Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡ଼ିଶାରେ ୩ହଜାରକୁ ଖସିଲା କରୋନା ଆକ୍ଟିଭ୍ କେସ୍, ୨୪ ଘଣ୍ଟାରେ ୩୬୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ । ମୃତ୍ୟୁସଂଖ୍ୟା ବି ଖସୁଛି । ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରୁଛନ୍ତି । ରାଜ୍ୟରେ ଖସୁଛି ଆକ୍ଟିଭ୍ କେସ୍ । ପ୍ରଥମ ଥର ପାଇଁ ଚାରି ହଜାର ତଳକୁ କରୋନା ସକ୍ରିୟ ମାମଲା ଖସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୬୮…

ଦେଶରେ ୪ ଲକ୍ଷ ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍, କମୁଛି ଦୈନିକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧୀରେ ଧୀରେ କମିବାରେ ଲାଗିଛି । ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ନିୟନ୍ତ୍ରଣକୁ ଆସୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୨ହଜାର ୯୮୧ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୬ଲକ୍ଷ ୭୭ହଜାର ୨୦୩କୁ ବୃଦ୍ଧି ପାଇଛି । ଦେଶରେ…

ଭାରତରେ ‘କୋଭିସିଲଡ୍’ ଟିକାର ଜରୁରିକାଳୀନ ବ୍ୟବହାର ଅନୁମତି ମାଗିଲା ସେରମ୍ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ଫାଇଜର ପରେ ସେରମ୍ ଇନଷ୍ଟିଚ୍ୟୁଟ୍ । ଭାରତରେ କୋଭିସିଲ୍ଡ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଶି କୋଭିସିଲ୍ଡ ଟିକା ବିକଶିତ କରୁଛି ସେରମ୍ । ଜରୁରୀ ବ୍ୟବହାର କରିବାକୁ କମ୍ପାନୀ ଡ୍ରଗ୍ସ…

ଓଡ଼ିଶାରୁ ସୁସ୍ଥ ହେଲେ ୫୭୦ କରୋନା ରୋଗୀ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୭୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…

କରୋନା ଭ୍ୟାକସିନକୁ ନେଇ କେନ୍ଦ୍ରର ଗାଇଡଲାଇନ ମାନିବ ଓଡ଼ିଶା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡିଶା କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ରବିବାର ଦିନ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟ ଏବଂ ଆଗଧାଡିର କର୍ମଚାରୀଙ୍କୁ…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଆଜି ୩୧ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରେ ଗୋଟିଏ ଦିନରେ ୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୬ ଓ ସ୍ଥାନୀୟ ଅଂଚଳରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ୪୦ ଜଣ ସୁସ୍ଥ…

ବିଶ୍ୱର ଏକମାତ୍ର ମନ୍ଦିର, ଯେଉଁଠି ଭକ୍ତଙ୍କୁ ପ୍ରବେଶ ମନା

ଭୁବନେଶ୍ୱର: ଆମ ମଧ୍ୟରୁ ଅଧିକାଂଶ ଲୋକେ ବିଶ୍ୱାସ ଓ ସମସ୍ୟାର ସମାଧାନ ଲାଗି ମନ୍ଦିର ଯାଇଥାନ୍ତି । ହେଲେ କେବେ ମନ୍ଦିରକୁ ଯାଇ ଭକ୍ତ କିମ୍ବା ଶ୍ରଦ୍ଧାଳୁ ଭୟଭୀତ ହେବା କଥା ଶୁଣିଛନ୍ତି କି ? ଆଜି ଆମେ ଏମିତି ଏକ ମନ୍ଦିର ବିଷୟରେ ଜାଣିବା, ଯେଉଁଠି ଲୋକେ ପ୍ରବେଶ କରିବା ତ ଦୂରର କଥା ପାଖଦେଇ…

ଏମିତି ଏକ ଗାଁ, ଯେଉଁଠି ଜୋତା ପିନ୍ଧିବା ଅଭିଶାପ !

ମଦୁରାଇ: ସଦ୍ୟ ସ୍ଥିତିରେ ଭଳିକିଭଳି ଜୋତା ପିନ୍ଧିବା ଏବେ ଟ୍ରେଣ୍ଡ ସେଟ୍ଟର୍ ପାଲଟିଛି । ଏପରିକି ଲୋକେ ଦେହର ଲୁଗା ସହ ଜୋତାକୁ ମ୍ୟାଚିଂ କରିବାକୁ ପସନ୍ଦ କରିଥାନ୍ତି । ହେଲେ ଆଜିର ଆଧୁନିକ ଯୁଗରେ ଭାରତରେ ଏମିତି ଏକ ଗାଁ ରହିଛି, ଯେଉଁଠି ଲୋକେ ଜୋତା କମ୍ବା ଚପଲ ନାଁ ଶୁଣିଲେ କ୍ରୋଧିତ…

ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୭୭୧କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ କରୋନା ମୃତ୍ୟୁସଂଖ୍ୟା କମିଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୬ ଜଣ ଆକ୍ରାନ୍ତ । ୫ଟି ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି ।…

ରାଜ୍ୟରୁ ୨୪ ଘଣ୍ଟାରେ ୩୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା । ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଛି ମହାମାରୀ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ବି ଦୈନିକ ସଂକ୍ରମଣରେ ବ୍ରେକ୍ ଲାଗୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୯୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ…