Latest Odisha News

BREAKING NEWS

Browsing Category

ପର୍ଯ୍ୟଟନ

ସମ୍ରାଟ ଅଶୋକଙ୍କ ବିରତ୍ୱର ଗାଥା ଶୁଣିବାରୁ ପର୍ଯ୍ୟଟକ ବଞ୍ଚିତ

ଭୁବନେଶ୍ୱର: ପର୍ଯ୍ୟଟନ ଶିଳ୍ପକୁ ସୁଧାରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ହେଲେ ଆଜିଯାଏଁ କାର୍ଯ୍ୟକାରୀ ହେଇପାରୁନି ଧଉଳି ଲାଇଟ ଓ ସାଉଣ୍ଡ ବ୍ୟବସ୍ଥା।ଧଉଳିରେ ଆଉ ଶୁଣିବାକୁ ମିଳୁନି କଳିଙ୍ଗ ଯୁଦ୍ଧର ବର୍ବରତା କି ସମ୍ରାଟ ଅଶୋକଙ୍କ ମନ ପରିବର୍ତ୍ତନର ଗାଥା। ଗତ ପେବୃଆରୀ ମାସରୁ ଏହା…

ହୀରାକୁଦରେ ଅତିଥି ପକ୍ଷୀଙ୍କ ଗଣନା

ହୀରାକୁଦ : ହୀରାକୁଦ ଜଳଭଣ୍ଡାରରେ ଚଳିତ ବର୍ଷ କେତେ ପକ୍ଷୀ ଆସିଛନ୍ତି ତାର ଗଣନା ସରିଯାଇଛି । ପକ୍ଷୀ ଗଣନା କାମରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମ୍ବଲପୁର ଓ ଝାରସୁଗୁଡା ବନଖଣ୍ଡ କର୍ମଚାରୀ ନିୟୋଜିତ ହୋଇଥିଲେ। ୩ ଡିଭିଜନ ୨୧ ଟିମରେ ଭାଗ ଭାଗ ହୋଇଥିଲେ। ସେମାନେ ୬ ଟି ଦେଶୀ ଡଙ୍ଗା…

ବୌଦ୍ଧ କୀର୍ତ୍ତିରାଜିର ମୁଖ ସାକ୍ଷୀ ଯାଜପୁରର ଉଦୟଗିରି ଓ ରତ୍ନଗିରି

ଯାଜପୁର: ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ରହିଛି ପ୍ରାଚୀନ ସଂସ୍କୃତିର ଛାପ । ଐତିହ୍ୟମଣ୍ଡିତ କୀର୍ତ୍ତିସ୍ଥଳ ଉପରେ ପର୍ଯ୍ୟଟନ କ୍ଷେତ୍ର ଶୋଭିତ । ପ୍ରାଚୀନ ଉତ୍କଳର ରାଜଧାନୀ ଥିବା ଯାଜପୁରର ଗଳିକନ୍ଦିରେ ପୌରାଣିକ ଓ ଐତିହାସିକ କୀର୍ତ୍ତିରାଜି ବିଦ୍ୟମାନ । ଜିଲ୍ଲାରେ ରହିଛି ବିଶ୍ୱ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ଦେଓମାଳି 

କୋରାପୁଟ: ସବୁଜିମା ଏବଂ ସୌନ୍ଦର୍ଯ୍ୟରେ ଭରି ରହିଛି ଆମ ଓଡ଼ିଶା । ଓଡିଶାର ଉଚ୍ଚତମ ପର୍ବତଶୃଙ୍ଗ ଦେଓମାଳି । ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳା ଅନ୍ତର୍ଗତ ଦେଓମାଳୀ ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ସାଜିଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା…

 ନଅ ମାସ ପରେ ଖୋଲିବ ନୃସିଂହନାଥ ମନ୍ଦିର

ପାଇକମାଲ: ଚଳିତ ମାସ ୬ ତାରିଖରୁ ନୃସିଂହନାଥ ମନ୍ଦିର ଖୋଲିବ । ଗନ୍ଧମାର୍ଦ୍ଦନ ପାଦ ଦେଶରେ ଥିବା ନୃସିଂହନାଥ ମନ୍ଦିର ଦୀର୍ଘ ନଅ ମାସ ହେଲା ବନ୍ଦ ରହିବା ପରେ ଖୋଲିବା ପାଇଁ ନିଷ୍ପତ୍ତି ନିଆ ଯାଇଛି। ପ୍ରଥମେ ସାତଦିନ ବରଗଡ଼ ଜିଲ୍ଲାର ଲୋକଙ୍କ ଦର୍ଶନ ପାଇଁ ଅନୁମତି ମିଳିବ। ଏଥିପାଇଁ କୋଭିଡ…

ପର୍ଯ୍ୟଟକଙ୍କ ପାଇଁ ସ୍ବର୍ଗ ପାଲଟିଛି କେନ୍ଦୁଝର ଜିଲ୍ଲାର ଏହି ଦୁଇ ଜଳପ୍ରପାତ

ଭୁବନେଶ୍ୱର: ସ୍ୱାଗତର ଦ୍ୱାର ଦେଶରେ ନବବର୍ଷ। ବର୍ଷ ତମାମ ଅନେକ ଘାତ ପ୍ରତିଘାତ ଦେଖିଥିବା ଲୋକେ ଏହି ବାହାନାରେ ଟିକିଏ ମଉଜ କରିନେବେ। କୋଭିଡ ଗାଇଡ଼ଲାଇନ ସହ ସରକାର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଖୋଲିବାକୁ ଅନୁମତି ମଧ୍ୟ ଦେଇଛନ୍ତି। ଏହି ୨୦୨୦ ବର୍ଷକୁ ବିଦାୟ ଦେବା ସହିତ ନୂତନ ବର୍ଷର…

ସାଧକଙ୍କ ପାଇଁ ଉତ୍କୃଷ୍ଟ ଗଞ୍ଜାମର ମା’ ଶାଙ୍କୁଳାଇ ପୀଠ

ଭୁବନେଶ୍ୱର: ମା ଶାଙ୍କୁଳାଇଙ୍କ ପୀଠ। ପୀଠକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ଓସାରିଆ ପିଚୁ ରାସ୍ତା ଅଟେ । ଯେକୌଣସି ଯାନବାହାନ ଯାତାୟତ କରି ପୀଠକୁ ଯିବାରେ ଅସୁବିଧା ନାହିଁ । ମା ଶାଙ୍କୁଳାଇଙ୍କ ପୀଠଟି ଅତ୍ୟନ୍ତ ନିରୋଳା ଓ ମନରୋମ। ଏହା ଭଞ୍ଜପୀଠ ନାମରେ ପରିଚିତ। ସାଧକମାନଙ୍କ ପାଇଁ ଏହି…

ହୀରାକୁଦରେ ଇକୋ ରିଟ୍ରିଟ; ଜଳକ୍ରୀଡାରୁ ରୋପୱେ ରାଇଡିଂର ମଜା ନେବେ ପର୍ଯ୍ୟଟକ

ସମ୍ବଲପୁର: ମହାମାରୀ ସମୟରେ ପର୍ଯ୍ୟଟକଙ୍କ ମୁହଁରେ ହସ ଖେଳାଇ ଦେଇଛି ସରକାରଙ୍କ ଇକୋ ରିଟ୍ରିଟର ଆୟୋଜନ। ଚଳିତ ବର୍ଷ ପ୍ରଥମଥର ପାଇଁ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ ଆୟୋଜନ କରାଯାଉଛି। ଉକ୍ତ ୫ଟି ସ୍ଥାନ ମଧ୍ୟରେ ସାମିଲ ଅଛି ପଶ୍ଚିମ ଓଡିଶାର ସମ୍ବଲପୁର ଜିଲ୍ଲା। ପ୍ରାକୃତିକ…

ଜାଣନ୍ତୁ, ଆଠଗଡ଼ର ମା’ ଭଟ୍ଟାରିକା ମନ୍ଦିର ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ଭଟ୍ଟାରିକା ମନ୍ଦିର ଓଡ଼ିଶାର କଟକର ଆଠଗଡ଼ଠାରେ ବଡ଼ମ୍ବା ବ୍ଳକର ଶଶାଙ୍ଗ ଗ୍ରାମରେ ରହିଛି। ଏହା ହେଉଛି ହିନ୍ଦୁ ଦେବୀ 'ମା ଭଟ୍ଟାରିକା'ଙ୍କର ମନ୍ଦିର ।ଏହା ମହାନଦୀ କୂଳରେ ଅବସ୍ଥିତ । ଏହି ପୀଠରେ ମାଙ୍କୁ ଷୋଡ଼ଶୀ ଭାବେ କଳ୍ପନା କରାଯାଇଛି । କିମ୍ବଦନ୍ତୀ... ଇତିହାସ…

ଓଡିଶାର କେଉଁ ସ୍ଥାନରେ ହେଉଛି ଇକୋ-ରିଟ୍ରିଟ୍‌; ଆକର୍ଷଣ ପାଲଟିପାରେ ହୀରାକୁଦ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧ ତାରିଖରୁ ଫେବୃଆରୀ ୨୮ ତାରିଖ ଯାଏଁ ଓଡିଶାର ରାମଚଣ୍ଡି ବିଚ୍ ସମେତ ହୀରାକୁଦ, ଦାରିଙ୍ଗବାଡି, ନଳିତପଟିଆ (ଭିତରକନିକା), ବଡମୂଳ (ସାତକୋଶିଆ) ଆଦି ସ୍ଥାନରେ ଇକୋ-ରିଟ୍ରିଟ୍ ଆୟୋଜିତ କରାଯିବ । ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍ ଯାଦବ ରବିବାର ଦିନ…