Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡ଼ିଶାର ୭ ଜିଲ୍ଲାରୁ କରୋନା ନେଲା ଆଉ ୧୩ ଜୀବନ

ଭୁବନେଶ୍ୱର: ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୩ ଜଣଙ୍କର ପ୍ରାଣ ନେଇଛି ମହାମାରୀ । ୭ଜିଲ୍ଲାର ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୭ ଜଣ ମହିଳା ଓ ୬ ଜଣ ପୁରୁଷ । Regret to inform the demise of…

ହାଇକୋର୍ଟଙ୍କ ରହିବନି ହସ୍ତକ୍ଷେପ, ପରମ୍ପରା ଅନୁଯାୟୀ ରହିବ ମୂର୍ତ୍ତି ଉଚ୍ଚତା

ପୁରୀ: ହସ୍ତକ୍ଷେପ କରିବେନି ହାଇକୋର୍ଟ । ପୁରୀ ଗୋଷାଣୀ ଯାତ୍ରାରେ ପରମ୍ପରା ଅନୁଯାୟୀ ରହିବ ଦୁର୍ଗା ମୂର୍ତ୍ତି ଉଚ୍ଚତା । ଶ୍ରୀଜଗନ୍ନାଥ ମନ୍ଦିର ପରମ୍ପରା ସହିତ ଜଡ଼ିତ ଦୁର୍ଗାମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କୌଣସି ହସ୍ତକ୍ଷେପ କରିବେ ନାହିଁ ହାଇକୋର୍ଟ। ସାତସାହି ପୂଜା କମିଟି ପକ୍ଷରୁ ଆଗତ…

କୋଭିଡ ଚିକିତ୍ସାରୁ ହଟିବ ପ୍ଲାଜମା ଥେରାପି: ICMR

ନୂଆଦିଲ୍ଲୀ: କାମ ଦେଉନି ପ୍ଲାଜମା ଥେରାପି । ଏଥିପାଇଁ କୋଭିଡ ଚିକିତ୍ସାରୁ ହଟିବ ପ୍ଲାଜମା ଥେରାପି । ନ୍ୟାଶନାଲ କ୍ଲିନିକାଲ ପ୍ରୋଟୋକଲରୁ ପ୍ଲାଜମା ଥେରାପିକୁ ହଟାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏନେଇ ଆଇସିଏମ୍‌ଆର୍ ବିବୃତି ଜାରି କରି ଏଭଳି କହିଛନ୍ତି । ପ୍ଲାଜମା ଥେରାପିର ରେଜଲ୍ଟକୁ…

ବିଶ୍ୱ କରୋନା ମିଟର: ୨୪ ଘଣ୍ଟାରେ ୩.୮୬ ଲକ୍ଷ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ପ୍ରାୟ ଚାରି ଲକ୍ଷ କରୋନା ମାମଲା ବୃଦ୍ଧି ପାଉଥିବ‌ା ଦେଖିବାକୁ ମିଳିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୩.୮୦ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ…

ନବରାତ୍ରର ପଞ୍ଚମ ଦିନ; ସ୍କନ୍ଦମାତା ଭାବେ ପୂଜା ପାଉଛନ୍ତି ଶକ୍ତି ସ୍ବରୂପିଣୀ ମା’

ଭୁବନେଶ୍ୱର: ପୁରାଣ ମତେ ଦୁର୍ଗ ରାକ୍ଷସ ବ୍ରହ୍ମାଙ୍କଠାରୁ ବରପ୍ରାପ୍ତ ହୋଇ ଭୀଷଣ ଶକ୍ତିଶାଳୀ ଓ ଅତ୍ୟାଚାରୀ ହୋଇ ଉଠିଲା । ସେ ତ୍ରିଲୋକ ଜିଣିବା ପରେ ଦେବଲୋକ ଯାଇ ଦେବରାଜ ଇନ୍ଦ୍ରଙ୍କୁ ଭୟ ଦେଖାଇଲା। ଦେବଗଣ ସମ୍ମିଳିତ ହୋଇ ଲଢ଼ିଲେ, କିନ୍ତୁ ସମସ୍ତ ଦେବ ଆୟୁଧକୁ ବ୍ୟର୍ଥ କରି ଦୁର୍ଗ ଦୈତ୍ୟ…

[ଭିଡିଓ] ବୟସ ୬୮, ସାଇକେଲରେ ୨୨୦୦ କିମି ଦୂର ଯିବେ ଠାକୁର ଦେଖି !

ମୁମ୍ବାଇ: ଭକ୍ତିରେ ଭୋଳ ଭକ୍ତ କିଛି ବି କରିପାରେ । ଚାଲିପାରେ ନିଆଁରେ, ଝୁଲିପାରେ କଣ୍ଟାରେ ଓ ରହିପାରେ ଯାବତଜୀବନ ଉପବାସରେ । ତେବେ ଏଭଳି କୌଣସି ଉଦାହରଣ ନୁହେଁ ବରଂ ଜଣେ ମହିଳାଙ୍କ ଭକ୍ତି ଆଗରେ ସତରେ ଅବା ହାର ମାନିଛି ବୟସର ବାଧକତା । ସୋସିଆଲ ମିଡିଆରେ ଏହି ଭିଡିଓ ବହୁଳ ମାତ୍ରାରେ…

ଭୁବନେଶ୍ୱରରୁ ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ; ସେଥିରୁ ୧୮୨ ଲୋକାଲ୍ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୨୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୪୭ ଜଣ କ୍ୱାରେଣ୍ଟାଇନ୍ ଏବଂ ୧୮୨ଟି…

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୩ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ମହାମାରୀର ପ୍ରକୋପ ଥମିବାର ନାଁ ନେଉନାହିଁ। ଏବେ ସ୍ପେନ୍‌ ପରେ ଆର୍ଜେଣ୍ଟିନାରେ ମୋଟ କରୋନା ମାମଲା ୧୦ ଲକ୍ଷ ଅତିକ୍ରମ କରିଛି। ଭାରତ ପରେ କରୋନା ଜନିତ ସର୍ବାଧିକ ମୃତ୍ୟୁ ମାମଲା ଆର୍ଜେଣ୍ଟିନାରେ ଦେଖିବାକୁ ମିଳିଛି। ଏଥି ସହିତ ସମଗ୍ର ବିଶ୍ୱରେ…

ଫେବୃଆରୀ ସୁଦ୍ଧା ଅଧା ଭାରତୀୟଙ୍କୁ ହେବ କରୋନା!

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ସୁଦ୍ଧା ୫୦ ପ୍ରତିଶତ ଭାରତୀୟ କରୋନାରେ ଆକ୍ରାନ୍ତ ହେବେ ବୋଲି ଆକଳନ କରାଯାଇଛି । କରୋନା ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟିର ଜଣେ ସଦସ୍ୟ ଏହି ମନ୍ତବ୍ୟ ଦେଇଛନ୍ତି । ଅର୍ଥାତ ଫେବୃଆରୀ ବେଳକୁ ଦେଶର ୫୦% ଲୋକ କରୋନାରେ ଆକ୍ରାନ୍ତ ହୋଇ…

କରୋନା ଆକ୍ରାନ୍ତ ହେଲେ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ପ୍ରିତିରଞ୍ଜନ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ବିଧାୟକ ଟ୍ୱିଟ କରି ଲେଖିଛନ୍ତି ଯେ, "ମୁଁ ସଙ୍ଗରୋଧରେ ଅଛି। ଯଦିଓ କରୋନା ର କୌଣସି ଲକ୍ଷଣ ନାହିଁ, କିନ୍ତୁ ମୋର ସ୍ୱାବ ଟେଷ୍ଟ…