Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମନ୍ଦିରରେ ମିଳୁଛି ନୁଡୁଲ୍ସ ଓ ଚପ୍‌’ସି ପ୍ରସାଦ

ଭୁବନେଶ୍ୱର: ବିଭିନ୍ନ ସଂସ୍କୃତି ଓ ସମ୍ପ୍ରଦାୟକୁ ନେଇ ସାରା ବିଶ୍ୱରେ ଭାରତର ରହିଛି ସ୍ୱତନ୍ତ୍ର ପରିଚୟ । ଏଠି ରହିଛି ବିଭିନ୍ନ ଦେବାଦେବୀଙ୍କ ମନ୍ଦିର । ଭିନ୍ନ ମନ୍ଦିରମାନଙ୍କରେ ରହିଛି ବିଭିନ୍ନ ପ୍ରସାଦ ପ୍ରସ୍ତୁତି ପରମ୍ପରା । ତେବେ ଭାରତରେ ଏପରି ବି କିଛି ମନ୍ଦିର ରହିଛି, ଯେଉଁଠି…

ରାଜ୍ୟରେ ୭୭୯ ନୂଆ ଆକ୍ରାନ୍ତ ଚିହ୍ନଟ; ୧୦୫ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୭୯ ଜଣ କରୋନା ଆକ୍ରାନ୍ତ। ଆଜି ୦-୧୮ ବର୍ଷ ଭିତରେ ୧୦୫ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୪୫୪ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟସ୍ତରୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ୟୁନିସେଫର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଅଭିମୁଖି କାର୍ଯ୍ୟକ୍ରମ "କୋଭିଡ ପ୍ଲସ ଅନ ହ୍ବିଲ " ଉଦଯାପିତ ହୋଇଯାଇଛି। କୋଭିଡର ତୃତୀୟ ଲହରକୁ ନଜରରେ ରଖି ସଚେତନତା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।…

ଖଡ଼ିଆଳ ଅଞ୍ଚଳ ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ନୂଆପଡ଼ା: ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଆସନ୍ତା ୧୧ତାରିଖରେ ନୂଆଁଖାଇ ପାଳନ ହେବାକୁ ଥିବା ବେଳେ ଖଡ଼ିଆଳ ଅଞ୍ଚଳ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି। ଆଜି ଖଡ଼ିଆଳ ରାଜ ଦରବାର ପ୍ରାଙ୍ଗଣଠାରେ ଖଡ଼ିଆଳ ଯୁବରାଜ ଦେଵ ଦେଵ ସିଂ ଦେଓ ,ରାଜ ପୁରୋହିତ ପ୍ରଫୁଲ୍ଲ କୁମାର ରଥ …

୯ ମ ଶ୍ରେଣୀ ଛାତ୍ର ଦଶମ ପାସ୍ ହେବା ଘଟଣା,୩ ଜଣିଆ କମିଟିର ତଦନ୍ତ

ରାୟଗଡା: ୯ ମ ଶ୍ରେଣୀ ଛାତ୍ର ଦଶମ ପାସ୍ ହେବା ଘଟଣା । ତଦନ୍ତ ପାଇଁ ଗଠନ ହେଲା ୩ ଜଣିଆ କମିଟି । ରାୟଗଡା ଜିଲ୍ଲା ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ଦଶମ ପାସ୍ ହେବା ଘଟଣାର ଆରମ୍ଭ ହୋଇଛି ଖୋଲତାଡ । ଛାତ୍ର ଜଣକ ୫ ହଜାର ଟଙ୍କା ଲାଞ୍ଚ ଦେଇ ଦଶମ ଶ୍ରେଣୀରେ ପାସ୍ ହେବା ଘଟଣା ପ୍ରଘଟ…

ମହଙ୍ଗା ପଡ଼ିଲା ମହିଳାଙ୍କୁ ଦୁର୍ବ୍ୟବହାର, ଗିରଫ ହେଲେ ପୁଲିସ୍ ବାବୁ

ଅନୁଗୁଳ: ପୁଣି ଖାକିରେ କଳଙ୍କ । ମହଙ୍ଗା ପଡ଼ିଲା ମହିଳାଙ୍କୁ ଦୁର୍ବ୍ୟବହାର । ଶେଷରେ ବନ୍ଧା ହେଇଛନ୍ତି ପୋଲିସ ବାବୁ । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ରାତି ଅଧିଆ ମହିଳାଙ୍କ ଘରେ ପଶି ଦୁର୍ବ୍ୟବହାର କରିବା ମହଙ୍ଗା ପଡ଼ିଛି ପୋଲିସ ବାବୁଙ୍କୁ । ଏହି…

ଓଡ଼ିଶୀ ନୃତ୍ୟରେ ଝୁମିଲେ ବିଦେଶୀ

ସାନ୍‍ଫ୍ରାନ୍‍ସିସ୍‍କୋ: ଓଡ଼ିଶୀ ନୃତ୍ୟରେ ଝୁମିଲେ ବିଦେଶୀ ।  ନିକଟରେ ‘ରଙ୍ଗ ପୂଜା’ ଶୀର୍ଷକ ସଂସ୍କୃତିଙ୍କର ମଞ୍ଚ ପ୍ରବେଶ କାର୍ଯ୍ୟକ୍ରମ କାଲିଫର୍ଣ୍ଣିଆର କବ୍ୱରଲେ ଥେଟରଠାରେ ଅନୁଷ୍ଠିତ ହୋଇଥିଲା । ସାନ୍‍ଫ୍ରାନ୍‍ସିସ୍‍କୋ ସ୍ଥିତ ଜ୍ୟୋତି କଳାମନ୍ଦିର ତରଫରୁ ଆୟୋଜିତ ଏହି ଏକକ ନୃତ୍ୟ…

ଅନୁଗୁଳରେ ଭିନ୍ନ ଧରଣର ଚୋରି

ଅନୁଗୁଳ:ଦୋକାନ ଘର ଉପରେ ଚଢି ଏସିର ପାଇପ୍ ଚୋରି କଲା ଚୋର। ଏଭଳି ଏକ ଘଟଣା ଅନୁଗୁଳରେ ଦେଖିବାକୁ ମିଳିଛି। ଆଉ ଏହି ଚୋରି ବେଳର ସିସିଟିଭ୍ ଫୁଟେଜ ଏବେ ଭାଇରାଲ୍ ହେବାରେ ଲାଗିଛି।ଅନୁଗୁଳ ଜିଲ୍ଲା ତାଳଚେର ମୁନିସିପାଲିଟି ମାର୍କେଟରେ ଥିବା ବିଭିନ୍ନ ଦୋକାନରୁ ଚୋର ଚୋରି କରିଥିବା ଅଭିଯୋଗ…

ବ୍ଲୁ ଫ୍ଲାଗ୍ ବିଚ୍ କୁ ସୁର ରାଉତରାୟଙ୍କ ବିରୋଧ

ପୁରୀ:ପୁରୀ ସମୁଦ୍ର କୁଳ ବ୍ଲୁ ଫ୍ଲାଗ୍ ବିଚ୍ କୁ ବିରୋଧ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଳାଭୂମି ସୁରକ୍ଷା ସମିତି ବୈଠକରେ ଯୋଗଦେଇଥିଲେ। ସେଠାରେ ସେ ରାଜ୍ୟ ସରକାରଙ୍କ ପୁରୀ ସମୁଦ୍ରକୂଳ ବ୍ଲୁ ଫ୍ଲାଗ୍ ବିଚ୍ ଯୋଜନାକୁ ସମାଲୋଚନା କରିଥିଲେ।…

ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍”ସମ୍ମାନ

ଭୁବନେଶ୍ୱର: ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ସମ୍ମାନ । ସ୍ୱଚ୍ଛତା ଆକ୍ସନ୍ ପ୍ଲାନ୍ କାର୍ଯ୍ୟକ୍ରମରେ ଉତ୍ତମ ପାରଦର୍ଶିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ…