Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜିଠୁ ଶ୍ରୀଜିଉଙ୍କ ୩ ରଥ ଖୋଲାକାମ ଆରମ୍ଭ

ପୁରୀ: ଆଜିଠାରୁ ୩ ରଥ ଖୋଲାକାମ ଆରମ୍ଭ ହୋଇଛି । ରଥ ନିର୍ମାଣ ସେବକ, ପରିଚାଳନା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୋଇ ସେବକ ମାନେ ପରମ୍ପରା ଅନୁଯାୟୀ ରଥ ଖୋଲା କାମ ଆରମ୍ଭ କରିଛନ୍ତି । କିନ୍ତୁ ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଖୋଲାଯାଉଛି । ଏହି କାର୍ଯ୍ୟ ଏକ ମାସ ଧରି ଚାଲିବ…

କଟକରେ ବଢ଼ୁଛି ସଂକ୍ରମଣ, ଖ୍ରୀଷ୍ଟିଆନ୍ ସାହିରୁ ୨୫ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ କରୋନା ମିଟର ପୁରା ଉପର ମୁହାଁ ରହିଛି । ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସିଲଭର ସିଟି କଟକରେ ମଧ୍ୟ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଆଜି କଟକ ସହରରୁ ପୁଣି ୫୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୪ଜଣ ସଙ୍ଗରୋଧ…

ସିଲ୍ ହେଲା ବାପୁଜିନଗର ରବିନ୍ଦ୍ର ମେଡିକାଲ ଷ୍ଟୋର, ଜଣେ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱର ବାପୁଜିନଗର ସ୍ଥିତ ରବିନ୍ଦ୍ର ମେଡିକାଲ ଷ୍ଟୋରରେ ପଡିଲା ତାଲା । ବୁଧବାର ଏହି ମେଡିକାଲ ଷ୍ଟୋର ବିଏମ୍‌ସି ସିଲ୍ କରିଛି । ସେଠାକାର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲ ଷ୍ଟୋରକୁ ବିଏମ୍‌ସି ପକ୍ଷରୁ ସିଲ୍ କରାଯାଇଛି । ଅନ୍ୟ ୧୩ ଜଣ…

କ୍ୱାରେଂଟାଇନ୍‌ରେ ବିଧାୟକ ଅମର ଶତପଥୀ, ପିଏସ୍‌ଓ, ଡ୍ରାଇଭର ଓ ୨ କର୍ମଚାରୀ କୋଭିଡ ପଜିଟିଭ

ଭୁବନେଶ୍ୱର: ବିଧାୟକଙ୍କ ଘରେ ପଶିଲା କରୋନା । ହୋମ୍ କ୍ୱାରେଂଟାଇନ୍‌ରେ ଗଲେ ବଡଚଣା ବିଧାୟକ । ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ବିଜେଡି ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଥିବା ନେଇ ସୂଚନା ମିଳିଛି ।…

କରୋନା ପାଇଁ ଜେଲରୁ ମୁକୁଳିବେ ୧୬୭୮୯ କଏଦୀ

ଭୁବନେଶ୍ୱର: ଜେଲକୁ ଘାରିଛି କରୋନା ଭୟ । କଏଦୀଙ୍କୁ ନେଇ ଚିନ୍ତାରେ ପଡିଯାଇଛି ଜେଲ୍ ବିଭାଗ । ମହାମାରୀ ଭିତରେ ୧୬୭୮୯ କଏଦୀଙ୍କୁ ମୁକ୍ତ କରାଯିବ । କୋର୍ଟଙ୍କ ନିର୍ଦେଶ ଏବଂ ରାଜ୍ୟର କ୍ଷମତା ସମ୍ପନ୍ନ କମିଟିର ନିଷ୍ପତ୍ତି ଅନୁଯାୟୀ ସମସ୍ତ କଏଦୀଙ୍କୁ ମୁକ୍ତ କରାଯିବ । ରାଜ୍ୟର ୩୦ଟି…

କରୋନାକୁ ମାତ୍ ଦେଲେ ଗଂଜାମର ୮୫ ବର୍ଷିୟ ବୃଦ୍ଧ

ବ୍ରହ୍ମପୁର: କରୋନା ଆକ୍ରାନ୍ତଙ୍କ ତାଲିକାରେ ଶୀର୍ଷରେ ରହିଛି ଗଂଜାମ । ଜିଲ୍ଲାରେ ଆଜି ୨୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରୁ ଆସିଛି ସାରା ରାଜ୍ୟ ପାଇଁ ଉଦାହରଣ ସାଜିଲା ଭଳି ଖବର । କରୋନାକୁ ମାତ୍ ଦେଇଛନ୍ତି ଜଣେ ୮୫ ବର୍ଷୀୟ ବୃଦ୍ଧ । ଏହି ବୃଦ୍ଧଙ୍କ ଆଗରେ ହାର ମାନିଛି…

ମାଲକାନଗିରି ପୌର ପରିଷଦ ଓ ବାଲିମେଳା NAC ସଟ୍‌ଡାଉନ୍ ଘୋଷଣା

ମାଲକାନଗିରି: ଜୁଲାଇ ମାସରେ ମାଲକାନଗିରି ଜିଲ୍ଲାରେ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ ରୋକିବା ପାଇଁ ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସିକୁ ସଟଡାଉନ୍ ଘୋଷଣା କରାଯାଇଛି । ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲିଠୁ ଚାରି ଦିନ…

ରାଜ୍ୟରେ ଆଉ ୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାର ଆଉ ପାଞ୍ଚ ଜଣ ବ୍ୟକ୍ତିଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ। ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୫୯ ରେ ପହଞ୍ଚିଛି। ଗଞ୍ଜାମ, କନ୍ଧମାଳ, ବାଲେଶ୍ୱର ମାଲକାନଗିରି ଏବଂ ପୁରୀରୁ ଏହି ନୂତନ ମୃତ୍ୟୁ ରେକର୍ଡ ହୋଇଛି । ସବିଶେଷ ତଥ୍ୟ...…

ଓଡ଼ିଶାରେ ୧୦ ହଜାର ଉପରେ ଆକ୍ଟିଭ୍ କେସ୍, ଦିଲ୍ଲୀ ଓ ରାଜସ୍ଥାନଠୁ ବି ଅଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ପ୍ରତିଦିନ ହଜାରେ ଉପରେ ଆସୁଛି ପଜିଟିଭ୍ କେସ୍ । ପ୍ରତିଦିନ ଅଧିକ ଆକ୍ରାନ୍ତ ସୁସ୍ଥ ବି ହେଉଛନ୍ତି । ଏବେ ଚିନ୍ତା ବଢ଼ାଇଲାଣି ରାଜ୍ୟର ଆକ୍ଟିଭ୍ କେସ୍ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୦ ହଜାର ୯୧୯ ଭୂତାଣୁ ସଂକ୍ରମିତ ବିଭିନ୍ନ…

ସ୍ଥିତି ଅସମ୍ଭାଳ: ଭାରତରେ ସାଢ଼େ ୧୫ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୩୪,୧୯୩

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ଏହି ମହାମାରୀ ଭାରତରେ ନେଇଛି ଯାଇଛି ୭୬୮ ଜଣଙ୍କର ଜୀବନ । ହୁ ହୁ ହୋଇ…