Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟରୁ ୨୪ ଘଣ୍ଟାରେ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଦୈନିକ କେସ୍ କମିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୮୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୦୮ ସଂକ୍ରମିତ । ଲୋକାଲ୍ କଣ୍ଟାକ୍ଟ କେସ୍ ୭୮ଟି ରହିଛି । ୨୬ ଜିଲ୍ଲା ଓ…

ଦେଶରେ ୨୪ ଘଣ୍ଟାରେ ୧୫ ହଜାର ୫୯୦ ନୂଆ ଆକ୍ରାନ୍ତ ଚିହ୍ନଟ; ମୃତ୍ୟୁ ସଂଖ୍ୟା ୧୯୧

ନୂଆଦିଲ୍ଲୀ: ଦେଶରେ ନିୟମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗତ କିଛି ଦିନ ହେବ ୨୦ ହଜାରରୁ କମ୍ ମାମଲା ରୁଜୁ ହୋଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୫ ହଜାର ୫୯୦ ନୂଆ ମାମଲା ରୁଜୁ ହୋଇଥିଲା।…

ବିଶ୍ୱ କରୋନା: ୯ କୋଟି ୩୪ ଲକ୍ଷ ଅତିକ୍ରମ କଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ବିପର୍ଯ୍ୟୟର ପ୍ରଭାବ ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ବିଶ୍ୱରେ ୭ ଲକ୍ଷ ୨୫ ହଜାରରୁ ଅଧିକ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଏଭଳି ପରିସ୍ଥିତିରେ କରୋନା ବୃଦ୍ଧି ମାମଲା ଚିନ୍ତାର ବିଷୟ ପାଲଟିଛି। ଏଥି ସହିତ, ବିଶ୍ୱରେ…

ଓଡ଼ିଶା ପର୍ଯ୍ୟଟନର ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦଘାଟିତ, ପ୍ରଥମ ସନ୍ଧ୍ୟାରେ ମୀରା ଦାସଙ୍କର ଶବରୀ ଚରିତ

ତିନିଦିନ ଧରି ହେବାକୁ ଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦ୍‍ଘାଟନ ହୋଇଥିଲା । ଆଜି ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପଣ୍ଡିତ ମହେଶ୍ୱର ରାଓ ଓ ସାଥୀଙ୍କ ଦ୍ୱାରା ଛଅ ପଦ ଓ ଛଅ ରାଗରେ…

କୁମ୍ଭୀର ଗଣନା ପାଇଁ କାଲିଠୁ ଭିତରକନିକା ବନ୍ଦ

ପଟ୍ଟାମୁଣ୍ଡାଇ : କୁମ୍ଭୀର ଗଣନା ପାଇଁ ଶୁକ୍ରବାରଠାରୁ ବନ୍ଦ ରହିବ କେନ୍ଦ୍ରାପଡାରେ ଥିବା ବିଶ୍ବ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା । କାଲିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇ ଆସନ୍ତା ୨୩  ତାରିଖ ପର୍ଯ୍ୟନ୍ତ ଚାଲିବ। ୯ ଦିନ ଧରି କୁମ୍ଭୀର ଗଣନା କରାଯିବ । ନଦୀ, ନାଳ, ଜଳାଶୟ ଭିତରେ ଥିବା…

ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୂଙ୍କ ମକରନୀତି । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୂଖ ଯାତ୍ରା ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀ ନିର୍ଘଣ୍ଟ କରାଯାଇଛି । ଆଜି…

ପବିତ୍ର ଗଙ୍ଗା ସ୍ନାନ ସହ ଆରମ୍ଭ ହେଲା କୁମ୍ଭ ମେଳା

ନୂଆଦିଲ୍ଲୀ : ଆଜି ସାରା ଦେଶରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଉଛି । ମକର ସଂକ୍ରାନ୍ତିରେ ଗଙ୍ଗାରେ ବୁଡ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଏହାସହ କୁମ୍ଭ ମେଳା ମଧ୍ୟ ଆରମ୍ଭ ହୋଇଛି । ହାଡଭଙ୍ଗା ଶୀତରେ ଶ୍ରଦ୍ଧାଳୁ ହରିଦ୍ବାର, ଗଙ୍ଗାସାଗର ସମେତ ବିଭିନ୍ନ ସ୍ଥାନରେ ଗଙ୍ଗା ନଦୀରେ…

ମକର ସଂକ୍ରାନ୍ତି’ ଲାଗି ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ‘ମକର ସଂକ୍ରାନ୍ତି’ । ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ଏହି ପର୍ବ ପାଳନର ଅନେକ ମହତ୍ତ୍ୱ ରହିଥିବା ବେଳେ ଆଜିଠାରୁ ଧିରେ ଧିରେ ଦିନ ବଡ ହୋଇଥାଏ। ଏହି ଦିନ ଗଙ୍ଗାରେ ସ୍ନାନ କଲେ, ମୋକ୍ଷ ପ୍ରାପ୍ତି ଓ ଦାରିଦ୍ର‌୍ୟରୁ…

ମକର ସଂକ୍ରାନ୍ତିକୁ ନେଇ କ’ଣ ରହିଛି ଲୋକ ବିଶ୍ୱାସ,ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି । ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ…

ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନବାଙ୍କ ବେଶ

ପୁରୀ: ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ନବାଙ୍ଗ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ଆଳତୀ ବେଶରେ ମାଳଚୂଆ ଖୁଣ୍ଟିଆ ଓ ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥାନ୍ତି । ଏହି ଦିନ ବଡ ସିଂହାର ବେଶରେ ସୋଲ ଓ…