Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏମିତି ଏକ ଗାଁ, ଯେଉଁଠି ଜୋତା ପିନ୍ଧିବା ଅଭିଶାପ !

ମଦୁରାଇ: ସଦ୍ୟ ସ୍ଥିତିରେ ଭଳିକିଭଳି ଜୋତା ପିନ୍ଧିବା ଏବେ ଟ୍ରେଣ୍ଡ ସେଟ୍ଟର୍ ପାଲଟିଛି । ଏପରିକି ଲୋକେ ଦେହର ଲୁଗା ସହ ଜୋତାକୁ ମ୍ୟାଚିଂ କରିବାକୁ ପସନ୍ଦ କରିଥାନ୍ତି । ହେଲେ ଆଜିର ଆଧୁନିକ ଯୁଗରେ ଭାରତରେ ଏମିତି ଏକ ଗାଁ ରହିଛି, ଯେଉଁଠି ଲୋକେ ଜୋତା କମ୍ବା ଚପଲ ନାଁ ଶୁଣିଲେ କ୍ରୋଧିତ…

ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୭୭୧କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ କରୋନା ମୃତ୍ୟୁସଂଖ୍ୟା କମିଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୬ ଜଣ ଆକ୍ରାନ୍ତ । ୫ଟି ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି ।…

ରାଜ୍ୟରୁ ୨୪ ଘଣ୍ଟାରେ ୩୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା । ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଛି ମହାମାରୀ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ବି ଦୈନିକ ସଂକ୍ରମଣରେ ବ୍ରେକ୍ ଲାଗୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୯୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ…

ଭାରତରେ ଜରୁରୀ ଟିକାକରଣ ଅନୁମତି ମାଗିଲା ଫାଇଜର୍

ନୂଆଦିଲ୍ଲୀ: ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଛି ଆମେରିକୀୟ ଟିକା ନିର୍ମାତା କମ୍ପାନୀ ଫାଇଜର। ଏନେଇ ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ(DCGI) ଅନୁମୋଦନ ପାଇଁ ଆବେଦନ କରିଛି ଫାଇଜର । ଏହି ଟିତା ୯୫ ପ୍ରତିଶତ ସୁରକ୍ଷିତ ବୋଲି ଟ୍ରାଏଲ ବେଳେ ଦାବି କରିଥିଲା କମ୍ପାନୀ ।…

ଦିନକରେ ଦେଶରେ ୧୧ ଲକ୍ଷ କୋଭିଡ୍ ଟେଷ୍ଟ, ୩୬ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ୯୬ ଲକ୍ଷ ପାର କରିଛି କରୋନା ସଂକ୍ରମଣ । ଏବେ ଦୈନିକ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ଲକ୍ଷ ୧ହଜାର ୬୩ଟି କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୩୬ହଜାର ୧୧ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୬ଲକ୍ଷ ୪୪ହଜାର ୨୨୨କୁ…

ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର କଳ୍ପବଟ ସମ୍ପର୍କରେ ଜାଣନ୍ତୁ କିଛି ଅଲୌକିକ କଥା…

ଭୁବନେଶ୍ୱର: ଅନେକ ଇତିହାସ, କିମ୍ବଦନ୍ତୀ,ତଥା ରହସ୍ୟକୁ ନିଜ ଭିତରେ ଧରି ରଖିଛି ପୁରୀର ଦିବ୍ୟ ଶ୍ରୀମନ୍ଦିର। ମହାପ୍ରଭୁଙ୍କ ଏହି ମନ୍ଦିରର ପ୍ରତି କୋଣ ଅନୁକୋଣରେ ଭାଟି ରହିଛି କଳା, ଭାସ୍କର୍ଯ୍ୟ, ସଂସ୍କୃତି ସାଙ୍ଗକୁ ଅନେକ ଅଲୌକିକ ଗାଥା। ଏହି ଦେଉଳର ପ୍ରତିଟି ପଥରରେ ଜଡ଼ିତ ଭିନ୍ନ ଭିନ୍ନ…

କିପରି ହେଲା କୋଣାର୍କ ମନ୍ଦିରର ଅବକ୍ଷୟ; କ’ଣ କହେ କିମ୍ବଦନ୍ତୀ

ଭୁବନେଶ୍ୱର:କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର  । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ…

ନେଦରଲ୍ୟାଣ୍ଡରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ଆମଷ୍ଟରଡ଼ମ : ନେଦରଲ୍ୟାଣ୍ଡ ସ୍ଥିତ ଓଡ଼ିଆ ସାମାଜିକ ଓ ସାଂସ୍କୃତିକ ସଂଘ (ଓ ସ କା ନ ) ତରଫରୁ ଚଳିତ ବର୍ଷ ପବିତ୍ର କାର୍ତିକ ପୁର୍ଣିମା ପର୍ବ ଏବଂ ବୋଇତ ବନ୍ଦାଣ ଉତ୍ସବ ଏକ ଅନନ୍ୟ ଶୈଳୀରେ ପାଳନ କରାଯାଇଥିବା ଜଣାଯାଇଛି | ବିଗତ ୪ବର୍ଷ ହେଲା ଏଠାକାର ପ୍ରବାସୀ ଓଡ଼ିଆ ମାନେ ସପରିବାର ସହିତ…

ଋଷର ମସ୍କୋରେ ଆରମ୍ଭ ହେଲା ଟୀକାକରଣ, ଖୋଲିଲା ୭୦ ଭ୍ୟାକସିନ୍ ସେଣ୍ଟର

ମସ୍କୋ: ଋଷର ରାଜଧାନୀ ମସ୍କୋରେ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍-୧୯ ଟୀକାକରଣ । ଯେଉଁମାନଙ୍କୁ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି, ସେହିମାନଙ୍କୁ ଏହି ଟିକା ଦିଆଯାଉଛି । ଋଷ ନିଜର ସ୍ପୁଟନିକ୍-ଭି ଟିକା ଦେଉଛି । ହଜାର ହଜାର ଲୋକ ଟୀକାକରଣ ପାଇଁ ପଞ୍ଜିକରଣ କରିଛନ୍ତି । ସ୍ପୁଟନିକ୍-ଭି…

ଓଡ଼ିଶାରୁ ସୁସ୍ଥ ହେଲେ ୬୦୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୦୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି। ତେବେ ୬୦୫ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍…