Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜାତୀୟ ସ୍ତରରେ ଚମକିଲେ କୋରାପୁଟର ଝିଅ

କୋରାପୁଟ : ରାୟପୁରରେ ଚମକିଲେ କୋରାପୁଟିଆ ଝିଅ । ଜାତୀୟ ସ୍ତରୀୟ ସୌନ୍ଦର୍ଯ୍ୟ କରଣ ପ୍ରତିଯୋଗିତାର ୨୦୨୧ ରେ କୋରାପୁଟର କୋଟପାଡ ଝିଅଙ୍କ କମାଲ୍ । କୋରାପୁଟ ଜିଲ୍ଲା କୋଟପାଡ ଧୁଶାସେଟ ପରିବାର ସଲିମଉଦିନ ଓ ସକିନା ବାନୁଙ୍କ ଝିଅ ରିଜୱାନା। ସେ ଜଣେ ବିବାହିତା । ଅଗଷ୍ଟ ୨୭ ତାରିଖରେ ଛତିଶଗଡ଼…

ଠିକା କର୍ମଚାରୀଙ୍କୁ ନିର୍ମମ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା FCIର ଚର୍ଚ୍ଚ ନିକଟରେ ହତ୍ୟାକାଣ୍ଡ । ଲୁହା ରଡରେ ମାଡ ମାରି ନାଲକୋର ଜଣେ ଠିକା କର୍ମଚାରୀଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇ ଯାଇଛି । ନୟାଗଡ଼ ଜିଲ୍ଲାର ଜିତେନ୍ଦ୍ର ସାଥୁଆ ନାମକ ଜଣେ ବ୍ୟକ୍ତି ନାଲକୋରେ ଠିକା କର୍ମଚାରୀ ଭାବେ କାମ…

ଫେଲ୍ ମାରିଲା ଇକ୍‌ମୋ ଚିକିତ୍ସା, ହାରିଗଲେ ଅଭିଷେକ

ଭୁବନେଶ୍ୱର: କରୋନା ସହ ଲଢେଇ କରି ଶେଷରେ ହାରିଲେ ଅଭିଷେକ ମହାପାତ୍ର । ବଞ୍ଚାଇପାରିଲାନି ଇକ୍‌ମୋ ଚିକିତ୍ସା । କରୋନା ଆକ୍ରାନ୍ତ ହେବା ପରେ  ମାସାଧିକ କାଳ କୋଲକାତାରେ ଚିକିତ୍ସାଧୀନ ଥିଲେ ଯୁବ ଇଞ୍ଜିନିୟର ଅଭିଷେକ। ଏୟାର ଆମ୍ବୁଲାନ୍ସରେ ଅଭିଷେକଙ୍କୁ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା ।…

ଓଡ଼ିଶାରୁ ୮୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୭ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଅପେକ୍ଷା ସାମାନ୍ୟ ବଢିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୪୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୨୦ ଜଣ ୦-୧୮ ବର୍ଷ ଭିତରେ ଛୁଆ ଓ କିଶୋର ଅଛନ୍ତି । ଆଜି କ୍ୱାରେଣ୍ଟାଇନରୁ ୪୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୫୪ । ଖୋର୍ଦ୍ଧା…

ଚିତ୍ର ଜଗତର ଏକ ନୂତନ ସମ୍ଭାବନା : ଯୁବଶିଳ୍ପୀ ରାକେଶ ପାତ୍ର

କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା  ନିକଟରେ ମହମରେ କ୍ଷୁଦ୍ରତମ ବୁଦ୍ଧ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଯାଜପୁର ବ୍ଲକ ନାଥ ସାହିର ଯୁବଶିଳ୍ପୀ ରାକେଶ କୁମାର ପାତ୍ର । ନିଜର ଭିନ୍ନ ଚିନ୍ତା ଧାରା ଓ ତାଙ୍କ ଭିତରେ ଥିବା ଜନ୍ମଗତ କଳା ତାଙ୍କୁ…

ଶ୍ରୀମନ୍ଦିରକୁ ଚନ୍ଦନ କାଠ ଦାନ

ପୁରୀ :ଶ୍ରୀ ମନ୍ଦିରକୁ ଚନ୍ଦନ କାଠ ଦାନ । ଖଲ୍ଲୀକୋଟ ର ସକଳେଶ୍ୱର ରଥ ନାମକ ଜଣେ ବ୍ୟକ୍ତି ଶ୍ରୀ ମନ୍ଦିରକୁ ପ୍ରାୟ ୨ କ୍ୱିଣ୍ଟାଲ ଓଜନର ଚନ୍ଦନ କାଠ ଦାନ କରିଛନ୍ତି। ନିଜ ଘର ବାଡିରେ ଥିବା ଚନ୍ଦନ କାଠକୁ ଦାନ କରିବା ନିମନ୍ତେ ସେ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ସେ ଓ ତାଙ୍କ…

ପାରାଦୀପରେ ବାଘ ଆତଙ୍କ

ପାରାଦୀପ:ବାଘ ରାସ୍ତାରେ ବୁଲିବାର ଭିଡିଓ ଭାଇରାଲ୍। ପାରାଦୀପ ନିଷିଦ୍ଧାଞ୍ଚଳରେ ବାଘ ରାସ୍ତା ଉପରେ ବୁଲୁଥିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।ଏହା ଦେଖି ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପାରାଦ୍ୱୀପ ଗଲ୍ପ କୋର୍ସ ଓ ବନ୍ଦର ନିଷିଦ୍ଧାଞ୍ଚଳ ଜଙ୍ଗଲିଆ ହୋଇଥିବାରୁ ଏବେବି ଅନେକ…

ରାଜ୍ୟରୁ ଆଜି ୭୫୪ କରୋନା ପଜିଟିଭ୍, କମିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି । ଦିନକୁ ୭୦୦ରୁ ୮୦୦ ଭିତରେ ଚିହ୍ନଟ ହେଉଛନ୍ତି ସଂକ୍ରମିତ । ୨୪ ଘଣ୍ଟାରେ ୭୫୪ ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୧୦୮ ଜଣ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ର । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପୁଅ କୃଷ୍ଣ ମିତ୍ର ସୂଚନା ଦେଇଛନ୍ତି । ଚନ୍ଦନ ମିତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି…

ଅନ୍ତରା ଚକ୍ରବର୍ତ୍ତୀ ପାଇଲେ ପ୍ରଥମ ‘ଶାନ୍ତିରାଜ ସ୍ମୃତି ସମ୍ମାନ’

ଭୁବନେଶ୍ୱର : କୁନ୍ଦନ କ୍ରିଏସନ, ଲିସା କ୍ରିଏସନ ଆଣ୍ଡ ଏଣ୍ଟରଟେନମେଣ୍ଟ ଓ ମୁଡ ସୁଇଙ୍ଗ ଓଡ଼ିଶା ଆନୁକୂଲ୍ୟରେ, ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ନିକଟସ୍ଥ ପ୍ରେସ କ୍ଳବ ପରିସରରେ ଓଡ଼ିଶାର ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତଥା ପରିଚାଳକ ଶାନ୍ତିରାଜ ଖୋସଲାଙ୍କ ସ୍ମୃତିରେ "ଶାନ୍ତିରାଜ ସ୍ମୃତି…