Latest Odisha News

BREAKING NEWS

Browsing Category

ରହସ୍ୟ

ଭାଇରାଲ୍ ପୋଷ୍ଟମୋର୍ଟମ୍‌; କରୋନାଭାଇରସ୍ ସହ କ’ଣ ଥିଲା ସଦ୍ଦାମ୍ ହୁସୈନ୍‌ଙ୍କ ସଂପର୍କ ?

ଭୁବନେଶ୍ୱର: ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନାଭାଇରସ୍ । ଏପରି ସମୟରେ ଇରାକର ପୂର୍ବତନ ରାଷ୍ଟ୍ରପତି ସଦ୍ଦାମ୍ ହୁସୈନ୍‌ଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି । ଏକାଧିକ ଟୁଇଟ୍ ଓ ଫେସ୍‌ବୁକ୍ ପୋଷ୍ଟ ଦାବି କରିଛି ୧୯୯୦ରେ ଏକ କ୍ୟାବିନେଟ୍ ମିଟିଂରେ କୁଆଡେ ସଦ୍ଦାମ୍ ହୁସୈନ୍…

୨ ବର୍ଷ ପୂର୍ବେ କୋରିଆନ୍ ଲେଖକ ଜାଣିଥିଲେ କୋଭିଡ୍‌-୧୯ ରହସ୍ୟ !

ଭୁବନେଶ୍ୱର: ୨୦୧୮ରେ ଏକ କୋରିଆନ୍ ଟିଭି ସିରିଜ୍ କରିଥିଲା କୋଭିଡ୍‌-୧୯ର ପୂର୍ବାନୁମାନ । ଆମେରିକୀୟ ଅନଲାଇନ୍ ଷ୍ଟ୍ରିମିଂ ସର୍ଭିସ୍ ନେଟ୍‌ଫ୍ଲିକ୍ସ କରିଥିଲା ଏହି ୱେବସିରିଜ୍ ର ପ୍ରସାରଣ । In the drama My Secret Terrius that was released in 2018 (UNIQ's sungjoo was…

ଭାଇରାଲ୍ ପୋଷ୍ଟମର୍ଟମ୍: ଚାଇନା ରାସ୍ତାରେ କରୋନା ମଡକ ?

ଭୁବନେଶ୍ୱର: କିଛି ମାସ ପୂର୍ବରୁ ଏହି ଫଟୋଟି ସୋସିଆଲ୍ ମିଡିଆ, ଖବର କାଗଜ ଓ ଟିଭି ଜଗତରେ ଭାଇରାଲ୍ ହୋଇଥିଲା । ଖବର ପ୍ରଚାରିତ ହୋଇଥିଲା ଚାଇନା ରାସ୍ତାରେ ଶହଶହ ଲୋକ କରୋନା ମହାମାରୀରେ ମରିପଡିଛନ୍ତି । ଏପରିକି ସେମାନଙ୍କ ମୃତଦେହ ଉଠାଇବାକୁ ବି କେହି ନାହାନ୍ତି । ହ୍ୱାଟ୍ସଆପ୍‌ରୁ…

ଏମିତି କିଛି ଗାଁ ଯେଉଁଠାରେ ଫଗୁ ଉଡିବା ଅଶୁଭ: ୧୦୦ ବର୍ଷ ହେବ ପାଳନ ହୋଇନାହିଁ ହୋଲି ଉତ୍ସବ !

ଭୁବନେଶ୍ୱର: ହୋଲି ପର୍ବକୁ ଲୋକମାନେ ହସ ଓ ଖୁସି ସହ ଯୋଡିଥାନ୍ତି ଏବଂ ଏହାକୁ ଶୁଭର ପ୍ରତୀକ ଭାବରେ ବିବେଚନା କରନ୍ତି । କିନ୍ତି ଆମ ଭାରତରେ ଏପରି ଅନେକ ଗ୍ରାମ ଅଛି ଯେଉଁଠାରେ ହୋଲି ପାଳନ କରିବା ଅଶୁଭ ବୋଲି ବିବେଚନା କରାଯାଏ । ଛତିଶଗଡରେ ରହିଛି ଏହିଭଳି କିଛି ଗ୍ରାମ ଅଛି ଯେଉଁଠାରେ…

ଭାରତର ଏହିସ୍ଥାନରେ ଭଉଣୀକୁ ବିବାହ କରେ ଭାଇ, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ସଭ୍ୟତା ଓ ସଂସ୍କୃତି ନାମରେ ଆମେ ଏଭଳି ଅନେକ କିଛି କରିଥାଉ ଯାହା ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ଆମକୁ କଷ୍ଟ ପହଞ୍ଚାଇ ଥାଏ। ଭାରତରେ ଆଜି ମଧ୍ୟ ଏହିପରି ଅନ୍ଧବିଶ୍ବାସୀ ପରମ୍ପରା ଜାରି ରହିଛି। ଏହିସବୁକୁ ଲୋକେ ନିଷ୍ଠାର ସହ ପାଳନ କରିଥାନ୍ତି । ଏହିପରି ଏକ ପରମ୍ପରା ବିଷୟରେ…

ଜାଣନ୍ତୁ, କିଏ ଓ କେବେ କଲା ‘ଟଙ୍କା’ର ଉଦ୍ଭାବନ…

ଭୁବନେଶ୍ୱର: ସଭିଙ୍କ ଜୀବନରେ ଟଙ୍କାର ମହତ୍ତ୍ୱ ବୋଧେ ଢେର ଅଧିକ । ଏହାକୁ ପାଇବା ପାଇଁ ସମସ୍ତେ ପରିଶ୍ରମରତ । ଲୋକେ କହନ୍ତି ଟଙ୍କା ଥିବା ଲୋକ ପାଇଁ ସରଗ ବି ହାତ ପାହାନ୍ତାରେ। ତେବେ କ'ଣ ଆପଣଙ୍କ ମନକୁ ଏହି ପ୍ରଶ୍ନ ଉଙ୍କି ମାରିଛି, କିଏ ଏହି ଟଙ୍କାର ଉଦ୍ଭାବକ? କେବେ ଭାବିଛନ୍ତି କି କିଏ…

ବଦଳି ଯାଇପାରେ ଆପଣଙ୍କ ଭାଗ୍ୟ; ଜାଣନ୍ତୁ, ପେଚା ଦର୍ଶନ କେତେ ଶୁଭ !

ଧନଦାତ୍ରୀ ବିଷ୍ଣୁପତ୍ନୀ ମାତା ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା ଏକଥା ସମସ୍ତେ ଜାଣିଥିବେ । ତଥାପି ପେଚାକୁ ଶୁଭ ବା ଅଶୁଭ ରୂପେ ବିଶ୍ୱାସ କରାଯାଏ । ପେଚାକୁ ନେଇ ଆମ ସମାଜରେ ବିଭିନ୍ନ ପ୍ରକାରର ମାନ୍ୟତା ପ୍ରଚଳିତ ହୁଏ । ତାହେଲେ ଆସନ୍ତୁ ଜାଣିବା ଏହି ମାନ୍ୟତା ବିଷୟରେ ଯାହାକୁ ଲୋକେ…

୧୬ ଦିନ ଅନ୍ତରାଳରେ ଅନ୍ତରୀକ୍ଷରୁ ଆସୁଛି ରହସ୍ୟମୟ ରେଡିଓ ତରଙ୍ଗ

ଫ୍ଲୋରିଡା: ବୈଜ୍ଞାନିକମାନେ ଗୁରୁବାର ଏକ ରହସ୍ୟମୟ ତଥ୍ୟର ଉଜାଗର କରିଛନ୍ତି । ସେମାନଙ୍କ ମତରେ ପ୍ରତ୍ୟେକ ୧୬ ଦିନ ବ୍ୟବଧାନରେ ଅନ୍ତରୀକ୍ଷରୁ ରହସ୍ୟମୟ ଶବ୍ଦ ଓ ଆଲୋକ ତରଙ୍ଗ ପୃଥିବୀପୃଷ୍ଠର ନିକଟତର ହେଉଛି । ଏହାର ନାମ ଏଫଆରବି ରଖାଯାଇଛି । ପୂର୍ବରୁ ଏଭଳି ରେଡିଓ ସିଗ୍ନଲ ଘଟଣା ସମ୍ମୁଖକୁ…

ଆସନ୍ତୁ ଜାଣିବା ସେକ୍ସିଏଷ୍ଟ ବାର୍ଡ ସମ୍ପର୍କରେ

ନୂଆଦିଲ୍ଲୀ: ଆଫ୍ରିକାର ସେକ୍ସିଏଷ୍ଟ ବାର୍ଡ ଏବେ ଇଂଟରନେଟ ସେନଶେସନ ସାଜିଛି । ସୋସିଆଲ ନେଟୱର୍କରେ ଏହି ପକ୍ଷୀର ଫଟୋ ଭାଇରାଲ ହୋଇଛି । ଟ୍ୱିଟ୍ଟରରେ ଜୋର୍ଡାନ ବ୍ଲାକ ନାମକ ବ୍ୟକ୍ତି ଏହି ପକ୍ଷୀର ଫଟୋ ଶେୟାର କରିବା ପରେ ସମସ୍ତେ ଏହାକୁ ପସନ୍ଦ କରିଛନ୍ତି । ପକ୍ଷୀଟୀର ପ୍ରକୃତ ନାମ…

ଜାଣନ୍ତୁ, କେଉଁ ସଙ୍କେତ ଦେଇଥାଏ ଏହି ରୋମାଣ୍ଟିକ୍ ସ୍ୱପ୍ନ !

ଭୁବନେଶ୍ୱର: ସାଧାରଣତଃ ଅଧିକାଂଶ ସମୟରେ ଆମେ ଶୋଇବା ପରେ ସ୍ବପ୍ନ ଦେଖିଥାଉ। ହେଲେ ଖୁବକମ୍ ଲୋକ ଏ ବିଷୟରେ ଅବଗତ ଯେ ପ୍ରତ୍ୟେକ ସ୍ବପ୍ନର କିଛି ଅର୍ଥ ଥାଏ। ଅର୍ଥାତ୍ ଆମେ ଦେଖୁଥିବା ସ୍ବପ୍ନ ଆମକୁ କିଛି ନା କିଛି ସଙ୍କେତ ଦେଇଥାଏ। ତେବେ ଆପଣ ଦେଖୁଥିବା କିଛି ସ୍ବପ୍ନ କଣ ସଙ୍କେତ ଦିଏ…