Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନାରୁ ମୁକ୍ତି ଦେଇପାରିବ ବିସିଜି ଟିକା: ଆଇସିଏମଆର୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବା ବେଳେ ଆଇସିଏମଆର୍ ପକ୍ଷରୁ ଏକ ଆଶ୍ୱସ୍ଥୀକର ଖବର ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ ଟିବି ତଥା ଯକ୍ଷ୍ମା ରୋଗରୁ ଉପଶମ ପାଇଁ ବ୍ୟବହୃତ ହେଉଥିବା ବିସିଜି ଟିକା ଏବେ କରୋନା ଭାଇରସ୍ ବିରୋଧରେ ଲଢେଇ କରିବା ଲାଗି ସହାୟକ ହେବ । ଏହାଛଡା ବୟସ୍କ…

ଭୁବନେଶ୍ୱରରୁ ୯୩ ନୂଆ କୋଭିଡ ପଜିଟିଭ ଚିହ୍ନଟ; ୨୫୪ ଆରୋଗ୍ୟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୯୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ୯୮୫ ରହିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର…

ଓଡ଼ିଆ ସଂସ୍କୃତିର ନିଆରା ଜହ୍ନି ଓଷା; କିପରି ଓ କାହିଁକି ହୁଏ ପାଳନ

ଭୁବନେଶ୍ୱର: ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହୁଏ। ଜହ୍ନି ଓଷା ଓଡ଼ିଶାରେ ପାଳିତ ହେଉଥିବା ପର୍ବ ମନଙ୍କ ମଧ୍ୟରୁ ଅନ୍ୟତମ। ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ । ଏହି ଓଷା କୁମାରୀମାନଙ୍କଦ୍ୱାରା ପାଳିତ ହୋଇଥାଏ ଓ କୁମାର ପୂର୍ଣ୍ଣିମା ଦିନ…

ଆସନ୍ତାକାଲି ଶରଦ ପୂର୍ଣ୍ଣିମା; ଜାଣନ୍ତୁ, ଏହିଦିନର ମହତ୍ତ୍ୱ

ଭୁବନେଶ୍ୱର: ଆସନ୍ତାକାଲି ଶରଦ ପୂର୍ଣ୍ଣିମା। ଆଶ୍ୱିନ ମାସ ଶୁକ୍ଲ ପକ୍ଷର ପୂର୍ଣ୍ମିମାକୁ ଶରଦ ପୂର୍ଣ୍ଣିମା କୁହାଯାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ସାରା ବର୍ଷରେ କେବଳ ଏହି ଦିନ ଚନ୍ଦ୍ର ୧୬ କଳାରେ ପୂର୍ଣ୍ଣ ହୋଇଥାଏ ଏବଂ ଏଥିରୁ ବାହାରୁଥିବା କିରଣ ରାତ୍ରିରେ ଅମୃତ ବର୍ଷା କରିଥାଏ ।…

ସମସ୍ତଙ୍କୁ ମିଳିବ କରୋନା ଟିକା: ମୋଦି

ନୂଆଦିଲ୍ଲୀ: ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା । କୌଣସି ବି ଜଣେ ଭାରତୀୟ କରୋନା ଟିକାରୁ ବଂଚିତ ହେବେ ନାହିଁ । ଏନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କହିଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୮…

ରାଜ୍ୟରେ ପୁଣି କରୋନା ନେଲା ୧୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । କିନ୍ତୁ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି । ପ୍ରତିଦିନ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଉଛି କିଲର ଭାଇରସ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୧୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।…

ରାଜ୍ୟରେ ୧୬୧୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ମିଟର । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ତଳେ ରହୁଛି । ଗତ ୨୪ ଘଂଟାରେ ରାଜ୍ୟରେ୧୬୧୭  ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୯୪୧ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ  ୬୭୬ଟି  ହେଉଛି ଲୋକାଲ୍…

ଦେଶରେ ୮୦ ଲକ୍ଷ କରୋନା ସଂକ୍ରମିତ, ସୁସ୍ଥ ହେଲେଣି ୭୩ ଲକ୍ଷ

ନୂଆଦିଲ୍ଲୀ: ଦେଶରେ ୮୦ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୪୯ ହଜାର ୮୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୪୦ ହଜାର ୨୦୩କୁ ବୃଦ୍ଧି ପାଇଛି । ଏହି ସମୟରେ ଦେଶରେ କରୋନା ନେଇଛି ଆଉ ୫୧୭…

‘ଭୁୁବନେଶ୍ୱରରେ କମୁଛି ସଂକ୍ରମଣ’

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମୁଛି ସଂକ୍ରମଣ । ତଳମୁହାଁ ହେଉଛି କରୋନା ଗ୍ରାଫ । ଏଠାରେ ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଗତ ୧୦ ଦିନ ହେଲା ରାଜଧାନୀରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଏମ୍‌ସି କମିଶନର…

‘ସେକେଣ୍ଡ ୱେଭ ନେଇ ସତର୍କତା ଜରୁରୀ’

ଭୁବନେଶ୍ୱର: ଗଞ୍ଜାମରେ କରୋନାର ସେକେଣ୍ଡ ୱେଭ ଆସିବା ନେଇ ଅଧିକ ସମ୍ଭାବନା ରହିଛି । କାରଣ ସେଠାରେ ସଂକ୍ରମଣ ସଂଖ୍ୟା ପିକ କରି କମିଯାଇଥିଲା । ତେଣୁ ଯଦି ସେଠାରେ ସଂକ୍ରମଣ ବଢେ, ତେବେ ଆମେ ସେକେଣ୍ଡ ୱେଭ ବୋଲି କହିପାରିବା । ସେହିଭଳି ଭୁବନେଶ୍ୱରରେ ବି ସଂକ୍ରମଣ ସଂଖ୍ୟା କମିଯାଇଛି ଯଦି…