Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କଟକଣା ଭିତରେ ଆଜିଠୁ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: କରୋନା କଟକଣା ଭିତରେ ଆଜିଠୁ ଖୋଲିଲା ସ୍କୁଲ । ଦେଶର ଅନେକ ସ୍ଥାନରେ ଆଜିଠୁ ସ୍କୁଲ ଖୋଲିଛି । ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ସିକ୍କିମରେ ସ୍କୁଲ ଖୋଲିଛି। ଏଥିସହିତ ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିଦ୍ୟାଳୟଗୁଡ଼ିକରେ ଏହି ସବୁ ଗାଇଡଲାଇନ୍…

ରାଜ୍ୟରେ ଆଉ ୧୭ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଦିନ ଆଉ ୧୭ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧,୧୫୨ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବଲାଙ୍ଗିରରୁ ୨, ଜଗତସିଂହପୁରରୁ ୧, ସୁବର୍ଣ୍ଣପୁରରୁ ୨, ବୌଦ୍ଧରୁ ୧, ବରଗଡରୁ…

ମା’ ଦୁର୍ଗାଙ୍କ ନାମ ପଛର ରହସ୍ୟ, ଜାଣନ୍ତୁ

ଭୁବନେଶ୍ୱର: ମହାମାୟୀ ଦୁର୍ଗା ସମଗ୍ର ଦେବକୁଳର ସର୍ବୋତ୍ତମ ଅସ୍ତ୍ରଗୁଡିକର ଅଧିକାଅରିଣୀ । ସେ ମଧ୍ୟ ସେସବୁ ଅସ୍ତ୍ରର ପ୍ରୟୋଗକାରିଣୀ । ପଶୁରାଜ ସିଂହ ଦୁର୍ଗାଙ୍କ ବାହାନ । ତାଙ୍କ ଅଙ୍ଗଭୂଷଣ ତଥା ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି ବିଷଧର ନାଗକୁଳ । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ…

ରାଜ୍ୟରେ ୨ ହଜାର ତଳକୁ ଖସିଲା କରୋନା ଗ୍ରାଫ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା । ଧୀରେ ଧୀରେ ତଳମୁହାଁ ହେଉଛି ମାରାତ୍ମକ ଭାଇରସ । ଆଜି ଦୀର୍ଘ ଦିନ ପରେ ରାଜ୍ୟରେ ୨ ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଓଡ଼ିଶାରେ ୧୯୮୨ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୫୬ଜଣ…

ଦେଶରେ ୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ କେସ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩ରେ ପହଂଚିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ୧ଲକ୍ଷ ୧୪ ହଜାର ୬୧୦ରେ ପହଂଚିଛି । ୨୪ ଘଂଟାରେ ୫୫ ହଜାର ୭୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୫୭୯…

ବିନା ଭକ୍ତରେ ଶକ୍ତି ପୀଠ ଗୁଡିକରେ ଚାଲିଛି ଦେବୀ ପୂଜା

ଭୁବନେଶ୍ୱର: ଓଡିଶା ସମେତ ସମସ୍ତ ସ୍ଥାନର ଶକ୍ତିପୀଠ ଗୁଡିକରର ଆରମ୍ଭ ହୋଇ ଯାଇଛି ନବରାତ୍ର ପୂଜା। ନବରାତ୍ରୀ ଅବସରରେ ଓଡିଶାରେ ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ବିଶେଷ ପୂଜାର୍ଚନା । ପ୍ରାୟ ୮ ମାସ ଧରି ବନ୍ଦ ରହିବା ପରେ ଖୋଲିଛି ମନ୍ଦିର । ମାତ୍ର ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ…

ବାର୍ଥ ଡେ’ ପାର୍ଟି ପାଇଁ ବାର୍ ସିଲ୍‌

ଭୁବନେଶ୍ୱର: ମହଙ୍ଗା ପଡିଲା ବାର୍‌ରେ ବାର୍ଥ ଡେ’ ପାଳନ । ଭୁଲିଗଲେ କୋଭିଡ କଟକଣା । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବାର୍ ସିଲ୍ କଲା ପୋଲିସ । ଭୁବନେଶ୍ୱର ଇନ୍‌ଫୋସିଟି ଅଚଂଳରେ ଥିବା ଇକୋ ବାର୍ ଉପରେ କମିଶନରେଟ୍ ପୋଲିସ ଚଢ଼ାଉ କରି ସିଲ୍ କରିଛି । ବାର୍ଥ ଡେ ପାଳନ ବେଳେ କାହାରି ମୁହଁରେ…

ନବରାତ୍ରୀର ତୃତୀୟ ଦିନ; ଚନ୍ଦ୍ରଘଣ୍ଟା ରୂପରେ ଆର୍ଶୀବାଦ ଦେଉଛନ୍ତି ମା’

ଭୁବନେଶ୍ୱର: ଚାଲିଛି ମାଆଙ୍କ ନବରାତ୍ର ପୂଜା । ଆଜି ହେଉଛି ଏହି ପୂଜା ର ତୃତୀୟ ଦିନ। ଆଧ୍ୟାତ୍ମିକ ବିଶ୍ୱାସ ଅନୁସାରେ ନବରାତ୍ରୀର ପ୍ରଥମ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ । ଦୁର୍ଗା ନବରାତ୍ରୀ କାଳରେ ବିଭିନ୍ନ ବେଶ ଧାରଣ କରନ୍ତି। ନବରାତ୍ରୀ ହେଉଛି ଦଶହରା…

ଦ୍ଵିତୀୟ ଦିନରେ ମାଆ ବିରଜାଙ୍କ ରଥଯାତ୍ରା

ଯାଜପୁର: ୨ୟ ଦିନ ରେ ଗଡ଼ିଲା ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥ। ପରମ୍ପରା ମୁତାବକ ରଥ ପ୍ରତିଷ୍ଠା ପରେ ମା ବିରଜା ଙ୍କ ରଥ ମନ୍ଦିର ଚାରିପଟେ ପରିକ୍ରମା କରିଥିଲା। ରଥଯାତ୍ରା ସମୟରେ ଘଣ୍ଟା ଘଣ୍ଟା,କାହାଳି ଓ ହରିବୋଲ ଧ୍ୱନୀରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଥିଲା। ସମଗ୍ର…

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେଣି ୯୧% କରୋନା ଆକ୍ରାନ୍ତ, ଆଜି ଡିସଚାର୍ଜ ହେଲେ ୨୬୧୦ ଜଣ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଭଲ ଖବର । ଦୁଇ ଦିନ ଭିତରେ ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ଅଢେଇ ଲକ୍ଷ ଛୁଇଁବ । ଆଜି ଆରୋଗ୍ୟ ଲାଭ କରିଛନ୍ତି ଆଉ ୨ ହଜାର ୬୧୦ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୮୩୭କୁ ବୃଦ୍ଧି ପାଇଛି । Another 2610…