Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଆଦି ପରମ ପୁରୁଷ ପରମାତ୍ମା ନିଜ ଯୋଗମାୟାଙ୍କୁ ଶକ୍ତି ସ୍ୱରୂପ ବା ପ୍ରକୃତି ସ୍ୱରୂପରେ ନିଜ ସତ୍ତାରେ ଧାରଣ କରି ଥିବାରୁ ସୃଷ୍ଟି ସର୍ଜନା କରିବା ପାଇଁ ସ୍ୱଇଚ୍ଛା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପିଣୀ ମା ଯୋଗମାୟାଙ୍କ ଉତ୍ପତି ରୂପକ ମହାରାତ୍ରି (ମହାଷ୍ଟମୀର ଅବସାନ ଘଟିଛି, ଆଜି ମାଙ୍କ ମହାନବମୀ । ସାରା ସଂସାରକୁ ନିଜର ମାତୃ ସୁଲଭ ଦେବୀ…

[ଦେଖନ୍ତୁ ଭିଡିଓ] ମସୁରୀରେ ରହସ୍ୟମୟ ଆଲିଶାନ୍ ‘ସେଭୋୟେ’ ହୋଟେଲ

ଭୁବନେଶ୍ୱର : ଆମ ଚାରିପାଖେ ବହୁତ ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । କିଛି ମନଲୋଭା ପରିବେଶ ଥିବା ବେଳେ କିଛି ମୁହୁର୍ତ୍ତ ଶାନ୍ତି ପାଇଁ ସେହି ସ୍ଥାନରେ ସମୟ ବିତାଇବାକୁ କିଏ ବା ନ ଚାହେଁ। ହେଲେ ଏମିତିକି କିଛି ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନ ରହିଛି । ଯାହା…

କ୍ରମାଗତ ଚତୁର୍ଥ ଦିନରେ ରାଜ୍ୟରେ ହଜାରେ ତଳେ ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଦୈନିକ କେସ୍ ତଳକୁ ତଳକୁ ଖସୁଛି । କ୍ରମାଗତ ଚତୁର୍ଥ ଦିନରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହଜାରେ ତଳେ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୮୮୬ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୫୧୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ରାଜ୍ୟରୁ କରୋନା ନେଲା ଆଉ ୧୬ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୧୬ ଜଣ ସଂକ୍ରମିତ ପ୍ରାଣ ହରାଉଛନ୍ତି । ଅଡିଟ୍ ପ୍ରୋସେସରେ ସେମାନଙ୍କର କରୋନାରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ମୃତକଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୬  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପିଣୀ ମା ବିମଳାଙ୍କର ସ୍ୱତନ୍ତ୍ର ପୂଜା ଶ୍ରୀମନ୍ଦିର ମଧ୍ୟରେ ଚାଲିଛି । ମହାଷ୍ଟମୀ ତିଥିକୁ ବିଚାର କଲେ ଏହା ଶକ୍ତି ଉପାସନାର ଏକ ମୁଖ୍ୟ ଦିନ…

ଆଜି ରାଜ୍ୟରୁ ୮୫୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୫୨ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୪୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୫୭ । ୧୮ ବର୍ଷ ଭିତରେ ଆଉ ୧୮୧ ଜଣ ସଂକ୍ରମିତ ହୋଇଛନ୍ତି ।…

ଗତକାଲି ଅପେକ୍ଷା ଆଜି ଦେଶରେ ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ କମିବା ପରେ ଆଜି ବଢିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦ହଜାର ୬୧୫ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧୧ ପ୍ରତିଶତ ଅଧିକ ବଢ଼ିଛି । ଦେଶରେ ପଜିଟିଭ୍ ହାର ରହିଛି ୨.୪୫ ପ୍ରତିଶତ । ପାଞ୍ଚଟି ରାଜ୍ୟ କେରଳ, ମହାରାଷ୍ଟ୍ର,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୫  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କଶକ୍ତି ସ୍ୱରୂପିଣୀ ଯୋଗମାୟା ଦେବୀ ଦୁର୍ଗେଦୁର୍ଗତିନାଶିନୀଙ୍କ ଆଲୋଚନା ଜାରି ରଖିବା । କିନ୍ତୁ ମନରେ ସ୍ଵତ୍ତ ପ୍ରଶ୍ନ ଉଠେ ଯଦି ପରଂବ୍ରହ୍ମ ଏକ ଓ ଅଦ୍ଵିତୀୟ…

ସାମାଜିକ ଓ ସାଂସ୍କୃତିକ ପ୍ରବର୍ତ୍ତିକମାନଙ୍କ ପାଇଁ ତାଲିମ ଶିବିର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ୟୁନିସେଫର ଆର୍ଥିକ ସହାୟତାରେ ସଂସ୍କୃତିର ପ୍ରଚାର ପ୍ରସାର ଓ କଳାକାରମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଜିଲ୍ଲାର ନିର୍ବାଚିତ ପ୍ରବର୍ତ୍ତକମାନଙ୍କ ପାଇଁ ଏକ ୪ ଦିନିଆ ତାଲିମ ଶିବିର ସ୍ଥାନୀୟ ସଂସ୍କୃତି…