Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନାଇଟ୍ କର୍ଫ୍ୟୁରେ ଜାରି ରହିବ ଶିଳ୍ପାନୁଷ୍ଠାନ

ଭୁବନେଶ୍ବର : କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ସାରା ରାଜ୍ୟରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ଏହି ସମୟରେ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଇଛି ପ୍ରଶାସନ । ତେବେ ନାଇଟ୍ କର୍ଫ୍ୟୁ ସମୟରେ ଶିଳ୍ପାନୁଷ୍ଠାନ କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ…

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୪୫୧ ପଜିଟିଭ୍

ଭୁବନେଶ୍ବର : ସାରା ରାଜ୍ୟରେ କରୋନା ଆକ୍ରାନ୍ତ ବଢ଼ିବା ଏବେ ଚିନ୍ତା ବଢ଼ାଇଲାଣି । ଏହି କ୍ରମରେ ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୪୫୧ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୯୧ ଜଣ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ରହିଛି ୩୬୦ । ଏନେଇ ଟତବିଟ୍ କରି ସୂଚନା ଦେଇଛି…

ଟ୍ବିନ୍ ସିଟିରେ ନାଇଟ୍‌ କର୍ଫ୍ୟୁ, ରାତି ୮ଟାରୁ ଦୋକାନ ବଜାର ବନ୍ଦ

ଭୁବନେଶ୍ବର : ମହାମାରୀ କରୋନା ପାଇଁ ଶକ୍ତ ହୋଇଛି ପ୍ରଶାସନ । ଆଜିଠୁ ସାରା ରାଜ୍ୟରେ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବା ବେଳେ, କଟକ-ଭୁବନେଶ୍ବରରେ ଲାଗୁ ହୋଇଛି ୧୪୪ ଧାରା । ରାତି ୯ଟାରୁ ସକାଳ ୫ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର…

ବରିଷ୍ଠ ନାଗରିକ ମହାସଂଘର ବୈଠକ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ପ୍ରତିଷ୍ଠାତା କୃପାସିନ୍ଧୁ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ( ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ସଭାରେ…

ଗ୍ୟାଙ୍ଗଷ୍ଟର ହାଇଦରର ହାଇଡ୍ରାମା

୧୨୦ଘଣ୍ଟାର ଅପରେସନ ପରେ ତେଲେଙ୍ଗାନରୁ ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ହାଇଦର । ପୁଲିସର ଦୁଇଟି ଟିମ୍ ତେଲେଙ୍ଗାନା ପ।ଇ ଛାନ୍‌ଭିନ୍ ପରେ ଧରାପଡିଥିଲା ସେଖ୍ ହାଇଦର । ତେବେ ଦୀର୍ଘ ୧୬ ବର୍ଷ ପରେ ହାଇଦର ଫେରାର ହେବା ପଛରେ କିଛି ଷଡନ୍ତ୍ର ଥିଲା କି? ନା ଅଲଗା କିଛି ରହସ୍ୟ ଅଛି । ଏନେଇ ତଦନ୍ତ…

ରହସ୍ୟମୟ କୁମ୍ଭୀର ଭବ୍ୟା

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ଅସମ୍ଭବକୁ ସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି ।…

କରୋନା ରେଡ୍ ଜୋନରେ ଓଡ଼ିଶାର ୪ ଜିଲ୍ଲା, ସେସବୁ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର: ରାଜ୍ୟରେ କରୋନାର ସେକେଣ୍ଡ ଓ୍ୱେଭ୍ ଧୀରେ ଧୀରେ ବ୍ୟାପୁଛି । ଦୈନିକ ସଂକ୍ରମଣ ଏବେ ତିନି ହଜାର ଉପରେ । କରୋନା ରେଡ୍ ଜୋନରେ ରହିଛି ରାଜ୍ୟର ୪ଟି ଜିଲ୍ଲା । ଖୋର୍ଦ୍ଧା, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ଅଧିକ ରହିଛି । ଦୈନିକ ସଂକ୍ରମଣ ବି…

ଜଣଙ୍କଠୁ ୩୦ ଜଣ ସଂକ୍ରମିତ ହେଉଛନ୍ତି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନରେ କରୋନା ସଂକ୍ରମଣ ମାମଲା ୩ ହଜାର ଉପରେ ରହିଛି । ବଢ଼ୁଥିବା ସଂକ୍ରମଣ ମାମଲାକୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବାହାର ଲୋକ ସଂକ୍ରମଣ ନେଇକି ଆସିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଛତିଶଗଡ଼ରୁ…

ରାଜ୍ୟର ୩ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ, ଯାହା ଅଛି ୨-୩ ଦିନରେ ସରିଯିବ

ଭୁବନେଶ୍ୱର: କରୋନା କେସ୍ ବଢୁଛି । ଟିକା ଯୋଗାଣ କମିଛି । ରାଜ୍ୟରେ ଏବେ ବି ଟିକାର ଅଭାବ । ଏଥିପାଇଁ ୩ଟି ଜିଲ୍ଲା ଝାରସୁଗୁଡା, ନୂଆପଡ଼ାଓ  କୋରାପୁଟରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାଜ୍ୟରେ ମୋଟ୍ ୧୫ଶହ ଟୀକାକରଣ କେନ୍ଦ୍ର ଅଛି । ଏଥିରୁ ଟିକା ନଥିବାରୁ ୧୦୭୩ଟି ସେଣ୍ଟରକୁ ବନ୍ଦ…

ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୧୩୪୧ ଛୁଇଁଲା

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୨ ଲକ୍ଷ ୩୪ ହଜାର ୬୯୨ ଜଣ। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୧୩୪୧ କରୋନା…