Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିବାହର ଶୁଭ ମୁହୂର୍ତ୍ତ ଗଡ଼ି ଯାଉଥିଲା,ଜାମ୍‌ରେ ଫସି ରହିଥିବା ବର ଗଲେ ବାଇକ୍‌ରେ

ଝାରଖଣ୍ଡ: ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ, ଯାହା ଆମକୁ ହସି ହସି ବେଦମ କରୁଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟ ବି କରିଥାଏ । ଏବେ ସେମିତି ଏକ ଭିଡ଼ିଓ ଦେଖିବାକୁ ମିଳିଛି, ଯେଉଁଥିରେ ଟ୍ରାଫିକ୍ ଜାମ୍‌ରେ ଫସି ରହିଥିବା ଜଣେ ବର ବାଇକ୍‌ରେ ଯାଉଛନ୍ତି । କାରଣ…

ବିବାହ ମଣ୍ଡପରୁ କନ୍ୟା ଫେରାର, ୧୩ ଦିନ ମଣ୍ଡପରେ ଜଗି ରହିଲା ବର

ରାଜସ୍ଥାନ: ନିଜ ବିବାହକୁ ନେଇ ଖୁସି ନ ଥିବା ବର ହେଉ ବା କନ୍ୟା ବିବାହ ପୂର୍ବରୁ ଫେରାର ହୋଇଯିବା କିଛି ନୂଆ କଥା ନୁହେଁ । ଅନେକ କ୍ଷେତ୍ରରେ ଯଦି କନ୍ୟା ବିବାହ ପୂର୍ବରୁ ଫେରାର ହୋଇଯାଏ , ତାହାହେଲେ ବର ଶିଶୁପାଳ ହୋଇଥାଏ । ନଚେତ୍ ଆପୋଷ ମିଳାମିଶାରେ କନ୍ୟାର ସାନ ଭଉଣୀକୁ ବିବାହ କରି…

ଅଜବ ଚାକିରି: ପକ୍ଷୀ ଘଉଡ଼ାଇଲେ ଦିନକୁ ମିଳିବ ୨୦ ହଜାର ଟଙ୍କା

ଲଣ୍ଡନ: ଚାକିରି ମିଳୁଛି । ଦରମା ଦିନକୁ ୨୦ ହଜାର ଟଙ୍କା । ବୟସ ଯାହା ହେଉନା କାହିଁକି ଉଚିତ୍ ଆବେଦନକାରୀଙ୍କୁ ମିଳିବ ସୁଯୋଗ । କାମ ହେଲା ସମୁଦ୍ର କୂଳରେ ଜଗି ରହି ପକ୍ଷୀ ଘଉଡ଼ାଇବା । କାମ ବି ଏତେ କଷ୍ଟକର ନୁହେଁ । ଯଦି ଆପଣ ଏହି ଚାକିରି ପାଇଁ ଆଶାୟୀ ତେବେ ପୁରା ପାଠଟି ପଢନ୍ତୁ ।…

ମାତୃତ୍ୱ ଛୁଟିରେ ରହିଲେ ମହିଳା: ପରେ କମ୍ପାନୀ ବିଦା କରିବାରୁ ମହିଳା ଏମିତି କିଛି କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନ୍ୟୁୟର୍କ: ସମଗ୍ର ବିଶ୍ୱରେ ଶ୍ରମଜୀବୀ ଗର୍ଭବତୀ ମହିଳାମାନଙ୍କୁ ମାତୃତ୍ୱ ଛୁଟି ଦିଆଯାଏ । ଭାରତରେ ଜଣେ ମହିଳାଙ୍କୁ ୬ ମାସ ଛୁଟି ମିଳୁଥିବା ବେଳେ ଅନ୍ୟ ଦେଶରେ ବର୍ଷେ ପର୍ଯ୍ୟନ୍ତ ଛୁଟି ମିଳିଥାଏ । କିନ୍ତୁ ଆମେରିକାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ମାତୃତ୍ୱ ଛୁଟିରେ…

ସୁପରମ୍ୟାନ୍ ହେବା ନିଶା: ବାଳକ ନେଲେ ଇଞ୍ଜେକ୍ସନ, ବିଗିଡ଼ି ଗଲା ସ୍ୱାସ୍ଥ୍ୟ

ନ୍ୟୁୟର୍କ: ଅଧିକାଂଶ ପିଲା ଟିଭିରେ ସୁପରମ୍ୟାନ୍‌କୁ ଦେଖିବା ପରେ ତାହା ପରି ହେବାକୁ ଚେଷ୍ଟା କରିଥାନ୍ତି । ସୁପରମ୍ୟାନ ପରି ଆଖି ପିଛୁଳାକେ ଉଚ୍ଚ ଉଚ୍ଚ ଅଟ୍ଟାଳିକା ଚଢିବା, କେହି ଅସୁବିଧାରେ ଥିଲେ ତୁରନ୍ତ ପହଞ୍ଚି ସେମାନଙ୍କୁ ସାହାଯ୍ୟ କରିବା ଆଦି କରିବାକୁ ସମସ୍ତେ ଇଛା କରିଥାନ୍ତି ।…

୬ ପତ୍ନୀଙ୍କୁ ଖୁସି କରିବାକୁ ଯୁବକ ଘଣ୍ଟା ଘଣ୍ଟା ସମୟ କାଟନ୍ତି ଜିମ୍‌ରେ

ବ୍ରାଜିଲ: ସମୟ ଥିଲା ଯେତେବେଳେ ଜଣେ ପୁରୁଷଙ୍କର ୫-୫ ପତ୍ନୀ ରହୁଥିଲେ ।  କିନ୍ତୁ ଆଜିର ଯୁଗରେ ଏକରୁ ଅଧିକ ପତ୍ନୀ ରହିବା କମ୍ କଥା ନୁହେଁ । କିନ୍ତୁ ବ୍ରାଜିଲର ଜଣେ ବ୍ୟକ୍ତିଙ୍କ ୬ ପତ୍ନୀଙ୍କୁ ଖୁସି କରିବା ପାଇଁ  ଘଣ୍ଟା ଘଣ୍ଟା ଧରି ଜିମରେ ସମୟରେ କାଟିଥାନ୍ତି । ସେଥିଲାଗି ସେ ଏବେ ସୁସ୍ଥ…

ବୋଲ୍ଡ ଫଟୋ ପୋଷ୍ଟ କରି ଚାକିରି ହରାଇଲେ ଯୁବତୀ

ନୂଆଦିଲ୍ଲୀ : ବୋଲ୍ଡ ଫଟୋ ପୋଷ୍ଟ କରି ଅଡ଼ୁଆରେ ଯୁବତୀ । ପୋଷାକ ପାଇଁ ହରାଇଲେ ଚାକିରୀ । କହିବାକୁ ଗଲେ ପ୍ରତ୍ୟେକ ମଣିଷର ରହିଛି ସ୍ଵାଧୀନତା । ଜଣେ ମଣିଷ ତା’ର ଖାଇବା ପିଇବାଠୁ ଆରମ୍ଭ କରି ସବୁକିଛି ନିଜ ଇଚ୍ଛା ହିସାବରେ କରିଥାଏ । ହେଲେ ମଣିଷର କିଛି ଚଳଣୀକୁ ନେଇ ଏ ସମାଜ ଗ୍ରହଣ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକଙ୍କ ବିଷୟରେ ଅନେକ କିଛି ତଥ୍ୟ ଆମେ ଆଲୋଚନା କରିସାରିଲେଣିଭ। ତଥାପି ଲାଗୁଛି ଆମର ଆଲୋଚନା ସମ୍ପୂର୍ଣ୍ଣ ନୁହେଁ। ଏହାର ପ୍ରକୃତ କାରଣ ହେଲା ସେବାରେ…

ଏହି ସମସ୍ତ ଖାଦ୍ୟ କରନ୍ତୁ ସେବନ, କମିବ ଆପଣଙ୍କ ଓଜନ….

ମୋଟାପଣ ଚିନ୍ତାର ମୁଖ୍ୟ କାରଣ । ଓଜନ ହ୍ରାସ ନିମନ୍ତେ ସମସ୍ତେ ବହୁ ଚେଷ୍ଟା କରିବା ସତ୍ତ୍ୱେ ବିଫଳ ହୋଇଥାଆନ୍ତି । ତେବେ ଓଜନ ହ୍ରାସ ନିମନ୍ତେ ଖରାଦିନକୁ ସବୁଠାରୁ ଉତ୍ତମ ଦିନ ବୋଲି କୁହାଯାଏ। ଏହି ଋତୁରେ ମୋଟାପଣ ହ୍ରାସ ପାଇଁ ବିଭିନ୍ନ ଉପାୟ ଆପଣାଇ ପାରିବେ। ଖରାଦିନେ କିଛି ସ୍ୱତନ୍ତ୍ର…

ଜେଜେମା’ଙ୍କୁ ପଛରେ ବସାଇ ଦ୍ରୁତ ଗତିରେ ବାଇକ୍ ଚଲାଇଲା ନାବାଳକ, ଲୋକେ ଦେଖି ଭୟଭୀତ

ଛୋଟ ପିଲା ବା ୧୮ବର୍ଷରୁ କମ ବୟସର ପିଲାମାନଙ୍କୁ ଗାଡ଼ି ଚଲାଇବା ଅନୁମତି ନାହିଁ । ଯଦି କୌଣସି ନାବାଳକ ଗାଡ଼ି ଚଲାଉଥିବା ଧରାପଡ଼ିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି । ଏଥିସହ ଅଭିଭାବକମାନଙ୍କୁ ଗିରଫ ମଧ୍ୟ କରାଯିବାର ପ୍ରାବଧାନ ରହିଛି । ହେଲେ ଏବେ ଏକ…