହୁଏ ନାହିଁ । ଏହା ଆଶ୍ଚର୍ଯ୍ୟ କରିଦେଲା ଭଳି ମନେହୁଏ । ତେବେ ହାଇଦ୍ରାବାଦରେ ଏକ ଚଳନ୍ତା କାର ଉପରେ ପ୍ରେମୀଯୁଗଳ ରୋମାନ୍ସ କରୁଥିବା ନଜର ଆସିଛି । ଏହି ଭିଡିଓ ଏବେ…

ସବୁଠୁ ଲମ୍ବା କେଶଥିବା କିଶୋର ଭାବେ ରେକର୍ଡ଼ କଲେ ଯୁବକ

ଉତ୍ତରପ୍ରଦେଶ: ସାଧାରଣତଃ ମୁଣ୍ଡରେ କେଶ ସବୁ ଝିଅଙ୍କର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । ସେଥିଲାଗି ସମସ୍ତେ ଲମ୍ବା ଓ ଘନ କେଶ ରଖିବାକୁ ପସନ୍ଦ କରିଥାନ୍ତି । ତେଣୁ ସେମାନେ କେଶର ବହୁତ ଯତ୍ନ ନିଅନ୍ତି । ତଥାପି ଅନେକ ସମୟରେ ସୁନ୍ଦର, ଘନ ଲମ୍ବା କେଶ ହେବା ସମ୍ଭବ ହୋଇ ନ ଥାଏ । ହେଲେ ଉତ୍ତର…

ଲୋକ ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ‘ବିହାଇଣ୍ଡ ଦ ଉଡ଼’ ଆୟୋଜିତ

ଭୁବନେଶ୍ୱର : ଲୁପ୍ତ ହୋଇଯାଉଥିବା ଲୋକ କଳା, ସଙ୍ଗୀତ ତଥା ନୃତ୍ୟ ଶୈଳୀକୁ ଉଜ୍ଜୀବିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସମୃଦ୍ଧି ଓ ବିକାଶ ପାଇଁ ସମ୍ମିଳିତ ପ୍ରୟାସ କରିବା ଦିଗରେ ଓଡ଼ିଶା ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ କଳିଙ୍ଗ କଳା କେନ୍ଦ୍ର ଟ୍ରଷ୍ଟ, ପୁନେର ମିଳିତ…

ଅକ୍ଟୋବର ୧୭ରୁ ଆୟୋଜିତ ହେବ ‘ସପ୍ତ-ରୂପମ୍’

ଭୁବନେଶ୍ୱର : ଅଗ୍ରଣୀ ନାଟ୍ୟାନୁଷ୍ଠାନ ନବୀନ ବର୍ଣ୍ଣାଳୀ ଥିଏଟର ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅକ୍ଟୋବର ୧୭ ରୁ ୨୩ ପର୍ଯ୍ୟନ୍ତ ନାଟକ ଉତ୍ସବ ‘ସପ୍ତରୂପମ୍’ ଆୟୋଜିତ ହେବ । ସପ୍ତାହ ବ୍ୟାପି ହେବାକୁଥିବା ଏହି ଉତ୍ସବରେ ପ୍ରତ୍ୟହ ଗୋଟିଏ ନାଟକ ପରିବେଷିତ ହେବ ।…

ଦିନରେ ୩ ଥର ବଦଳେ ମା ଭବାନୀଙ୍କ ରୂପ, ମାଟି ତଳୁ ଶିବଲିଙ୍ଗ ସହ ହୋଇଛନ୍ତି ପ୍ରକଟ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ମାଆଙ୍କର ନବରାତ୍ରି ପୂଜା  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ସବୁ ଦେବୀ ପୀଠ  । ସମସ୍ତେ ମାଆ ଦୁର୍ଗାଙ୍କ ଭକ୍ତିରେ ବୁଡି ରହିଛନ୍ତି  । ଯେଉଁ ଆଡେ ବି ଦେଖିବେ କେଉଁଠି ମାଆଙ୍କର ବିଶାଳ ମୂର୍ତ୍ତି ନିର୍ମାଣ କରାଯାଇଛି ତ କେଉଁଠି ଭଜନ ସମାରୋହର ଆୟୋଜନ କରାଯାଇଛି…

ନବଦୁର୍ଗା : ବ୍ରହ୍ମଚାରିଣୀ ରୂପରେ ଦର୍ଶନ ଦେଉଛନ୍ତି ମା’

ଭୁବନେଶ୍ଵର: ଆରମ୍ଭ ହୋଇଯାଇଛି ଶାରଦୀୟ ନବରାତ୍ରୀ । ଆଜି ନବରାତ୍ରୀର ଦ୍ୱିତୀୟ ଦିନ । ନବରାତ୍ରୀର ନଅ ଦିନ ଯାକ ଦେବୀ ଦୁର୍ଗାଙ୍କ ନଅ ସ୍ୱରୂପଙ୍କୁ ପୂଜା କରିବାର ବିଧି ରହିଥିବା ବେଳେ ଆଜି ମାଙ୍କର ଦ୍ୱିତୀୟ ସ୍ୱରୂପ ବ୍ରହ୍ମଚାରିଣୀଙ୍କ ପୂଜା କରାଯାଉଛି । ଏଠାରେ ବ୍ରହ୍ମ ଶଦ୍ଦ ର ଅର୍ଥ…

ଷୋଡ଼ଶ ଉପଚାରରେ କମ୍ପୁଛି ଶକ୍ତିପୀଠ: ଗଡ଼ିଛି ମା ବିରଜାଙ୍କର ରଥ, ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ

ଯାଜପୁର: ଆରମ୍ଭ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା । ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଞ୍ଚଳ । ଏହି ଅବସରରେ ବଢ଼ି ଭୋରୁ ମାଙ୍କୁ ପବିତ୍ର ବୈତରଣୀ ଜଳରେ ସ୍ନାନ କରାଯିବା ପରେ ମାଙ୍କ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ…