Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କ୍ରମାଗତ ସପ୍ତାହେ ଓଡ଼ିଶାରୁ ଦୈନିକ ଶହେରୁ କମ୍ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ହାରୁଛି କରୋନା, ଜିତୁଛି ଓଡ଼ିଶା । ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଗତ ସପ୍ତାହେ ହେବ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେରୁ କମ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୭୨ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୪.୧୬ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା କ୍ଷେତ୍ରରେ କୌଣସି ହ୍ରାସ ହୋଇନାହିଁ। ରିପୋଟର୍ ଅନୁଯାୟୀ, ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୧୬ ହଜାର ୮୮୮ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଯାହା ପରେ ମୋଟ ମାମଲା ୧୦ କୋଟି ୬୩ ଲକ୍ଷ ୨୨ ହଜାର ୩୯୮ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା…

ଦେଶରେ ଆଜି କରୋନା ନେଲା ୭୮ ଜୀବନ, ଦେଢ଼ ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବି ନିୟନ୍ତ୍ରଣକୁ ଆସୁଛି । ଗତ ୨୪ ଘଣ୍ଟାରେ ଦେଶରେ ପୁଣି ଶହେ ତଳକୁ ଖସିଛି ଡେଥ୍ କେସ୍ । ସାରା ଦେଶରୁ ୭୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମହାମାରୀ ନେଲାଣି ୧ଲକ୍ଷ…

ଛୁଆଙ୍କ ଉପରେ ଖୁବଶୀଘ୍ର ପରୀକ୍ଷଣ ହୋଇପାରେ କୋଭିଡ୍ ଭ୍ୟାକ୍ସିନ୍ କୋଭାକ୍ସିନ୍

ନାଗପୁର: ପିଲାଙ୍କୁ ବିଦ୍ୟାଳୟ ପଠାଇବାକୁ ଡରୁଛନ୍ତି ଅଭିଭାବକ । ବିଶେଷକରି କରୋନା ସଂକ୍ରମଣକୁ ଦେଖି ଛୋଟଛୁଆଙ୍କୁ ପ୍ରାଥମିକ ବିଦ୍ୟାଳୟ ପଠାଇବାକୁ ଭୟଭୀତ ଅଛନ୍ତି । ଆଉ ୧୮ ବର୍ଷରୁ କମ୍ ବୟସ୍କଙ୍କ ଲାଗି କୋଭିଡ୍ ଭ୍ୟାକ୍ସିନ୍ କେବେ ଆସିବ ସେ ଅପେକ୍ଷାରେ ଅଛନ୍ତି ସମସ୍ତେ । ଖୁବଶୀଘ୍ର ଏହି…

ପ୍ରକୃତି ଓ ସଂସ୍କୃତିର ମିଳନ ସ୍ଥଳୀ ଅସ୍ତରଙ୍ଗର ଜାହାନିଆ ପୀଠ

ଭୁବନେଶ୍ୱର: ଅସ୍ତରଙ୍ଗର ଜାହାନିଆ ପୀଠ। ଯେଉଁଠି ମିଳନ ଘଟିଛି ପ୍ରକୃତି ଓ ସଂସ୍କୃତିର। ରାଜଧାନୀ ଭୁବନେଶ୍ୱର ଠାରୁ ପ୍ରାୟ ୮୦ କିମି ଦୂରରେ ଥିବା ଜାହାନିଆ ପୀଠରେ ଭରି ରହିଛି ଅମାପ ପ୍ରାକୃତିକ ସୌନ୍ଦର୍ଯ୍ୟ। ଏଠାରେ ରହିଛି ସୁଫି ସନ୍ଥ ପିର ମୁକୋଦମ ଜାହାନିଆଙ୍କ ସମାଧୀସ୍ଥଳ ବା ଦର୍ଘା ।…

ଧଉଳି-କଳିଙ୍ଗ ଉତ୍ସବର ପ୍ରଥମ ସନ୍ଧ୍ୟା, ଓଡିଶୀରେ ଦଶାବତାରର ନୂଆ ପ୍ରୟୋଗ ଓ କଥକର ରୋମାଞ୍ଚ

ଧଉଳି –କଳିଙ୍ଗ ଉତ୍ସବର ଆରମ୍ଭ ହୋଇଥିଲା ଓଡିଶୀ “ଦଶାବତାର” ନୃତ୍ୟରୁ। ଶାନ୍ତି ଓ ସମତାର ପ୍ରତୀକ ଧଉଳି ଗିରି ପାଦଦେଶରେ ଓଡିଶା ଡାନ୍ସ ଏକାଡେମି ଦ୍ଵାରା ଆୟୋଜିତ ଏହି ଉତ୍ସବ ରାଜ୍ୟ ପର୍ୟଟନ ବିଭାଗର ସ୍ଵତନ୍ତ୍ର ମାନ୍ୟତା ପାଇଛି ଓ ଗତ କିଛି ବର୍ଷଧରି ରାଜ୍ୟ ସରକାର ଏହି ଉତ୍ସବ ଆୟୋଜନର…

CoWIN ପଞ୍ଜିକରଣ ଲାଗି ଆଧାର ବାଧ୍ୟତାମୂଳକ ନୁହେଁ: ମନ୍ତ୍ରୀ

ନୂଆଦିଲ୍ଲୀ: ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଟୀକାକରଣ କରିବାର ପ୍ରଥମ ପର୍ଯ୍ୟାୟ ଭାରତରେ ସମ୍ପୂର୍ଣ୍ଣ ହୋଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ। ଯଦିଓ ସାଧାରଣ ଜନତା କିପରି ଏହି ଟିକା ପାଇଁ ପଞ୍ଜୀକୃତ ହେବେ ସେନେଇ ଏଯାଏଁ ସ୍ପଷ୍ଟ ହୋଇନାହିଁ। ତଥାପି…

ଓଡ଼ିଶାରୁ ଦିନକରେ ୧୦୯ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୨ ହଜାର ୮୪୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ରାଜ୍ୟରେ ଆଉ ୮୨ ନୂଆ କରୋନା ଆକ୍ରନ୍ତ ଚିହ୍ନଟ

ଭୁବନେଶ୍ବର : ଆଜି ରାଜ୍ୟରୁ ଆଉ ୮୨ ନୂଆ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯ ଜଣ ସଂଗରୋଧରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୩ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୫୪୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

ଦେଶରେ ଆଉ ୧୧ ହଜାର ୭୧୩ କରୋନା ସଂକ୍ରମିତ ଚିହ୍ନଟ, ଟିକା ନେଲେଣି ୫୪ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ଅନ୍ୟପଟେ ଜାରି ରହିଛି କୋଭିଡ୍ ଟିକାକରଣ । ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୭୧୩ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୯୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ହଜାର ୪୮୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ…