Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୨୬ ଦିନିଆ ଝୋଟ ହସ୍ତକଳାର ଡିଜାଇନ କର୍ମଶାଳା ଉଦଯାପିତ

ବାଲେଶ୍ୱର : ଅହମଦାବାଦର ଇଣ୍ଟରପ୍ରୁନରସିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ( ଇଡିଆଇ) ଓ ଆସେନଚର ସଂସ୍ଥା ଏବଂ ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ (ଏଫଡିଆଇ)ର ମିଳିତ ଉଦ୍ୟମରେ, ୨୬ ଦିନ ଧରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ ନାବରାଠାରେ ଆୟୋଜିତ 'ଝୋଟ ହସ୍ତକଳାର ଡିଜାଇନ କର୍ମଶାଳା'…

ସ୍ମାର୍ଟ ମିରର, ଛାତ୍ରଙ୍କ ନୂଆ ଆବିଷ୍କାର

କଟକ : ଆଇନା ଆଗରେ ଠିଆ ହୋଇ ଆଇନାକୁ ନିର୍ଦ୍ଦେଶ ଦେଲେ ସବୁ ଖବର ମିଳିବ। ଏପରିକି ଫ୍ୟାନ୍,ଏୟାର୍ କଣ୍ଡିସନର୍ ଫ୍ୟାନ୍ ବଲବ ଜଳି ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇପାରିବ।  ଏହାସହ ଆଉ କେତେ କଣ ମାନିଯିବ ଏହି ଆଇନା...ଏପରି ଏକ ସ୍ମାର୍ଟ ମିରରର ନୂତନ ଭାବେ ଆବିଷ୍କାର କରିଛନ୍ତି କଟକ ଭୁବନାନନ୍ଦ…

ଆଜି ଓଡ଼ିଶାରୁ ୭୧୯ କରୋନା ପଜିଟିଭ୍, ୧୨୫ ଛୁଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ଭିତରେ ରହିଛି । କିନ୍ତୁ ଛୁଆଙ୍କୁ ସଂକ୍ରମଣ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ୭୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୦-୧୮ ବର୍ଷ ଭିତରେ ୧୨୭ ସଂକ୍ରମିତ । ଆଜି ୨୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି ।…

କମିଶନରେଟ୍ ଯୋଜନା , ଯାଞ୍ଚ ହେବ ପ୍ରେସ ଲେଖା ଗାଡ଼ି

କଟକ:  ନିଜକୁ ସାମ୍ବାଦିକ କହି ଦୌରାତ୍ମ୍ୟ ସୃଷ୍ଟି କରୁଥିବା କିଛି ଠକଙ୍କୁ ସାବାଡ଼ କରିବ କମିଶନରେଟ ପୁଲିସ । ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ ପ୍ରେସ୍‌ ଲେଖି ବୁଲୁଥିବା ଠକ ସାବାଡ଼ କରିବାକୁ…

ସାମୟିକ ପରିବର୍ତ୍ତିତ ମାର୍ଗରେ ପୁରୀ-ଆନନ୍ଦବିହାର-ପୁରୀ ନୀଳାଚଳ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଉତ୍ତର ରେଳପଥର ଲକ୍ଷ୍ନୌ-ରାଏବରେଲୀ-ପ୍ରତାପଗଡ଼-ବାରାଣସୀ ରେଳ ମାର୍ଗର ଗଙ୍ଗାଗଞ୍ଜ, ରାଏ ବରେଲୀ ଓ ରୂପମାଉ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ପୁରୀ ଓ ନୂଆଦିଲ୍ଲୀ ଆନନ୍ଦବିହାର ମଧ୍ୟରେ ଚଳାଚଳ କରୁଥିବା ନୀଳାଚଳ ବିଶେଷ ଟ୍ରେନ ସାମୟିକ ଭାବେ ମାର୍ଗ ପରିବର୍ତ୍ତନ କରି…

ସେପ୍ଟେମ୍ବର ମାସ ଗାଇଡଲାଇନ ଘୋଷଣା, ହଟିଲା ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ୱର: ଉଠିଲା ସପ୍ତାହାନ୍ତ ସଟଡାଉନ୍‌। ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସ୍ପଷ୍ଟ କଲେ SRC । ରାଜ୍ୟରେ କୌଣସି ଜାଗାରେ ସପ୍ତାହାନ୍ତ ସଟଡାଉନ ରହିବ ନାହିଁ କିନ୍ତୁ ସାରା ରାଜ୍ୟର…

ରାସ୍ତା ନଥିବାରୁ ହଟହଟା ଗର୍ଭବତୀ

ଯାଜପୁର: ଯାଜପୁରରେ ବିକାଶର ବିକଳ ଚିତ୍ର । ପୁଣି ଖଟିଆରେ ବୁହାହେଲେ ଜଣେ ଗର୍ଭବତୀ । ସୁକିନ୍ଦା ଖଣି ଅଞ୍ଚଳରେ ଦେଖାଦେଇଛି ଏଭଳି ଘଟଣା । କଅଂଶ ପଂଚାୟତ ସାରୁଆବିଲି ଗାଁର ଚିରୁ ସାହିକୁ ନାହିଁ ଖଣ୍ଡେ ରାସ୍ତା । କାହାର ଦେହ ଖରାପ ହେଉ କି ଗର୍ଭବତୀ ମହିଳା ସମସ୍ତଙ୍କୁ ସାହା ସେଇ ଖଟିଆର ଦୋଳା…

ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ

ଭୁବନେଶ୍ୱର: ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ । ଯଦି ଟିକା ଆସିବାରେ କୌଣସି ସମସ୍ୟା ନହେଲେ ୪ ମାସ ଭିତରେ ଟିକାକରଣ ଶେଷ ହେବ । ବର୍ତ୍ତମାନ ଟିକାରେ କିଛି ସମସ୍ୟା ନାହିଁ । ଏଯାଏ ୨ କୋଟି ୨୦ ଲକ୍ଷ ଡୋଜ୍ ଟିକା ଦିଆ ସରିଲାଣି । ୧କୋଟି ୬୬ ଲକ୍ଷ ଲୋକ ପ୍ରଥମ ଡୋଜ୍ ଓ ୫୩ ଲକ୍ଷ…

ନୂଆଖାଇ ପାଇଁ ଆଜି ବାହାରିବ ଲଗ୍ନ

ସମ୍ୱଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ବାହାରିବ ଲଗ୍ନ । ପରମ୍ପରା ଅନୁସାରେ ଜନ୍ମାଷ୍ଟମୀର ପରଦିନ ନୂଆଖାଇ ଲଗ୍ନ ନିର୍ଘଣ୍ଟ କରାଯାଏ । ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ଧାର୍ୟ୍ୟ କରାଯିବ । ଏନେଇ ସନ୍ଧ୍ୟା ୫ଟାରେ ପଣ୍ଡିତ, ଜ୍ୟୋତିର୍ବିଦ ଓ…

ଆଜି ରାଜ୍ୟରୁ ୬୩୮ କରୋନା ପଜିଟିଭ୍, ଆଉ ୧୧୦ ଛୁଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ଲାଟ୍ୟୁ ସ୍ଥିତିରେ ଅଛି କରୋନାର ଦୈନିକ ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬ଶହରୁ ୮ଶହ ଭିତରେ ରହୁଛି । କିନ୍ତୁ ପିଲାଙ୍କୁ ସଂକ୍ରମଣ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୩୮ କରୋନା ସଂକ୍ରମିତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି…