Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୪)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଠିକ୍ ସେତିକିବେଳେ, ସେ ଦେଖିପାରିଲା, ତା’ଠାରୁ କିଛି ଫୁଟ୍ ଦୂରରେ ସମୀରା ଠିଆ ହୋଇଛି, ମୁହଁରେ ହସ ଖେଳେଇ, ବୀରା ଆଡ଼କୁ ଦୁଇହାତ ବଢ଼େଇ ଦେଇ । ତାକୁ ଏମିତି ଡରେଇ ଦେଇଥିବା ଯୋଗୁଁ ବୀରା ଖୁବ୍ ରାଗିଥିଲେ ବି,…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। କରଣ ସେବକଙ୍କ ବିଷୟରେ. ତଡଉ କରଣ ଙ୍କ ପରେ ଏବେ ଆଲୋଚିତ ହେବ ଦେଉଳ କରଣ ଙ୍କ ବିଷୟରେ। କରଣ ସେବକଙ୍କ ମଧ୍ୟରେ ଦେଉଳ କରଣ ମଧ୍ଯ ମହାନାୟକ ଶାଢ଼ୀ ବନ୍ଧା କରଣ ସେବକ ଓ ଏହି ସେବାଟି ବଂଶାନୁକ୍ରମିକ…

ସୋସିଆଲ ମିଡ଼ିଆରେ ଲୋକପ୍ରିୟ ପାଇଁ ଯୁବକ ଖାଇଲେ ବିଷାକ୍ତ ମାଛ: କ’ଣ ହେଲା ଜାଣନ୍ତୁ

ଜାପାନ୍‌: ଆଜିକାଲି ଅନେକ ଯୁବପିଢୀ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ କୌଣସି ବି କାମ କରିବାକୁ ପଛାଉ ନାହାନ୍ତି । ଏମିତି କି କିଛି ପିଲା ନିଜ ଜୀବନକୁ ବାଜି ଲଗାଇ ମଧ୍ୟ ଭିଡ଼ିଓ ବନାଉଛନ୍ତି । ଏବେ ଜାପାନର ଜଣେ ଯୁବକ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ବିଷାକ୍ତ ମାଛ ଖାଇ ନିଜ…

କବାଡ଼ିବାଲାଠୁ ଆଣିଲେ ଗାଡ଼ି, ଏବେ ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମହିଳା

ବ୍ରାଜିଲ: ଅନେକ ଲୋକ ଘରେ ରହିବା ପରିବର୍ତ୍ତେ ବଡ଼ ବଡ଼ ଗାଡିଗୁଡ଼ିକୁ ଘର ବନାଇ ସେଥିରେ ରହିବାକୁ ପସନ୍ଦ କରୁଛନ୍ତି । ଏହା ସେମାନଙ୍କ ପାଇଁ ଲାଭଦାୟକ ହେବା ସହ ବିଭିନ୍ନ ସ୍ଥାନ ବୁଲିବା ଏବଂ ପ୍ରକୃତି ସହିତ ଯୋଡ଼ି ହେବାର ଖୁସି ଦେଇଥାଏ । କିନ୍ତୁ ଜଣେ ମହିଳା କବାଡ଼ିବାଲାଠାରୁ ମାଗଣାରେ ଏକ ଗାଡ଼ି…

କୁକୁରକୁ ମିଳିଲା ଚାକିରି : ମାସକୁ ଦରମା ୩୫ ହଜାର

ଚୀନ: କେବଳ ମଣିଷମାନେ ଚାକିରି କରୁଥିବା ସମସ୍ତେ ଜାଣିଛନ୍ତି । ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳର ବୃଦ୍ଧି ପରେ ଏବେ ରୋବଟ ପେଟ୍ରୋଲ ପମ୍ପ ହେଉ ବା ରେଷ୍ଟୁରାଣ୍ଟରେ କାମ କରୁଛନ୍ତି । କିନ୍ତୁ କମ୍ପାନୀରେ କୁକୁର ଚାକିରି କରିବା ଶୁଣିଛନ୍ତି ? ଚୀନ୍‌ର ଏକ କମ୍ପାନୀ କୁକୁରକୁ ନିଯୁକ୍ତି ଦେବା…

ପ୍ରି ୱେଡିଂ ଫଟୋସୁଟ: କୋବ୍ରା ସହ ପୋଜ୍ ଦେଲେ ଯୁବକଯୁବତୀ

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ ସୁଟ୍‌କୁ ବେଶୀ…

କଳା ଆମ୍ବ: ଭିଡ଼ିଓ ଭାଇରାଲ, ଅସଲି ନା ନକଲି ଲୋକେ ଦ୍ୱନ୍ଦ୍ୱରେ

ନ୍ୟୁୟର୍କ: ଗ୍ରୀଷ୍ମ ଋତୁ ଚାଲିଛି । ଅଧିକାଂଶ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛିି । ଲୋକମାନେ ପ୍ରବଳ ଖରାରେ ଡ଼ହଳବିକଳ ବି ହେଉଛନ୍ତି । ଭୀଷଣ ତାତି ଯୋଗୁ ଲୋକେ ଘରୁ ବାହାରି ପାରୁନାହାନ୍ତି । ରାସ୍ତାଘାଟ ପୁରା ଶୂନ୍‌ଶାନ ହୋଇଯାଉଛି । ଆଉ ଗ୍ରୀଷ୍ମ ଋତୁରେ ବିଭିନ୍ନ ଫଳ ଭିତରେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତଡଉ କରଣ ସେବକଙ୍କ ବିଷୟରେ ଆଲୋଚନା ଜାରି ରହିଛି। ଏହି ଅବସରରେ ଆସନ୍ତୁ ଜାଣିବା କେବଳ ଅନ୍ୟ ସେବକଙ୍କ ଦୋଷ ଗୁଣ ଦେଖନ୍ତି ନା ଅନ୍ୟ ସେବକଙ୍କ କାର୍ଯ୍ୟ ମଧ୍ଯ କାର୍ଯ୍ୟ…

ନଖ ହଳଦିଆ ପଡ଼ୁଛି କି ? ତେବେ ଆପଣଙ୍କ ଭୋଜନରେ ସାମିଲ କରନ୍ତୁ ଏହି ଖାଦ୍ୟ

ନଖ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ସ୍ୱାସ୍ଥ୍ୟର ଅନେକ ରହସ୍ୟ ନଖ ପାଖରେ ହିଁ ରହିଛି । ବେଳେ ବେଳେ ନଖ ଗୁଡ଼ିକ ଦୁର୍ବଳ ହେବା ସଙ୍ଗେ ସଙ୍ଗେ ହଳଦିଆ ହୋଇ ସହଜରେ ଭାଙ୍ଗିଯାଏ । ତେଣୁ ନଖକୁ ଦୃଢ ଏବଂ ସୁସ୍ଥ ରଖିବା ପାଇଁ ଆପଣ ନିଜ ଖାଦ୍ୟରେ ଏହି ସବୁ ଜିନିଷ ଅନ୍ତର୍ଭୁକ୍ତ କରିପାରିବେ ।…

୩ ଦିନ ଧରି ଅନୁଷ୍ଠିତ ହେବ ଶୀତଳଷଷ୍ଠୀ ମହୋତ୍ସବ

ଭୁବନେଶ୍ୱର : ସରିଯାଇଛି ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଶୀତଳ ଷଷ୍ଠୀ ମହୋତ୍ସବ । ଶିବାଂଶୀ ଫାଉଣ୍ଡେସନ ପଶ୍ଚିମ ଓଡ଼ିଶା ବୁଦ୍ଧିଜୀବୀ , ମିଶନ ଶକ୍ତିର ସଦସ୍ୟା ଓ ମହିଳା ଉଦ୍ୟୋଗୀମାନଙ୍କ ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର…