Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୧  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଆତ୍ମା ସ୍ୱରୂପ ଶ୍ରୀ ଜଗନ୍ନାଥ । ଆଜି ପର୍ଯ୍ୟନ୍ତ ଆମେ ଆଲୋଚନା କଲେ ମୁଖ୍ୟତଃ ଶ୍ରୀମନ୍ଦିରରେ ବିରାଜିତ ଶ୍ରୀଜଗନ୍ନାଥଙ୍କ ବିଷୟରେ । ଏଠି ଗୋଟିଏ ଭାଗବତ ଉକ୍ତି ମନେପଡୁଛି : "ସକଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରେମଭକ୍ତିର ଠାକୁର ଶ୍ରୀଜଗନ୍ନାଥଙ୍କୁ ନିଜର ଇଷ୍ଟ ବୋଲି ସ୍ୱୀକାର କରିଥିବା ମହାତ୍ମା ଓ ଆଚାର୍ଯ୍ୟମାନେ ପ୍ରଥମେ କିନ୍ତୁ ଅନ୍ୟ ଉପାସନା ଧାରାରେ ନିଜ ନିଜକୁ ପ୍ରତିଷ୍ଠିତ କରାଇଥିଲେ ।…

ଅଷ୍ଟମୀ ପିଠା, ମନର କଥା

ଡ଼ି ଶୁଭମ୍‌  ଆମେ ଓଡ଼ିଆ , ଭାରି ବଢ଼ିଆ – ଏ ଉକ୍ତିଟି ବୋଧହୁଏ ସମସ୍ତେ କଥାକଥାରେ ବ୍ୟବହାର କରୁଥିବେ । ଓଡ଼ିଆତ୍ୱର ବିଶେଷତା ସାରା ବିଶ୍ୱରେ ଅନନ୍ୟ । ଏ ମାଟିର ବାସ୍ନା ଅଲଗା , ଆମ ରାଇଜର ପବନର ଶିହରଣ ବି ଅଲଗା । ଏଠି ପୂଜା, ପର୍ବଠୁ ଆରମ୍ଭ କରି ପିଠା ,ମିଠା ଯାଏଁ ସବୁକିଛି…

ନୂଆ ଷ୍ଟ୍ରେନ୍ ‘ଓମିକ୍ରନ୍’ ଆଗରେ ଟିକା ଫେଲ୍ ? କ’ଣ କହିଲା ଫାଇଜର ଜାଣନ୍ତୁ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ଚିନ୍ତିତ । କେମିତି ଏହାକୁ ମୁକାବିଲା କରାଯିବ ? ନୂଆ ଭାରିଆଣ୍ଟ କେତେ ଅଧିକ ସଂକ୍ରାମତ । ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେବାରେ କେତେ ସକ୍ଷମ ? ବର୍ତ୍ତମାନ ବିକଶିତ ଟିକା ଓମିକ୍ରନକୁ ନିପାତ କରିବ କି ? ଏମିତି ଅନେକ…

କରୋନାର ନୂଆ ଭାରିଆଣ୍ଟ ନାଁ ‘ଓମିକ୍ରନ୍’ ଦେଲା WHO

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନର (ଈ.୧.୧.୫୨୯) ନାଁ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାର ନାଁ ଓମିକ୍ରନ୍ ରଖାଯାଇଛି । ଯାହା ଏକ ଗ୍ରୀକ ଶବ୍ଦ । ଏଥିସହ ନୂଆ ଭାରିଆଣ୍ଟକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ବୋଲି କହିଛି । ଯାହାକି ଦ୍ରୁତ ସଂକ୍ରାମକ ହୋଇପାରେ ।…

ବୁର୍ଲା ଭୀମସାରରେ ସଂକ୍ରମଣର କାରଣ ଖୋଜା: ୨୧ ଜଣଙ୍କର ହେବ ଜିନୋମ୍ ସିକ୍ୱେନ୍ସିଂ

ସମ୍ୱଲପୁର: ବୁର୍ଲୀ ଭୀମସାରରେ କେମିତି ସଂକ୍ରମିତ ହେଲେ ଡାକ୍ତରୀୟ ଛାତ୍ରଛାତ୍ରୀ ? ଟିକାର ଦୁଇଟି ଲେଖାଏ ଡୋଜ୍ ନେବା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାର କାରଣ ଖୋଜିବା ଆରମ୍ଭ ହୋଇଛି । ଏଥିପାଇଁ କୋଭିଡ୍ ସଂକ୍ରମିତ ୫୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କର ଜିନୋମ୍ ସିକ୍ୱେନ୍ସିଂ…

କରୋନାର ନୂଆ ଷ୍ଟ୍ରେନ୍ ଚିନ୍ତା: ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଛାନିଆ କଲାଣି ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ କରୋନାର ନୂଆ ଭାରିଆଣ୍ଟ । ଯାହାର ନାଁ ରଖାଯାଇଛି ଓମିକ୍ରୋନ୍ । ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରିଆଣ୍ଟ ଅଫ୍ କନସର୍ଣ୍ଣ କାଟାଗୋରୀରେ ରଖିଥିବା ବେଳେ ସାରା ବିଶ୍ୱର ଚିନ୍ତା ବଢ଼ିଛି । ଏଭଳି ସ୍ଥିତିରେ ଆଜି…

ଆଦିବାସୀ ଆବାସିକ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ପଜିଟିଭ

ମୟୂରଭଞ୍ଜ: ସ୍କୁଲ ଖୋଲିବା ପରେ ଶିକ୍ଷାନୁଷ୍ଠାନରେ ବଢୁଛି ସଂକ୍ରମଣ । ଛାତ୍ରଛାତ୍ରୀ ସଂକ୍ରମିତ ହେଉଛନ୍ତି । ସୁନ୍ଦରଗଡ଼ ପରେ ମୟୂରଭଞ୍ଜ ଜିଲ୍ଲାରୁ ବାହାରିଛି ପଜିଟିଭ୍ କେସ୍ । ଠାକୁରମୁଣ୍ଡା ବ୍ଲକର ଚମକପୁର ଆଦିବାସୀ ଆବାସିକ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଚତୁର୍ଦ୍ଧାମୂରତି ଶ୍ରୀ ଜଗନ୍ନାଥ ରତ୍ନବେଦୀରେ ବିରାଜମାନ କରି ଭକ୍ତଙ୍କ ମନ ମୋହୁଛନ୍ତି, ବେଦୀର ଦକ୍ଷିଣରେ ଶ୍ରୀବଳଭଦ୍ର, ମଧ୍ୟରେ ମା ସୁଭଦ୍ରା, ଉତ୍ତର ପାର୍ଶ୍ଵରେ ଶ୍ରୀଜଗନ୍ନାଥ ।…

ଏହି ୩ ଦେଶରୁ ଭାରତ ଫେରିଲେ ଏଣିକି ଯାଞ୍ଚ କଡ଼ାକଡ଼ି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ହାଇ ଆଲର୍ଟରେ ସାରା ବିଶ୍ୱ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜରୀ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖି ସତର୍କ କରାଇଛନ୍ତି । ଦକ୍ଷିଣ ଆଫ୍ରିକା,…