Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଏହି ବିଷୟରେ ଚିନ୍ତା କରିବା ମାତ୍ରେ ଆଖି ଆଗରେ ଉଦ୍ଭାସିତ ହୁଏ କିଛି ନିଷ୍ଠାବlନ, ନିରଳସ ଚେହେରା ; ଯେଉଁମାନେ ମହାପ୍ରଭୁଙ୍କ ସେବାକୁ ନିଜ ଜୀବନରେ ବ୍ରତ ଭାବେ…

ସମୁଦ୍ରରେ ଜଳପ୍ରପାତ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ମରିସସ:ଦୁନିଆରେ ବିଭିନ୍ନ ସ୍ଥାନରେ ସୁନ୍ଦର ସୁନ୍ଦର ଜଳପ୍ରପାତ ରହିଛି । ଏହା ଲୋକଙ୍କୁ ବେଶ୍ ଆକର୍ଷିତ କରିଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏପରି ସ୍ଥାନକୁ ବୁଲିବାକୁ ଯାଇଥାନ୍ତିି । ସାଧାରଣତଃ ପାହାଡ଼ରେ ଅଧିକାଂଶ ଜଳପ୍ରପାତ ଦେଖିବାକୁ ମିଳିଥାଏ । କିନ୍ତୁ ଆପଣ କେବେ ଏପରି…

ଭଗବାନ ବୃଦ୍ଧଙ୍କ କାନରେ ସ୍ପିକର ଲଗାଇ ଦୁଃଖ ଜଣାଇଲେ ଯୁବକ

ଚୀନ୍ : ଯଦି କେହି ଜୀବନରେ କିଛି ପାଇବାକୁ ଚାହାଁନ୍ତି, ସେ ଭଗବାନଙ୍କ ଆଗରେ ପ୍ରାର୍ଥନା କରନ୍ତି । କିନ୍ତୁ ଏମିତି ଜଣେ ଯୁବକ ଭଗବାନଙ୍କୁ ନିଆରା ଢଙ୍ଗରେ ନିଜର ଦୁଃଖ ଜଣାଇଛନ୍ତି । ପ୍ରାୟ ୨୦୦୦ କିଲୋମିଟର ଯିବା ପରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତିିରେ ସ୍ପିକର ଲଗାଇ ଦୁଃଖ ଜଣାଇଛନ୍ତି ।…

ପ୍ରବଳ ବର୍ଷାରେ ଭିଜି ଭିଜି ବରକନ୍ୟାଙ୍କ ଏଣ୍ଟ୍ରି : ବରଯାତ୍ରୀ ଛତା ଧରି ନାଚିଲେ

ଆପଣ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିଥିବେ ନିଶ୍ଚୟ । ବିଶେଷକରି ଯେତେବେଳେ ବିବାହର ଋତୁ ଆସେ ସେତେବେଳେ ବିଭିନ୍ନ ପ୍ରକାରର ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ । ଏବେ ଏହିପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବରକନ୍ୟା ପ୍ରବଳ ବର୍ଷାରେ ଭିଜି ଭିଜି ଏଣ୍ଟ୍ରି…

ପୁରୁଷଙ୍କ ପରି ବଡ଼ି ତିଆରି କଲେ ଯୁବତୀ: ପାଲଟିଗଲେ ଫିଟ୍‌ନେସ୍ ମଡ଼େଲ

ଋଷିଆ: ସାଧାରଣତଃ ପୁରୁଷମାନେ ଜିମରେ ବ୍ୟାୟାମ କରି ଓ ପ୍ରୋଟିନ୍ ପାଉଡ଼ର ବା ଅସ୍ତ୍ରୋପଚାର କରି ବଡ଼ି ତିଆରି କରୁଥିବା ଆପଣ ନିଶ୍ଚୟ ଦେଖିଥିବେ । କିନ୍ତୁ କୌଣସି ଯୁବତୀ ପୁଅମାନଙ୍କ ପରି ବଡ଼ି ତିଆରି କରିଥିବା ଦେଖିଛନ୍ତି ? ଏମିତି ଜଣେ ଯୁବତୀ ଅଛନ୍ତି ଯିଏ କେବଳ ବ୍ୟାୟାମ କରି ବଡ଼ି ବାହାର…

ସ୍ପା କରିବାକୁ ଗୋଟେ ଦେଶରୁ ଅନ୍ୟ ଦେଶକୁ ଯାଆନ୍ତି ଯୁବକ

ବ୍ରିଟେନ୍‌: ସାଧାରଣତଃ ଅଧିକାଂଶ ଲୋକ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଭ୍ରମଣ କରିବାକୁ ଯାଇଥାନ୍ତି । କିନ୍ତୁ ବ୍ରିଟେନ୍‌ର ଜଣେ ଯୁବକ କେବଳ ସ୍ପା ପାଇଁ ନିୟମିତ ବିମାନରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇ ଚର୍ଚ୍ଚାକୁ ଆସିଛନ୍ତି । ବ୍ରିଟେନରେ ରହୁଥିବା କାଲୁମ୍ ରିୟାନ୍ ନାମକ ଜଣେ ଯୁବକ…

୬୪ ବର୍ଷୀୟା ଜେଜେମା : ଅଧା ବୟସର ପୁଅମାନେ ତାଙ୍କୁ ବିବାହ କରିବାକୁ ବ୍ୟାକୁଳ

ଅଷ୍ଟ୍ରେଲିଆ: ଆଜିକାଲି ମହିଳାମାନେ ନିଜକୁ ଫିଟ୍ ରଖିବା ଓ ସୁନ୍ଦର ଦେଖାଯିବା ପାଇଁ ଅନେକ ଉପାୟ ଆପଣାଉଛନ୍ତି । ତେବେ ଜଣେ ୬୪ ବର୍ଷୀୟା ବୃଦ୍ଧା ନିଜକୁ ଏମିତି ଫିଟ୍ ରଖିଛନ୍ତି ଯେ, ଦେଖିଲେ ତାଙ୍କ ବୟସକୁ କେହି ଅନୁମାନ ଲଗାଇ ପାରିବେ ନାହିଁ । ଏବେ ତାଙ୍କ ପାଖକୁ ତାଙ୍କ ବୟସର ଅଧା ବୟସର…

କଇଁଛ କାହିଁକି ଦୀର୍ଘ ବର୍ଷ ବଞ୍ଚି ରୁହେ ! ଏହା ପଛର କାରଣ କଣ ? ଆସନ୍ତୁ ଜାଣିବା….

ଧରାପୃଷ୍ଠରେ ଏକମାତ୍ର ଜୀବ ହେଉଛି କଇଁଛ । ଯିଏ ସବୁଠାରୁ ଅଧିକ ବର୍ଷ ବଞ୍ଚିଥାଏ । ତେବେ ଏହା ପଛରେ କ’ଣ ରହିଛି କାରଣ ? କେଉଁ କାରଣରୁ କଇଁଛ ଦୀର୍ଘ ଜୀବନ ବଞ୍ଚିଥାଏ ? ସାରା ବିଶ୍ୱରେ କଇଁଛର ଅନେକ ଭିନ୍ନ ପ୍ରଜାତି ମଧ୍ୟ ଅଛନ୍ତି, ଯେଉଁମାନେ ପାଖାପାଖି ୧୦୦ରୁ ଅଧିକ ବର୍ଷ ମଧ୍ୟ ବଞ୍ଚି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ବୋଲlଇବା ଏକ ଗୌରବର ବିଷୟ। ସମଗ୍ର ଜଗତର ଯେ ନାଥ ବା ସ୍ୱାମୀ, ତାଙ୍କର ନିଜସ୍ୱ ସେବକଟିଏ ହେବା ଅନେକ ପୁଣ୍ୟର କାର୍ଯ୍ୟ ବୋଲି ଯୁଗେ ଯୁଗେ ବିଶ୍ୱାସ ରହି ଆସିଛି।…

ଅଣ୍ଡା ଠାରୁ ଅଧିକ ପ୍ରୋଟିନ୍‌ ଏହି ୩ଟି ଖାଦ୍ୟ

ସୁସ୍ଥ ଶରୀର ପାଇଁ ସଠିକ ପରିମାଣରେ ପ୍ରୋଟିନ୍‌‌ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍‌‌ । ନଚେତ୍‌ ଶରୀର ଦୁର୍ବଳ ଲାଗିବା ସହ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଅନେକ ଲୋକଙ୍କ ଧାରଣା ରହିଥାଏ  ଅଣ୍ଡାରେ ଅଧିକ ପ୍ରୋଟିନ୍‌ ରହିଛି । ସେହିପରି କେତେକ ପନିପରିବା ରହିଛି, ଯେଉଁଥିରେ ଅଣ୍ଡା ଠାରୁ ମଧ୍ୟ…