Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବଡ଼ଦେଉଳକୁ ସପ୍ତପୁରୀ ତାଡ଼ ବିଜେ

ପୁରୀ: ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ ମଙ୍ଗଳବାର ଶ୍ରୀମନ୍ଦିରର ସ୍ଵତ୍ତ୍ୱଲିପି ଅନୁଯାୟୀ ଅଠରନଳା ସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ଅମାବାସ୍ୟା ତାଡ଼ ବିଜେ ହୋଇଯାଇଛି । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ଶ୍ରୀମନ୍ଦିରରୁ…

ସୁସ୍ଥ ହେଲେ ଆଉ ୧୫୩୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦେଶରେ ବଢ଼ୁଛି କରୋନା ସୁସ୍ଥ ହାର । ରାଜ୍ୟରେ ଆଜି  ଆଉ ୧୫୩୫ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ୍ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୫୩୧୫ରେ ପହଁଚିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୮୭, ସୁନ୍ଦରଗଡରୁ ୧୭୮,…

ଦେଶର ପ୍ରସିଦ୍ଧ ୧୦ଟି ଗଣେଶ ମନ୍ଦିର ଉପରେ ଆସନ୍ତୁ ନଜର ପକାଇବା

ହିନ୍ଦୁ ଠାକୁରଙ୍କ ମଧ୍ୟରେ ବିଘ୍ନବିନାଶକଙ୍କ ସ୍ଥାନ ସ୍ୱତନ୍ତ୍ର । ସବୁ ପୂଜାର ଆରମ୍ଭରେ ତାଙ୍କ ପୂଜା ହିଁ ହୁଏ । ଗଣେଶ ଚତୁର୍ଥୀ ବିଶେଷ କରି ପୂର୍ବ ଓ ପଶ୍ଚିମ ଭାରତରେ ବେଶ୍ ଧୂମ୍‌ଧାମରେ ପାଳିତ ହୋଇଥାଏ । ଏବେ ନଜର ପକାଇବା ଦେଶର କିଛି ପ୍ରସିଦ୍ଧ ଗଣେଶ ମନ୍ଦିର ଉପରେ । ୧. ସିଦ୍ଧି…

ଗଣେଶ ଚତୁର୍ଥୀ: କିଛି ରହସ୍ୟ, କିଛି ରୋଚକ ତଥ୍ୟ !

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥୀରେ ଗଣେଶ ଚତୁର୍ଥୀ ଉତ୍ସବ ପାଳନ ହୋଇଥାଏ । ପ୍ରଥମ ପୂଜ୍ୟ ଦେବତା ହୋଇଥିବାରୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟର ଆରମ୍ଭ ଗଣେଶଙ୍କ ପୂଜାଠୁ ଆରମ୍ଭ ହୋଇଥାଏ । ସାରା ଦେଶରେ ଧୁମଧାମରେ ଗଣେଶ ଚତୁର୍ଥୀ ପାଳନ ହୋଇଥାଏ ।…

କୋରାପୁଟରେ ହେବ ପ୍ଲାଜମା ବ୍ୟାଙ୍କ, ସ୍ୱତନ୍ତ୍ର ରଣନୀତି ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା । ପ୍ରତିଦିନ ଏକ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାରେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାରେ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରିବାକୁ ପରାମର୍ଶ…

ଗଣେଶ ଚତୁର୍ଥୀ: ଜାଣନ୍ତୁ ବିଘ୍ନହର୍ତାଙ୍କ ପ୍ରତ୍ୟେକ ଅଙ୍ଗର ମହତ୍ତ୍ୱ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ବିରାଜିବେ ବିଘ୍ନହର୍ତା ଗଜାନନ । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥାଏ । ତେବେ ଗଣେଶ ଯେ କେବଳ ବିଦ୍ୟା ଦାତା ନୁହନ୍ତି, ତାଙ୍କ ବିଶାଳ ଶରୀରରେ ମଧ୍ୟ ଲୁଚୁ ରହିଛି ଅନେକ ମହତ୍ତ୍ୱ । ରିଦ୍ଧି-ସିଦ୍ଧି ଦାତା…

କରୋନା ମୁକାବିଲା: ୩ ଦିନ ଭିତରେ ପ୍ରସ୍ତୁତ ହେବ ନିର୍ବାଚନ ଗାଇଡଲାଇନ୍‌

ନୂଆଦିଲ୍ଲୀ: ପୁରା ଦୁନିଆକୁ କବଳିତ କରିଛି ମହାମାରୀ କରୋନା । କରୋନା ସଂକ୍ରମଣରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ଏହାରି ଭିତରେ ନିର୍ବାଚନ ପାଇଁ ପ୍ରସ୍ତୁତି ନିର୍ଦ୍ଦେଶାବଳୀକୁ ଆଜି ମଂଜୁରୀ ମିଳିଛି । ନୂଆ ଗାଇଡ଼ଲାଇନକୁ ମଞ୍ଜୁରି ଦେଇଛି ଭାରତୀୟ ନିର୍ବାଚନ କମିସନ । ସାମାଜିକ ଦୂରତା…

ଭୁବନେଶ୍ୱରରେ ଆଜି କରୋନାର ଡବଲ ସେଞ୍ଚୁରୀ

ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଆଜି କରୋନା ମାରିଛି ଡବଲ ସେଂଚୁରୀ । ଏକାଥରକେ ୨୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଭୁବନେଶ୍ୱର ମହାନଗର ନିଗମରୁ । ସେଥିରୁ ୧୩୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୮୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୨୩ଜଣ ସୁସ୍ଥ ହୋଇଛନ୍ତି ।…

ସିଏମ୍‌ସିରେ ପୁଣି ୭୯ ପଜିଟିଭ, ୨୩ ଲୋକାଲ କେସ୍‌

କଟକ: ସିଲଭର ସିଟିରେ ଲାଗୁନି କରୋନାକୁ ବ୍ରେକ୍ । ଆଜି ପୁଣି କଟକ ମହାନଗର ନିଗମରୁ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ କଂଟେନ୍‌ମେଂଟ ଜୋନ, ୧୨ ଜଣ ସରକାରୀ କ୍ୱାରେଂଟାଇନ୍ ଓ ୨୩ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମ୍‌ସି ଟ୍ୱିଟ୍ କରି…

୧୨ କରୋନା ଯୋଦ୍ଧାଙ୍କ ସହ ଗଞ୍ଜାମରେ ୧୫ ହଜାର ପାର୍ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୨୪୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ । ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଜଣ କରୋନା ଯୋଦ୍ଧା…