Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସୁନ୍ଦରୀ ପ୍ରତିଯୋଗିତାରେ ବିଜେତାଙ୍କ ମୁକୁଟ ଭାଙ୍ଗିଦେଲେ ପରାସ୍ତ ପ୍ରତିଯୋଗୀଙ୍କ ସ୍ୱାମୀ

ବ୍ରାଜିଲ: ପ୍ରତ୍ୟେକ ପ୍ରତିଯୋଗିତାରେ ହାର-ଜିତ୍ ଥାଏ । ପ୍ରତିଯୋଗିତାରେ କେହି ତ ଜଣେ ବିଜୟୀ ହୋଇଥାନ୍ତି । ଅନ୍ୟ ପ୍ରତିଯୋଗୀମାନେ ହାରୁଥିଲେ ବି ଆଗାମୀ ଦିନରେ ପୁଣି ଜିତିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ବ୍ରାଜିଲରେ ଆୟୋଜିତ ଏକ ସୁନ୍ଦରୀ ପ୍ରତିଯୋଗିତାରେ ଭିନ୍ନ କିଛି ଦେଖିବାକୁ…

ଦାମି ଗାଡ଼ିରେ ଆସି ରାସ୍ତାକଡ଼ରେ ଚା’ ବିକନ୍ତି ଦୁଇ ଯୁବକ

ମୁମ୍ବାଇ: ଯେଉଁମାନେ ଚା କିମ୍ବା ରାସ୍ତା କଡ଼ରେ କୌଣସି ଜଳଖିଆ ବ୍ରିକ୍ରି କରନ୍ତି, ତାଙ୍କୁ ଛୋଟ ଲୋକ ଭାବରେ ବିବେଚନା କରାଯାଏ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି । ଉଚ୍ଚ ଶିକ୍ଷିତ ଯୁବକମାନେ ନିଜ ଇଚ୍ଛାରେ ରାସ୍ତାକଡ଼ରେ ଚା’ ବିକ୍ରି କରୁଛନ୍ତି । ଏବେ ମୁମ୍ବାଇର ଦୁଇ ଜଣ ଯୁବକ…

ମାଆଙ୍କ ମୃତଦେହକୁ ୬ ବର୍ଷ ଘରେ ରଖିଲେ ପୁଅ: କାରଣ ଜାଣିଲେ ହେବେ ଚକିତ

ଇଟାଲି: ଯଦି କେହି ହଠାତ୍ ନିଜର ପ୍ରିୟଜନକୁ ହରାଏ, ତାହାକୁ ନେଇ ସେ ପୁରା ଭାଙ୍ଗି ପଡ଼ିଥାଏ । ତାର ଜୀବନ ପୁରା ନଷ୍ଟ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରନ୍ତି ନାହିଁ । ତଥାପି, କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପ୍ରିୟଜନଙ୍କ ମୃତ ଶରୀରକୁ…

ନଜର ଆସିଲା ବିରଳ ପାଣ୍ଡା : ଦେଖିବାକୁ ପୁରା ଧଳା

ଚୀନ୍‌: ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ରହିଛନ୍ତି । ସେଥିମଧ୍ୟରୁ କିଛି ବିରଳ ପଶୁ କାଁ ଭାଁ ଦେଖିବାକୁ ମିଳିଥାନ୍ତି । ତାହାପୁଣି ଭିନ୍ନ ଭିନ୍ନ ସ୍ଥାନରେ । ଏବେ ସେମିତି ଚୀନ୍‌ରେଏକ ବିରଳ ପାଣ୍ଡା ଦେଖିବାକୁ ମିଳିଛି । ଯାହାକୁ ବିଶେଷଜ୍ଞମାନେ ଆଲବିନୋ ପାଣ୍ଡା ବୋଲି କହିଛନ୍ତି ।…

ସବୁଠୁ ବିପଜ୍ଜନକ ଉଦ୍ଭିଦ: ଛୁଇଁଲେ ଅବସ୍ଥା ହେବ ଗୁରୁତର

ବ୍ରିଟେନ୍‌: ଦୁନିଆରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି । ଏଥିମଧ୍ୟରୁ ଆମେ କିଛି ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଲଗାଇଥିବା ବେଳେ ଆଉ କିଛି ଉଦ୍ଭିଦ ଜଙ୍ଗଲରେ ବଢିଥାନ୍ତି । ଏମିତି କିଛି ଗଛ ଅଛି, ଯାହା ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାଏ, କିନ୍ତୁ ଯଦି ଆପଣ ଏହାକୁ ସ୍ପର୍ଶ କରନ୍ତି,…

ମହାକାଶରେ ବିବାହ କରିବେ ବେଜୋସ୍

ପ୍ୟାରିସ୍‌: ମହାକାଶରେ ବିବାହ କରିବେ ଆମାଜନ୍‌ର ସମ୍ପାଦକ ଜେଫ୍  ବେଜୋସ୍ । ଲରେନ ସାନଞ୍ଜେଜ୍‌ଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ବେଜୋସ୍ । ସେମାନେ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଯଦି ସେ ମହାକାଶରେ ବିବାହ କରିବେ, ତେବେ ସେ ପ୍ରଥମ ବ୍ୟକ୍ତି ଭାବେ ବିବେଚିତ ହେବେ ।…

କମ୍ପାନୀର ଅଜବ ନିୟମ: ଏକତ୍ର ଗର୍ଭବତୀ ହୋଇପାରିବେ ନାହିଁ ମହିଳା କର୍ମଚାରୀ

ଚୀନ୍‌: କୌଣସି କମ୍ପାନୀ ତାର କର୍ମଚାରୀଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥିବା କେବେ ଦେଖିଛନ୍ତି ? କିନ୍ତୁ ଚୀନ୍‌ର ଏକ କମ୍ପାନୀ ଯିଏ କିି ମହିଳା କର୍ମଚାରୀମାନଙ୍କୁ ସେମାନଙ୍କର ପରିବାର ଯୋଜନା କେବେ କରିବେ ସେନେଇ ପରାମର୍ଶ ଦେଇଥାଏ । ଯାହା ଦ୍ୱାରା ସେମାନଙ୍କର କମ୍ପାନୀ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଗୋଷ୍ଠୀମାନଙ୍କ ଭିତରେ ଏହି ତଡଉ କରଣ ସେବାଟି ଅତ୍ୟନ୍ତ, ଗୁରୁତ୍ୱ ପୂର୍ଣ୍ଣ ସେବା ଶ୍ରୀଜୀଉମାନଙ୍କ ଦ୍ୱାର ଫିଟା ନୀତି ପୂର୍ବରୁ ଆରମ୍ଭ ହୋଇ, ପହୁଡ଼ ପର୍ଯ୍ୟନ୍ତ…

ପୁରୁଷ ମାନଙ୍କ ପାଇଁ ସ୍କିନ୍‌ ଟ୍ରିଟ୍‌ମେଣ୍ଟ, ବୟସ ବୃଦ୍ଧି ହେଲେବି ଚମକିବ ତ୍ୱଚା

ବ୍ୟସ୍ତ ବହୁଳ ଜୀବନରେ ଆମ ଶରୀରର ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଏହି ବ୍ୟସ୍ତତା ଭିତରେ ଆମେ ଆମ ଶରୀର ପ୍ରତି ଯତ୍ନ ନେଇ ପାରୁନାହାଁନ୍ତି । ଏଥିସହ ଆମ ଶରୀର ପାଇଁ ସଠିକ୍‌ ସମୟରେ ଖାଦ୍ୟପେୟ ମଧ୍ୟ ନିହାତି ଜରୁରୀ । ବୟସ ବୃଦ୍ଧି ସାଙ୍ଗକୁ ଆମ ତ୍ୱଚାରେ ପରିବର୍ତ୍ତନ ଦେଖାଯାଇଥାଏ । ବିଶେଷକରି…

ଅଳିଆ ଆବର୍ଜନାରେ ଭର୍ତ୍ତି ମାଉଣ୍ଟ ଏଭରେଷ୍ଟ : ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ବିଶ୍ୱର ସବୁଠୁ ଉଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟ । ପର୍ବତ ଶିଖରରେ ଚାରିଆଡ଼େ ଅଳିଆ ଆବର୍ଜନ ବିଛାଡ଼ି ହୋଇ ଏଣେତେଣେ ପଡ଼ିଛି । ଖାଲି ଅମ୍ଳଜାନ ସିଲିଣ୍ଡର, ନଷ୍ଟ ହୋଇଯାଇଥିବା କ୍ୟାମ୍ପ, ଫୁଡ଼ କଣ୍ଟେନର ଆଦି ପର୍ବତରେ ପଡ଼ିଥିବା ଦେଖିବାକୁ ମିଳିଛି ।…