Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗଣେଶଙ୍କ ଅବତାର

ପୁରୀ: ଯେପରି ଭଗବାନ ବିଷ୍ଣୁ ଏବଂ ଶିବଙ୍କ ଅନେକ ଅବତାର ରହିଛି ସେହିପରି ଗଣେଶ ମହାପ୍ରଭୁଙ୍କ ମଧ୍ୟ ଅନେକ ଅବତାର ରହିଛି । ଆସନ୍ତୁ ଜାଣିବା କେଉଁ ଯୁଗରେ ଗଜାନନ କୋଉ ରୂପରେ ଆସିଥିଲେ । ସତ୍ୟଯୁଗ: ସତ୍ୟଯୁଗରେ ଗଣେଶ ଭଗବାନ ସିଂହ ଉପରେ ବିରାଜମାନ ହୋଇ ପ୍ରକଟ ହୋଇଥିଲେ । ସେ କଶ୍ୟପ ଓ…

ଅଡିଓ ଭାଇରାଲ ମାମଲା: ତଦନ୍ତରେ ସହଯୋଗ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କୋଭିହ ଯୋଦ୍ଧାଙ୍କ ସମ୍ପର୍କରେ ବିଭ୍ରାନ୍ତିକରଣ ଅଡିଓ ଭାଇରାଲ ମାମଲାକୁ ନେଇ ବିବାଦ ବଢ଼ିବାରେ ଲାଗିଛି।  ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି। ସଂପୃକ୍ତ ଟିଭି ଚାନେଲରେ କାର୍ଯ୍ୟରତ ୩ ଜଣ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଆଜି ଏହି ମାମଲାର ଶୁଣାଣି କରି ସେମାନଙ୍କୁ…

ଗଣେଶ ପୂଜା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର: ଟ୍ୱିନ୍‌ସିଟିରେ ଗଣେଶ ପୂଜା ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କଂଟେନ୍‌ମେଂଟ ଅଂଚଳକୁ ଛାଡି ଅନ୍ୟ ସବୁଠି ପୂଜା ପାଇଁ ଅନୁମତି ମିଳୁ ବୋଲି ଦାବି ହୋଇଛି । ଆଇନଜୀବୀ ବିଭୂତିଭୂଷଣ ଚୌଧୁୂରୀ ଏନେଇ ମାମଲା ରୁଜୁ କରିଛନ୍ତି । ପୂଜା ସମୟରେ ଆୟୋଜକ ସାମାଜିକ…

ସୁନ୍ଦରଗଡରେ ବଢୁଛି କରୋନା ସଂକ୍ରମଣ; ରାଉରକେଲାରୁ ୩୦ ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୬୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୩୨୨ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।…

ଶ୍ରୀଗଣେଶଙ୍କୁ କାହିଁକି କୁହାଯାଏ ଗଣପତି? ଜାଣନ୍ତୁ, ସମ୍ପୂର୍ଣ୍ଣ କଥା

ଭୁବନେଶ୍ୱର: ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିକୁ ‘ଗଣେଶ ଚତୁର୍ଥୀ’ ରୂପେ ପାଳନ କରାଯାଇଥାଏ । ଏହି ଦିନରେ ପ୍ରଭୁ ଶ୍ରୀଗଣେଶ ଜନ୍ମ ନେଇଥିବାର ମାନ୍ୟତା ରହିଛି । ଯେଉଁଥିପାଇଁ ଏହି ଦିନରେ ତାଙ୍କର ଜନ୍ମୋତ୍ସବ ପାଳନ କରାଯାଇଥାଏ । ଚଳିତଥର ଅଗଷ୍ଟ ୨୨ ତାରିଖରେ ପଡୁଛି ଗଣେଶ ଚତୁର୍ଥୀ…

ମାଲକାନଗିରିରେ ୧୪ଶହ ଟପିଲା କରୋନା ସଂକ୍ରମଣ

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୫୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ…

ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାର ପୌରାଣିକ ମହତ୍ତ୍ୱ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ କନିଷ୍ଠ ପୁତ୍ର ପ୍ରଭୁ ଗଣେଶ ।  ହିନ୍ଦୁମାନେ ଜାତି, ଭାଷା, ବର୍ଣ୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିବାର ଅନେକ ନଜିର ରହିଛି । ଅନେକ ବିଶେଷତ୍ୱ…

ରାଜ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ୯ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୬୨ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୧, ଗଞ୍ଜାମ ଜିଲ୍ଲାରୁ ୩, ମାଲକାନଗିରିରୁ ୧,…

ହୋମ୍ କ୍ବାରେନଣ୍ଟାଇନ ରୋଗୀଙ୍କ ପାଇଁ ନୂଆ କିଟ୍ ବଣ୍ଟନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କୋଭିଡ୧୯ ପଜିଟିଭ ରୋଗୀଙ୍କୁ ନୂଆ ‘ହୋମ ଆଇସୋଲେସନ କିଟ୍’ ବଣ୍ଟନ କରିବା ଆରମ୍ଭ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଏହି କିଟରେ ହୋମ୍ ଆଇସୋଲେସନ୍ ସମ୍ବନ୍ଧୀୟ ଏକ ବୁକଲେଟ୍ ରହିଛି। ଯେଉଁଥିରେ…

ଆଉ ୨୨୩୯ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୬୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ଧୀରେଧିରେ ଏହା ବଢ଼ିବାରେ ଲାଗିଛି। ପ୍ରଥମେ, ୧ ଅଙ୍କରୁ ଆରମ୍ଭ କରି ବର୍ତ୍ତମାନ ସବୁଦିନ ୪ ଅଙ୍କ ଛୁଉଁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୨୩୯ ଜଣ…