Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୧୦ କରୋନା ଯୋଦ୍ଧାଙ୍କ ସମେତ ମାଲକାନଗିରିରେ ୭୨ ଆକ୍ରାନ୍ତ

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରୁ ୭୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୪୭ ଜଣ ମାଲକାନଗିରି…

ପଶ୍ଚିମ ଓଡ଼ିଶାରେ ମାଡୁଛି କରୋନା, ଫୋକସରେ S-S-B ଜିଲ୍ଲା

ଭୁବନେଶ୍ୱର: ଦକ୍ଷିଣ ପରେ ପଶ୍ଚିମ ଓଡ଼ିଶାରେ ମାଡ଼ି ମାଡ଼ି ଚାଲିଛି କରୋନା ଚେର । ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ୍ କେସ ଶତକ ପାର କରିଥିବା ବେଳେ ବରଗଡ଼ ଜିଲ୍ଲାରୁ ୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ନବରଙ୍ଗପୁର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା, ୨୪ ଘଣ୍ଟାରେ ଆଉ ୧୦ ମୃତ

ଭୁବନେଶ୍ୱର: କରୋନା ମାଡୁଛି । ପ୍ରତିଦିନି ନୂଆ ନୂଆ ଜିଲ୍ଲାରୁ ଜୀବନ ନେଉଛି । ନବରଙ୍ଗପୁର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ସଂକ୍ରମିତ ମୃତ୍ୟୁବଣ କରିଛନ୍ତି । ଏହାସହ ଗତ ୨୪ ଘଣ୍ଟାରେ ରାଜ୍ୟର ୭ଟି ଜିଲ୍ଲାରୁ ୧୦ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଇଛି…

ରାଜ୍ୟରେ ୧୬୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୦ ହଜାର ଟପିଲା ପଜିଟିଭ୍ କେସ୍

ଭୁବନେଶ୍ୱର: ଜୁଲାଇ ପରେ ଅଗଷ୍ଟରେ ବି ରାଜ୍ୟରେ କାୟା ବିସ୍ତାର କରୁଛି କରୋନା । ପଜିଟିଭ୍ କେସ୍ ୪୦ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ୨୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧ହଜାର ୬୯୯ ନୂଆ ଭୂତାଣୁ ସଂକ୍ରମିତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୧ ହଜାର ୭୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍…

ରାଜ୍ୟରେ ବଢୁଛି ସୁସ୍ଥତା ହାର: ମୋଟ ସଂଖ୍ୟା ଟପିଲା ୨୫ ହଜାର

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ଆରୋଗ୍ୟ ହାର ମଧ୍ୟ ବଢ଼ିବାରେ ଲାଗିଛି । ବିନା କୌଣସି ଔଷଧ ରେ ଆମ ଡାକ୍ତରମାନେ ଏହି ମହାମାରୀରୁ ଲୋକଙ୍କୁ ବଞ୍ଚିବାରେ ଅନେକ ସଫଳତା ହାସଲ…

ପୁଅ ପଜିଟିଭ; ମାଆକୁ ମିଳିଲାନି କାନ୍ଧ !

କୁଜଙ୍ଗ: କରୋନା ଯେତେ ବଢୁଛି ସେତିକି ହଜି ଯାଉଛି ମାନବିକତା । ଏହାର ଆଉ ଏକ ଉଦାହରଣ ସମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ,କରୋନା ସଂକ୍ରମିତ ହୋଇଥିଲେ ସେନାବାହିନୀର ଜଣେ ଯବାନ। ଏହାର କିଛିଦିନ ପରେ ପ୍ରାଣ ହରାଇଥିଲେ ତାଙ୍କ ମାଆ। ମୃତ ମା’ଙ୍କୁ କାନ୍ଧ ଦେବାକୁ ଆଗକୁ ଆସିଲେନି…

କରୋନା ନେଲାଣି ୬ ପୋଲିସ କର୍ମଚାରୀଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୬ ପୋଲିସ କର୍ମଚାରୀଙ୍କ ଜୀବନ ନେଲାଣି କରୋନା। ଏହାସହ ୭୦୦ ଟପିଲାଣି ଆକ୍ରାନ୍ତ କରୋନା ଯୋଦ୍ଧାଙ୍କ ସଂଖ୍ୟା। ସବୁଠୁ ଅଧିକ ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତ ରହିଥିବା ସୂଚନା । ବୁଧବାର ଦିନ କରୋନା ଯୋଦ୍ଧାଙ୍କ ପାଇଁ ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ମିନିଟ୍‌ର ନିରବ…

ବିଜେଡ଼ି କାର୍ଯ୍ୟାଳୟରେ କୋଭିଡ୍ ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନାରେ ସାମିଲ ହୋଇଥିଲେ ବିଜେଡି କର୍ମକର୍ତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବୁଧବାର ସନ୍ଧ୍ୟା ୬ ଟାରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଜେଡି…

କାଲିଠୁ ସପ୍ତାହେ ବନ୍ଦ ରହିବ ଭୀମସାର ମେଡିସିନ୍ ବିଭାଗ OPD

ବୁର୍ଲା (ସମ୍ୱଲପୁର): ଆସନ୍ତାକାଲିଠାରୁ (ଗୁରୁବାର) ବନ୍ଦ ରହିବ ବୁର୍ଲା ଭୀମସାର ମେଡିସିନ ବିଭାଗ OPD। ଏନେଇ ସୂଚନା ଦେଇଛନ୍ତି ଭୀମସାର ନିର୍ଦ୍ଦେଶକ ଲଳିତ କୁମାର ମେହେର । ଆସନ୍ତା ୧୨ ତାରିଖ ଯାଏଁ ବନ୍ଦ ରହିବ OPD । ମେଡିସିନ ବିଭାଗର ୩୮ ଜଣ ଡାକ୍ତର କ୍ୱାରେଣ୍ଟାଇନରେ ଯିବା ପରେ…

ଆସିଲା କରୋନା ଔଷଧ ଫାଭିପିରାଭିର, ଜାଣନ୍ତୁ କେତେ ରହିଛି ଦାମ୍‌

ନୂଆଦିଲ୍ଲୀ: ଲଂଚ ହୋଇଛି ମହାମାରୀ କରୋନାକୁ ମାତ୍ ଦେବା ପାଇଁ ଔଷଧ । ଦୁଇଟି ଭାରତୀୟ ଔଷଧ କମ୍ପାନି ଲୁପିନ ଓ ସନ ଫାର୍ମାସୁଟିକାଲ୍ସ ଭାରତରେ କରୋନା ଔଷଧ ଫାବିପିରାଭିର ଲଞ୍ଚ୍ କରିଛନ୍ତି । ଏହି ଔଷଧ ସାମାନ୍ୟରୁ ମଧ୍ୟମ ଧରଣର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବହାର କରିହେବ ।…