Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୧୪ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦଯାପିତ

ଭୁବନେଶ୍ୱର : ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଆୟୋଜିତ  ୧୪ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦଯାପିତ ହୋଇଯାଇଛି। ଗତ ତିନି ଦଶନ୍ଧି ଧରି ତ୍ରିଧାରା ଅନୁଷ୍ଠାନ ବିଶ୍ୱର ପ୍ରତ୍ୟେକ କୋଣରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଗୁରୁ ଦେବପ୍ରସାଦ ଦାସଙ୍କ ପରମ୍ପରାକୁ ବଜାୟ ରଖିବାର ପ୍ରୟାସ…

ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହରରେ ବଢ଼ିଲା ନାଇଟ୍ କର୍ଫ୍ୟୁ ଅବଧି

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଗୁଜୁରାଟ ସରକାରଙ୍କ ବଡ଼ ନିଷ୍ପତ୍ତି । ସଂକ୍ରମଣକୁ ରୋକିବା ପାଇଁ ଗୁଜୁରାଟର ୪ଟି ସହରରେ ନାଇଟ୍ କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଛି । ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହରରେ ଲାଗୁ ହେବ ନାଇଟ କର୍ଫ୍ୟୁ ।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ କମୁଛି କରୋନା ମହାମାରୀ କାୟା । ସଂକ୍ରମଣ ସଂଖ୍ୟା କମୁଥିବା ବେଳେ, ସୁସ୍ଥ ହୋଇ ଫେରୁଛନ୍ତି କରୋନା ଆକ୍ରାନ୍ତ । ଆଜି ରାଜ୍ୟରୁ ଆଉ ୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ପୁରୀରୁ ୧୧,…

କାବୁ ହେଉଛି କରୋନା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ୨ଟି ଆଶ୍ୱସ୍ତିକର ଖବର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା କମୁଥିବା ବେଳେ ଆଉ ୨ଟି ଖୁସି ଖବର ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ପ୍ରଥମଟି ହେଉଛି- ୩୩ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୫ ହଜାରରୁ କମ୍ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ଦ୍ୱିତୀୟଟି ହେଉଛି ବିଗତ ୨୪ ଘଣ୍ଟାରେ ୧୮ ରାଜ୍ୟ ଓ…

 ଛଉ ନୃତ୍ୟ ସହିତ ତବଲା ଓ ଓଡ଼ିଶୀ ସଙ୍ଗୀତରେ ଦର୍ଶକ ବିମୋହିତ

ଭୁବନେଶ୍ୱର : ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଆୟୋଜିତ ୧୪ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଓଡିଶୀ ଓ ଛଉ ନୃତ୍ୟ ସହିତ ତବଲା ବାଦନ ଏବଂ ଓଡ଼ିଶୀ ସଙ୍ଗୀତର ସୁନ୍ଦର ମିଶ୍ରଣରେ ରବୀନ୍ଦ୍ର ମଣ୍ଡପରେ ଦର୍ଶକ ବିମୋହିତ ହୋଇଥିଲେ । କଟକ କଳା ବିକାଶ କେନ୍ଦ୍ରର ଶିଳ୍ପୀ…

ଆଜି ରାଜ୍ୟର ୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୮୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଏବେ ରାଜ୍ୟରୁ ପ୍ରତିଦିନ ଶହେରୁ କମ୍ କରୋନା ଆକ୍ରାନ୍ତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୮୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୧ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବଧିକ ୨୭ ସଂକ୍ରମିତ…

ଦେଶରୁ ଆଜି ୧୧ ହଜାର କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୯ ହଜାର, ୯୦ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କାୟା କମିଥିଲେ ବି ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଅଧିକ ସଂକ୍ରମିତ ଓ ସୁସ୍ଥ ହୋଇଛନ୍ତି କମ୍ । ୧୧ହଜାର ୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯ହଜାର ୪୮୯ ସଂକ୍ରମିତ ।…

ରାଜ୍ୟରେ ଆଜିଠୁ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହେଉଛି କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ । ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଆଜିଠାରୁ ଦ୍ୱିତୀୟ ଡୋଜ ଦିଆଯିବ । ନିର୍ଦ୍ଧାରିତ ତାରିଖ ଅନୁସାରେ ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍ । ଯେଉଁମାନେ କୋଭିସିଲ୍ଡ…

ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷ ପକ୍ଷରୁ ଜାତି ନନ୍ଦିଘୋଷ କନକ୍ଳେଭ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷପୂର୍ତ୍ତି ଉପଲକ୍ଷେ  'ଜାତି ନନ୍ଦିଘୋଷ କନକ୍ଳେଭ'  ଆୟୋଜିତ ହୋଇଯାଇଛି ।   ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଫେସର ନାୟକଙ୍କ…

କରୋନାରୁ ସୁସ୍ଥ ହେଲେ ଆଉ ୧୦୩ ଜଣ ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ଖୁସି ଖବର । ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୧୦୩ ଜଣ କରୋନା ଆକ୍ରାନ୍ତ । କଟକରୁ ୧୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ସୁନ୍ଦରଗଡ଼ରୁ ୧୬, ବରଗଡ଼ରୁ ୧୨, ଝାରସୁଗୁଡ଼ାରୁ ୧୧, ଅନୁଗୁଳରୁ ୧୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ସମ୍ବଲପୁରରୁ ୬,…