Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆରାଧନାର ଚାରୋଟି ସରଳ ପନ୍ଥାର ଆଲୋଚନା କରି ଜପ, ହୁତ , ଧ୍ୟାନ, ଅର୍ଚ୍ଚନା କଥା ସଂକ୍ଷେପରେ ବର୍ଣ୍ଣନା କରିଥିଲି। ଜପ ପାଇଁ ଅଷ୍ଟାକ୍ଷର ବା ଦ୍ୱାଦଶଅକ୍ଷର…

ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ ପାଇଲେ ‘ଗୁରୁକୃପା ସମ୍ମାନ’

ଭୁବନେଶ୍ୱର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରମ ପକ୍ଷରୁ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ 'ଗୁରୁକୃପା ସମ୍ମାନ ପ୍ରଦାନ ଉତ୍ସବ ' ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ 'ଗୁରୁକୃପା ସମ୍ମାନ - ୨୦୨୨' ଏବଂ ତବଲା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଚତୁବୃହ୍ୟ ରୁପ ବା ଚତୃଦ୍ଧl ମୂର୍ତ୍ତିଙ୍କୁ ବିଷ୍ଣୁଙ୍କ ଚାରି ସ୍ୱରୂପରେ ବିବେଚନା କରାଯାଏ। ଯଥା : ଜ୍ଞାନାତ୍ମକ ସତ୍ୟ ମହାବିଷ୍ଣୁ, ଐଶ୍ଵର୍ଯ୍ୟlତ୍ମକ ସତ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆପଣାର କରିବାର ମୁଖ୍ୟ ପଥ ହେଉଛି ଶରଣlଗତି। ଜଣେ ଭକ୍ତ କେବଳ ମୁହଁରେ କହିଦେଲେ ହେବନାହିଁ। ସମ୍ପୂର୍ଣ୍ଣ ଶରଣlଗତି ପାଇଁ ଛଅ ଗୋଟି ଆଚରଣ ପାଳନ କରିବାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନେକ ଭିନ୍ନତା ମଧ୍ୟରେ ବା ବିଲକ୍ଷଣ (ବିଶେଷ ଲକ୍ଷଣ )ଭିତରେ ଅନ୍ୟତମ ବିଶେଷତା ହେଉଛି "ନାମ ମହତ୍ୱ "। ଅର୍ଥାତ ମାୟା ଜଗତର ସମସ୍ତ ବନ୍ଧନ, ଆସକ୍ତି କଟି…

ପଣ୍ଡିତ ହରି ପ୍ରସାଦ ଚୌରାସିଆ ପାଇଲେ ‘ଗୁରୁ ଦେବପ୍ରସାଦ ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ’

ଭୁବନେଶ୍ୱର : ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ 'ତ୍ରିଧାରା' ପକ୍ଷରୁ ଦୁଇଦିନ ଧରି ଆୟୋଜିତ ହୋଇଥିବା ୧୫ ତମ 'ଗୁରୁ ଦେବପ୍ରସାଦ ପୁରସ୍କାର' ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଜୀବନବ୍ୟାପୀ ସଙ୍ଗୀତ ସାଧନା ପାଇଁ  ପ୍ରଖ୍ୟାତ ବଂଶୀବାଦକ ତଥା ସଙ୍ଗୀତ ସଂଯୋଜକ ହରି ପ୍ରସାଦ ଚୌରାସିଆଙ୍କୁ…

୧୫ ତମ ‘ଦେବ ପ୍ରସାଦ ସମ୍ମାନ’ ପ୍ରଦାନ ଉତ୍ସବ ଉଦଘାଟିତ

ଭୁବନେଶ୍ୱର : ନୃତ୍ୟ ଅନୁଷ୍ଠାନ ତ୍ରିଧାରା ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ୧୫ତମ ଦେବ ପ୍ରସାଦ ସମ୍ମାନ ପ୍ରଦାନ ସମାରୋହ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନୃତ୍ୟଶିଳ୍ପୀ ମନୋଜ ବେହେରାଙ୍କୁ 'ଗୁରୁ ଦେବ ପ୍ରସାଦ ସମ୍ମାନ' ଓ ଅଲୋକ ବିଶୋୟୀଙ୍କୁ 'ଗୁରୁ ଦେବ ପ୍ରସାଦ ଯୁବ କଳାକାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସ୍ୱୟଂ କଳି ଯୁଗର ଆରାଧ୍ୟ ଠାକୁର, ଏଠାରେ ଶାସ୍ତ୍ର ପ୍ରମାଣ ଦିଏ । ଉଭୟ ଶିଳାବ୍ରହ୍ମ(ନୀଳମାଧଵ )ଓ ଦାରୁବ୍ରହ୍ମ (ଶ୍ରୀଜଗନ୍ନାଥ )ଏହି କଳିଯୁଗର ପ୍ରତୀକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୫  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସ୍ୱୟଂ କଳି ଯୁଗର ଆରାଧ୍ୟ ଠାକୁର । ଏଠାରେ ଶାସ୍ତ୍ର ପ୍ରମାଣ ଦିଏ ଉଭୟ ଶିଳାବ୍ରହ୍ମ(ନୀଳମାଧବ )ଓ ଦାରୁବ୍ରହ୍ମ (ଶ୍ରୀଜଗନ୍ନାଥ )ଏହି କଳିଯୁଗର ପ୍ରତୀକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଓ ଭଗବାନ ଶ୍ରୀକୃଷ୍ଣ ଉଭୟଙ୍କୁ ସମାନ ଭାବରେ ବିବେଚନା କରାଯାଏ । କାରଣ ଭଗବାନ ଶ୍ରୀକୃଷ୍ଣଙ୍କୁ ଅବତାର ମଧ୍ୟରେ ନିଆ ଯାଇ ନାହିଁ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ…