Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିଶ୍ୱ କରୋନା; ସଂକ୍ରମିତଙ୍କ ସଂଖ୍ୟା ୯.୩୫ କୋଟି ପାର୍‌ କରିଥିବା ବେଳେ ୨୦ ଲକ୍ଷ ଅତିକ୍ରମ କଲାଣି କରୋନା ଜନିତ…

ନୂଆଦିଲ୍ଲୀ: ବିଶ୍ୱରେ କରୋନାଭାଇରସ୍ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ କରୋନୋ ଭାଇରସ୍ ଯୋଗୁଁ ୨ ମିଲିୟନ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହା ବ୍ୟତୀତ ଗତ ବର୍ଷ ଜାନୁଆରୀରେ ଚାଇନାରୁ ୯ କୋଟି ୩୫ ଲକ୍ଷ ୧୮ ହଜାର ୧୮୨ ଲୋକ ଏହି ଭୂତାଣୁ…

ପ୍ରତୀକ୍ଷାର ଅନ୍ତ: ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ । ବିଶ୍ୱରେ ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ କରିଛି ଭାରତ । ଦେଶବ୍ୟାପୀ କୋଭିଡ୍ ଟିକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆରେ ଦେଶର ୩ହଜାରରୁ ଅଧିକ କେନ୍ଦ୍ରରେ ଟିକାକରଣପ ସେ ଶୁଭାରମ୍ଭ କରିଛନ୍ତି । ପ୍ରତି…

ଲକ୍ଷେ ୫୨ ହଜାର ଟପିଲା ଦେଶରେ କରୋନା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟାରେ ୧୫ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ମହାମାରୀ ସହ ଲଢ଼େଇ ଭିତରେ ଆଜି ଆରମ୍ଭ ହେଉଛି ଟିକାକରଣ । ଏହାସହ ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୫ ହଜାର ୧୫୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫ଲକ୍ଷ ୪୨ହଜାର ୮୪୧କୁ ବୃଦ୍ଧି ପାଇଛି ।…

ଓଡ଼ିଶାର ୧୬୧ଟି କେନ୍ଦ୍ରରେ ଟିକାକରଣ, ଫିଡବ୍ୟାକ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ଟିକାକରଣ ପାଇଁ ତୟାର ଓଡ଼ିଶା । ଆଉ କିଛି ସମୟ ପରେ ଆରମ୍ଭ ହେବ ମହାଅଭିଯାନ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏହାର ଶୁଭାରମ୍ଭ ହେବ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସହ ବିଭାଗର ବହୁ ବରିଷ୍ଠ ଅଧିକାରୀ…

ବାଲୁକାକଳାରେ ଟିକାକରଣ ସଚେତନତାର ବାର୍ତ୍ତା

ପୁରୀ: କରୋନା ଟିକାକରଣ ନେଇ ବାଲୁକା କଳା । ପୁରୀ ବେଳାଭୂମିରେ ବାଲୁକା କଳାରେ ଟିକାକରଣ ନେଇ ସଚେତନତାର ବାର୍ତ୍ତା ଦେିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକ । ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ବିଶାଳ ବାଲୁକା କଳାରେ ବୃହତ ଟିକାକରଣ ଅଭିଯାନରେ ସମସ୍ତଙ୍କୁ…

ଟିକା ନେବ ଭାରତ: ବିଶ୍ୱର ସବୁଠୁ ବଡ଼ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ମହାଅଭିଯାନର ଆଜି ଶୁଭାରମ୍ଭ କରିବ ଭାରତ । ଆରମ୍ଭ ହେବ ବିଶ୍ୱର ସବୁଠୁ ବଡ଼ ଟିକାକରଣ । କୋଭିଡ୍ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫେରେନ୍ସିଂରେ ସକାଳ ସାଢ଼େ ୧୦ଟାରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଡ୍ରାଇଭ୍‌ର…

ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସଂଧ୍ୟା, ଓଡିଶୀ ନୃତ୍ୟର କମନୀୟ ପ୍ରଦର୍ଶନ

ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଉମା ମହେଶ୍ୱର ସ୍ତ୍ରୋତ୍ରରୁ, ଯାହାକୁ ପରିବେଶଣ କରିଥିଲେ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ଓ ସାଥୀ ।…

ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ ପାଇଁ ସୁନ୍ଦରଗଡ଼ ପ୍ରସ୍ତୁତ, ୮ଟି କେନ୍ଦ୍ରରେ ଦିଆଯିବ ଟିକା

ସୁନ୍ଦରଗଡ଼ : ଆସନ୍ତାକାଲିଠାରୁ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେଉଛି। ଏହି ପ୍ରକ୍ରିୟାରେ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ସାମିଲ ହୋଇଛି। ଜିଲ୍ଲାରେ ୮ଟି କେନ୍ଦ୍ର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୧୧ ହଜାର ୫୦ଟି ଟିକା ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ…

ଓଡ଼ିଶାରେ ୩ ଲକ୍ଷ ୨୯ ହଜାର ଟପିଲା ଆରୋଗ୍ୟ ମାମଲା

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୫୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୯ ହଜାର ୦୮୮ରେ ପହଞ୍ଚିଛି। https://twitter.com/HFWOdisha/status/1350063267410968576?s=19 ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ, ଆଜି ୪ ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଚିହ୍ନଟ ନୂଆ ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୨ ଜଣ କରୋନା ପଜିଟିଭ…