Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପ୍ରବଳ ବର୍ଷାରେ ଭିଜି ଭିଜି ବରକନ୍ୟାଙ୍କ ଏଣ୍ଟ୍ରି : ବରଯାତ୍ରୀ ଛତା ଧରି ନାଚିଲେ

ଆପଣ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିଥିବେ ନିଶ୍ଚୟ । ବିଶେଷକରି ଯେତେବେଳେ ବିବାହର ଋତୁ ଆସେ ସେତେବେଳେ ବିଭିନ୍ନ ପ୍ରକାରର ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ । ଏବେ ଏହିପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବରକନ୍ୟା ପ୍ରବଳ ବର୍ଷାରେ ଭିଜି ଭିଜି ଏଣ୍ଟ୍ରି…

ପୁରୁଷଙ୍କ ପରି ବଡ଼ି ତିଆରି କଲେ ଯୁବତୀ: ପାଲଟିଗଲେ ଫିଟ୍‌ନେସ୍ ମଡ଼େଲ

ଋଷିଆ: ସାଧାରଣତଃ ପୁରୁଷମାନେ ଜିମରେ ବ୍ୟାୟାମ କରି ଓ ପ୍ରୋଟିନ୍ ପାଉଡ଼ର ବା ଅସ୍ତ୍ରୋପଚାର କରି ବଡ଼ି ତିଆରି କରୁଥିବା ଆପଣ ନିଶ୍ଚୟ ଦେଖିଥିବେ । କିନ୍ତୁ କୌଣସି ଯୁବତୀ ପୁଅମାନଙ୍କ ପରି ବଡ଼ି ତିଆରି କରିଥିବା ଦେଖିଛନ୍ତି ? ଏମିତି ଜଣେ ଯୁବତୀ ଅଛନ୍ତି ଯିଏ କେବଳ ବ୍ୟାୟାମ କରି ବଡ଼ି ବାହାର…

ସ୍ପା କରିବାକୁ ଗୋଟେ ଦେଶରୁ ଅନ୍ୟ ଦେଶକୁ ଯାଆନ୍ତି ଯୁବକ

ବ୍ରିଟେନ୍‌: ସାଧାରଣତଃ ଅଧିକାଂଶ ଲୋକ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଭ୍ରମଣ କରିବାକୁ ଯାଇଥାନ୍ତି । କିନ୍ତୁ ବ୍ରିଟେନ୍‌ର ଜଣେ ଯୁବକ କେବଳ ସ୍ପା ପାଇଁ ନିୟମିତ ବିମାନରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇ ଚର୍ଚ୍ଚାକୁ ଆସିଛନ୍ତି । ବ୍ରିଟେନରେ ରହୁଥିବା କାଲୁମ୍ ରିୟାନ୍ ନାମକ ଜଣେ ଯୁବକ…

୬୪ ବର୍ଷୀୟା ଜେଜେମା : ଅଧା ବୟସର ପୁଅମାନେ ତାଙ୍କୁ ବିବାହ କରିବାକୁ ବ୍ୟାକୁଳ

ଅଷ୍ଟ୍ରେଲିଆ: ଆଜିକାଲି ମହିଳାମାନେ ନିଜକୁ ଫିଟ୍ ରଖିବା ଓ ସୁନ୍ଦର ଦେଖାଯିବା ପାଇଁ ଅନେକ ଉପାୟ ଆପଣାଉଛନ୍ତି । ତେବେ ଜଣେ ୬୪ ବର୍ଷୀୟା ବୃଦ୍ଧା ନିଜକୁ ଏମିତି ଫିଟ୍ ରଖିଛନ୍ତି ଯେ, ଦେଖିଲେ ତାଙ୍କ ବୟସକୁ କେହି ଅନୁମାନ ଲଗାଇ ପାରିବେ ନାହିଁ । ଏବେ ତାଙ୍କ ପାଖକୁ ତାଙ୍କ ବୟସର ଅଧା ବୟସର…

କଇଁଛ କାହିଁକି ଦୀର୍ଘ ବର୍ଷ ବଞ୍ଚି ରୁହେ ! ଏହା ପଛର କାରଣ କଣ ? ଆସନ୍ତୁ ଜାଣିବା….

ଧରାପୃଷ୍ଠରେ ଏକମାତ୍ର ଜୀବ ହେଉଛି କଇଁଛ । ଯିଏ ସବୁଠାରୁ ଅଧିକ ବର୍ଷ ବଞ୍ଚିଥାଏ । ତେବେ ଏହା ପଛରେ କ’ଣ ରହିଛି କାରଣ ? କେଉଁ କାରଣରୁ କଇଁଛ ଦୀର୍ଘ ଜୀବନ ବଞ୍ଚିଥାଏ ? ସାରା ବିଶ୍ୱରେ କଇଁଛର ଅନେକ ଭିନ୍ନ ପ୍ରଜାତି ମଧ୍ୟ ଅଛନ୍ତି, ଯେଉଁମାନେ ପାଖାପାଖି ୧୦୦ରୁ ଅଧିକ ବର୍ଷ ମଧ୍ୟ ବଞ୍ଚି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ବୋଲlଇବା ଏକ ଗୌରବର ବିଷୟ। ସମଗ୍ର ଜଗତର ଯେ ନାଥ ବା ସ୍ୱାମୀ, ତାଙ୍କର ନିଜସ୍ୱ ସେବକଟିଏ ହେବା ଅନେକ ପୁଣ୍ୟର କାର୍ଯ୍ୟ ବୋଲି ଯୁଗେ ଯୁଗେ ବିଶ୍ୱାସ ରହି ଆସିଛି।…

ଅଣ୍ଡା ଠାରୁ ଅଧିକ ପ୍ରୋଟିନ୍‌ ଏହି ୩ଟି ଖାଦ୍ୟ

ସୁସ୍ଥ ଶରୀର ପାଇଁ ସଠିକ ପରିମାଣରେ ପ୍ରୋଟିନ୍‌‌ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍‌‌ । ନଚେତ୍‌ ଶରୀର ଦୁର୍ବଳ ଲାଗିବା ସହ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଅନେକ ଲୋକଙ୍କ ଧାରଣା ରହିଥାଏ  ଅଣ୍ଡାରେ ଅଧିକ ପ୍ରୋଟିନ୍‌ ରହିଛି । ସେହିପରି କେତେକ ପନିପରିବା ରହିଛି, ଯେଉଁଥିରେ ଅଣ୍ଡା ଠାରୁ ମଧ୍ୟ…

ସାବଧାନ! ହ୍ୱାଟସଆପରେ ଫୋନ୍ କରି ସାଇବର ଠକେଇ ହେଉଛି

ନୂଆଦିଲ୍ଲୀ: ସାଇବର ଅପରାଧକୁ ନେଇ ସାରା ଦେଶରେ ଲୋକମାନେ ଚିନ୍ତିତ ଅଛନ୍ତି। ସାଇବର ଅପରାଧୀମାନେ ପ୍ରତିଦିନ ନୂଆ କୌଶଳ ସହିତ ଲୋକଙ୍କୁ ପ୍ରତାରଣା କରୁଛନ୍ତି। ଅଦ୍ୟାବଧି, ଲୋକମାନେ OTP କୁ କଲ କରି କିମ୍ବା OTP ନେଇ ଠକୁଥିଲେ। ଏବେ କିନ୍ତୁ ମିସ୍ କଲ୍ ମାଧ୍ୟମରେ ମଧ୍ୟ ଲୋକଙ୍କ ଟଙ୍କା ଲୁଟ…

ରାଜଧାନୀରେ ଅନୁଷ୍ଠିତ ହେଲା ଢେଙ୍କାନାଳ ଉତ୍ସବ

ଭୁବନେଶ୍ୱର : ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଢେଙ୍କାନାଳ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ସାଂସ୍କୃତିକ ଐତିହ୍ୟକୁ ଜିଲ୍ଲା  ତଥା ରାଜ୍ୟରେ…

ଟାଇଟାନିକ ଜାହାଜ ପରି ଘର ତିଆରି କଲେ ଚାଷୀ

ପଶ୍ଚିମବଙ୍ଗ: ଅଧିକାଂଶ ଲୋକ ନିଜର ଏକ ସୁନ୍ଦର ଘର ତିଆରି କରିବାକୁ ସ୍ୱପ୍ନ ଦେଖନ୍ତି । ଯାହାକୁ ସେମାନେ ନିଜ ମନ ମୁତାବକ ଡ଼ିଜାଇନ୍ କରିବେ । ହେଲେ ଏହି ସ୍ୱପ୍ନ କାହାର ପୂରଣ ହେଉଥିବା ବେଳେ ଆଉ କାହାର ହୋଇ ନ ଥାଏ । ତେବେ ପଶ୍ଚିମବଙ୍ଗର ଜଣେ ଚାଷୀ ନିଜର ସ୍ୱପ୍ନର ଘର ତିଆରି କରି ଚର୍ଚ୍ଚାକୁ…