Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନେଇ ଦେଶରେ ଚିନ୍ତା ବଢୁଥିବା ବେଳେ, ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୫୬ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସୁନ୍ଦରଗଡ଼ରୁ ସର୍ବାଧିକ ୧୦ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୭ ଜଣ ସୁସ୍ଥ ହୋଇ ଘରକୁ…

କରୋନା ପାଇଁ ଅମରାବତୀ ଓ ଆଚଲପୁରରେ ମାର୍ଚ୍ଚ ୮ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ

ମୁମ୍ବାଇ : କରୋନାକୁ ନେଇ ଚିନ୍ତାରେ ମହାରାଷ୍ଟ୍ର । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଚିନ୍ତାରେ ସରକାର । ସଂକ୍ରମଣ ବଢୁଥିବାରୁ ଏବେ ଅମରାବତୀ ଜିଲ୍ଲାର ୨ଟି ସହରରେ ଲାଗୁ ହୋଇଥିବା ଲକଡାଉନ ଅବଧିକୁ ବଢ଼ାଇଛନ୍ତି ଜିଲ୍ଲାପାଳ । ପ୍ରଥମେ ୭ଦିନ ପାଇଁ ଅମରାବତୀ ଓ ଆଚଲପୁରରେ ଲକଡାଉନ…

କରୋନାରେ ଏବେ ସୁଦ୍ଧା ୪୮ ପୋଲିସ କର୍ମୀଙ୍କ ମୃତ୍ୟୁ: ମନ୍ତ୍ରୀ

ଭୁବନେଶ୍ୱର: କରୋନାରେ ଆଜି ପର୍ଯ୍ୟନ୍ତ ମୋଟ ୪୮ ଜଣ ପୋଲିସ ମୃତ୍ୟୁ ବରଣ କରିଛନ୍ତି ବୋଲି ଶନିବାର ଦିନ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ କହିଛନ୍ତି। ଶୂନ୍ୟ କାଳରେ ମନ୍ତ୍ରୀ କହିଛନ୍ତି ଯେ କରୋନା ଡ୍ୟୁଟିରେ ନିୟୋଜିତ ୪୮ ଜଣ ପୋଲିସ କର୍ମୀ ମୃତ୍ୟୁବରଣ କରିଥିଲେ। ତେବେ ୧୦୦୨…

୨୫୦ ଟଙ୍କାରେ କରୋନା ଟିକା

ନୂଆଦିଲ୍ଲୀ : ଆସନ୍ତା ସୋମବାରରୁ ସାରା ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତୃତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏଥିସହ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବି ଟିକା ନେବେ । ଯେଉଁମାନେ ବହୁବିଧ…

ମାର୍ଚ୍ଚ ମାସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର : କରୋନା ପାଇଁ ମାର୍ଚ୍ଚ ମାସର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀ ସତର୍କତାର ସହ କରିପାରିବେ କଣ୍ଟେନମେଣ୍ଟ । ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ସର୍ବାଧିକ ୫୦୦ ଲୋକଙ୍କୁ…

ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ

ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ତିଥିରେ ଶ୍ରୀମନ୍ଦିରର ରତ୍ନ ସିଂହାସନାରୂଢ଼ ଶ୍ରୀଜିଉମାନେ ମନୋଜ୍ଞ ଗଜ ଉଦ୍ଧାରଣ ବେଶରେ ଶୋଭାୟମାନ ହୁଅନ୍ତି । ମନେପଡେ ଭକ୍ତ ସାଲବେଗଙ୍କ ସେହି ପ୍ରସିଦ୍ଧ ଭଜନରୁ - ''ହେ ନୀଳ ଶଇଳ-ପ୍ରବଳ-ମତ୍ତ ବାରଣ ମୋ ଆରତ-ନଳିନୀ ବନକୁ କର ଦଳନ ।। ଗଜରାଜ…

ଆଜି ଦେଶରୁ ୧୬ ହଜାର କୋଭିଡ୍ ପଜିଟିଭ୍, ୧୧୩ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ହଜାର ୪୮୮ ନୂଆ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୦ଲକ୍ଷ ୭୯ ହଜାର ୯୭୯କୁ ବୃଦ୍ଧି ପାଇଛି । ଦିନକରେ ମହାରାଷ୍ଟ୍ରରେ ସର୍ବାଧିକ ୮ହଜାର ୩୩୩ ନୂଆ ସଂକ୍ରମିତ…

୫ଟି ସଂକ୍ରମଣ ପ୍ରବଣ ରାଜ୍ୟର ଫେରନ୍ତାଙ୍କ ଉପରେ ରହିବ ନଜର

ଭୁବନେଶ୍ୱର: ଓଡ଼ିଶାକୁ ୫’f ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ଲାଗୁ ହେଲା କଟକଣା । ଏହି ୫ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ । ପୂର୍ବରୁ ୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଥିଲା । ୭ ଦିନ ହୋମ୍‌ ଆଇସୋଲେସନରେ ରହିବା ବାଧ୍ୟତାମୂଳକ ।…

ଆସନ୍ତା ୧ରୁ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ, ନିଜେ କରିପାରିବେ ପଞ୍ଜିକରଣ

ନୂଆଦିଲ୍ଲୀ: କରୋନା ଟିକାକରଣ ଲାଗି ଆରମ୍ଭ ହୋଇଥିବା CoWIN ଆପରେ ମାର୍ଚ୍ଚ ୧ ତାରିଖରୁ ଆପମ ନିଜେ ନାଁ ପଞ୍ଜିକରଣ କରିପାରିବେ । ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା କୋଭିଡ୍ ଟିକାକରଣ ଏମ୍ପାୱର୍ଡ କମିଟିର ଅଧ୍ୟକ୍ଷ ରାମ ସେବକ ଶର୍ମା ଏନେଇ ସୂଚନା ଦେଇଛନ୍ତି…

ଆଜି ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀଜୀଉ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଏହି୍ ବେଶରେ ଆଜି ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର । ଦ୍ୱିପହର ଧୂପ ସରିବା ପରେ ଏହି ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଏହା ପରେ ସାହାଣ ମେଲା ଦର୍ଶନ ହେବ । ଗଜଉଦ୍ଧାରଣ…