Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବର୍ଷକ ପରେ ଶୁକ୍ର ନିଜ ରାଶିରେ କରିବେ ପ୍ରବେଶ; ଏହି ରାଶି ହେବେ ଧନବାନ୍

ଭୁବନେଶ୍ବର:ଗ୍ରହମାନଙ୍କ ଚଳନ ଦ୍ବାରା ରାଶି ଉପରେ ବେଶ୍ ପ୍ରଭାବ ପକାଇଥାଏ । ଜୁନ୍‌ ମାସରେ ଶୁକ୍ର ଗ୍ରହ ନିଜ ରାଶିରେ ଚଳନ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନ-ସମ୍ପତ୍ତି, ସୁଖସମୃଦ୍ଧି, ପ୍ରେମ, ଆଭୂଷଣ,ଆନନ୍ଦ, ବୈଭବ, ଐଶ୍ୱର୍ଯ୍ୟ, ସୁନ୍ଦରତା ଓ ଆକର୍ଷଣର କାରକ ଶୁକ୍ର ଅଟନ୍ତି । ଶୁକ୍ର…

ଶ୍ରୀ ଭାଗବତ ସାର ୪୧: ଯେଉଁ ଲୀଳା ବା ରସାତ୍ମକ ଅଭିବ୍ୟକ୍ତି ଦ୍ୱାରା ରସର ପୂର୍ଣ୍ଣ ପ୍ରକାଶ ଘଟେ ତାହାହିଁ ରାସଲୀଳା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥରେ ଅନେକ ତତ୍ୱ ଆଲୋଚିତ ହୋଇଥିବାର ଜାଣିଲେ। ଜ୍ଞାନ, ବୈରାଗ୍ୟ ଓ ଭକ୍ତି ପୂର୍ଣ୍ଣ ଏହି ଗ୍ରନ୍ଥ ମଧ୍ୟ ମାଧୁର୍ଯ୍ୟମୟ ଶ୍ରୀକୃଷ୍ଣଙ୍କ ଏକ ବିଶେଷ ପ୍ରେମରସ ଯାହାକି ସଂସାରରେ ରାସ ନାମରେ ଅଭିହିତ ହୋଇଛି ତାର…

ମହିନ୍ଦ୍ରା ବୋଲେରୋର ନୂଆ ବୋଲ୍ଡ ଏଡିସନ ; ବ୍ଲାକ୍ ଥିମ୍ ଇଣ୍ଟିରିୟର

ନୂଆଦିଲ୍ଲୀ: ମାରୁତି ସୁଜୁକି ପରେ, ମହିନ୍ଦ୍ରା ଏକମାତ୍ର କମ୍ପାନୀ ଯିଏ ସର୍ବାଧିକ ସଂଖ୍ୟକ SUV ଗାଡି ବିକ୍ରି କରେ। ଭାରତର ସବୁଠାରୁ ବିଶ୍ୱସ୍ତ ଏବଂ ଦୀର୍ଘକାଳୀନ SUV ମହିନ୍ଦ୍ରା ବୋଲେରୋ ଏବେ ଏକ ସମ୍ପୂର୍ଣ୍ଣ ନୂତନ ଅବତାର ପାଇଛି। ଏହାକୁ 'ବୋଲ୍ଡ ଏଡିସନ୍' କୁହାଯାଉଛି । ତେବେ ଭାରତୀୟ…

ଶ୍ରୀ ଭାଗବତ ସାର ୪୦: ଶ୍ରୀମଦ ଭାଗବତ ଏକ ତାତ୍ୱିକ ଗ୍ରନ୍ଥ ଏବଂ ଏହା ସ୍ୱୀକାର୍ଯ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକ ତାତ୍ୱିକ ଗ୍ରନ୍ଥ ଏବଂ ଏହା ସ୍ୱୀକାର୍ଯ୍ୟ। କାରଣ ଏଥିରେ କେବଳ ଅନ୍ୟାନ୍ୟ ପୁରାଣ ପରି କିଛି କଥା ବା ଗଳ୍ପ ସନ୍ନିବେଷିତ ହୋଇନାହିଁ, ଏହା ଅନେକ ତତ୍ୱର ଖୁବ ସରଳ ଉପସ୍ଥାପନା କରିଛି। ବିଶେଷତଃ ଶ୍ରୀଜଗନ୍ନାଥ ଦାସ…

ସୁଗାର ଲେବଲ କଣ୍ଟ୍ରୋଲ କରେ ଏହି ପାଣି…

ଭୁବନେଶ୍ବର:ମେଥିରେ ଅନେକ ନ୍ୟୁଟ୍ରିଏଣ୍ଟସ ଭରି ରହିଥାଏ । ଏହାକୁ ପ୍ରତ୍ୟେକ ଦିନ ଖାଇବା ଯୋଗୁ ବ୍ୟକ୍ତିର ପିତ୍ତ,ବାତ, କଫ ଏବଂ ଥଣ୍ଡାଜନିତ ସମସ୍ୟା ଆଦି ଦୂର ହୋଇଥାଏ । ପ୍ରତିଦିନ ରାତିରେ ଗୋଟାଏ ଚାମଚ ମେଥି ଭିଜାଇ ସକାଳୁ ସେହି ପାଣି ପିଇବା ଦ୍ବାରା ଅନେକ ଲାଭ ମିଳିଥାଏ । ମେଥି ଦାନା…

ଶ୍ରୀ ଭାଗବତ ସାର ୩୯: ମଣିଷଙ୍କୁ ଜ୍ଞାନ ବୈରାଗ୍ୟ ଓ ଭକ୍ତି ସହିତ ଅନେକ ତତ୍ୱ ଉପଦେଶ ଦିଏ ଶ୍ରୀମଦ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏପରି ଏକ ଗ୍ରନ୍ଥ ଯାହା ମଣିଷଙ୍କୁ ଜ୍ଞାନ ବୈରାଗ୍ୟ ଓ ଭକ୍ତି ସହିତ ଅନେକ ତତ୍ୱ ଉପଦେଶ ଦେଇଥାଏ। ଗୋଟିଏ ବୃକ୍ଷ ସହିତ ମଣିଷ ଶରୀରର ତୁଳନା କରି ତାହାର ସମସ୍ତ ଅନ୍ତର୍ନିହିତ ଗୁଣ, ଇନ୍ଦ୍ରିୟ ତତ୍ୱ ସହ ଶରୀର ଗଠନରେ…

ଖରାଦିନେ ପଣସ ଖାଇଲେ ମିଳେ ଏହି ଲାଭ…

ଭୁବନେଶ୍ବର: ପଣସ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ଜାଣିଛନ୍ତି କି?ଏହି ପଣସ ଗ୍ରୀଷ୍ମ ଋତୁରେ ଅଧିକ ମିଳିଥାଏ । ଅନେକ ଲୋକ କଞ୍ଚା ପଣସକୁ ତରକାରୀ କରି ଖାଇବାକୁ ଭଲପାଆନ୍ତି ତ ଆଉ କେହି କେହି ପାଚିଲା ଖାଇବାକୁ ପସନ୍ଦ କରିଥାନ୍ତି । ଏହା ପାଟିକୁ ଯେତିକି ସୁସ୍ୱାଦୁ ଲାଗିଥାଏ ଦେହ ପାଇଁ…

ଚାଲିବା ପାଇଁ ପାଖରେ ସମୟ ନାହିଁ;ଏହି ଉପାୟରେ କରନ୍ତୁ କ୍ୟାଲୋରୀ ହ୍ରାସ

ଭୁବନେଶ୍ବର: ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆମେ ଚାଲିବା,ବ୍ୟାୟାମ କିମ୍ବା ଯୋଗର ସାହାଯ୍ୟ ନେଇଥାଉ । କାରଣ ଏହି ପଦ୍ଧତିଗୁଡ଼ିକ ଆମ ଶରୀରକୁ ପ୍ରାକୃତିକ ଭାବରେ ସୁସ୍ଥ ରଖେ। ଆମେ ପ୍ରାୟତଃ ଶୁଣିଥାଉ ଯେ ବ୍ୟାୟାମ କରିବା ପାଇଁ ସମୟ ନାହିଁ, ତେବେ ଆପଣ ଚାଲିବାକୁ ଯାଇପାରିବେ। ଚାଲିବା…

ଶ୍ରୀ ଭାଗବତ ସାର ୩୮: ଅକ୍ଷୟ ସୁଖ ପାଇବା ପାଇଁ ଶ୍ରୀମଦ ଭାଗବତ ଜ୍ଞାନ ଅଧିକାରୀ ହେବା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ତାତ୍ୱିଜ ବିଭବର ଆଲୋଚନା ପ୍ରସଙ୍ଗରେ ଆମେ ଚର୍ଚ୍ଚା କରୁଥିଲେ ଶରୀର ତତ୍ୱ ସମ୍ବନ୍ଧରେ। ଯେଉଁଥିରେ ସଂଖ୍ୟା ତତ୍ୱ ସହିତ ଶରୀରକୁ ଏକ ବୃକ୍ଷ ସହିତ ତୁଳନା କରାଯାଇଥିଲା। ବର୍ତ୍ତମାନ ଆସନ୍ତୁ ଜାଣିବା ଶରୀରର କେଉଁ…

ଶ୍ରୀ ଭାଗବତ ସାର ୩୭: ଶ୍ରୀମଦ ଭାଗବତ ନିର୍ଦ୍ଦୋଷ ଓ ନିର୍ମଳ, ବୈଷ୍ଣବପ୍ରିୟ ଭକ୍ତିରସ ଯୁକ୍ତ ମହାପୁରାଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଯେହେତୁ ସ୍ୱୟଂ ଭଗବତ ସ୍ୱରୂପ ତେଣୁ ଏହା ଏକ ନିର୍ଦୋଷ ଓ ନିର୍ମଳ, ବୈଷ୍ଣବପ୍ରିୟ ଭକ୍ତିରସ ଯୁକ୍ତ ମହାପୁରାଣ। ଏହାର ଏକାଦଶ ସ୍କନ୍ଦ ଶେଷ ଶ୍ଳୋକ କହେ "ଇଦ୍ଧଂ ହରେଭଗବତୋ ରୁଚିରାବତାର, ବୀର୍ଯ୍ୟାଣି, ବାଳ ଚରିତାନି ଚ…