Latest Odisha News

BREAKING NEWS

Browsing Category

ରହସ୍ୟ

ଜାନୁଆରୀ ୧ ନୂଆବର୍ଷ: କାହିଁକି ଓ କେବେଠୁଁ ପାଳନ ହେଉଛି ଜାଣନ୍ତୁ…

ଭୁବନେଶ୍ୱର: ଆଉଦିନ କେଇଟା ପରେ ସରିଯିବ ୨୦୧୯ । ଜାନୁଆରୀ ୧ରୁ ଆରମ୍ଭ ହେବ ଆଉ ଏକ ନୂଆବର୍ଷ । ପ୍ରତ୍ୟେକ ବର୍ଷ ଜାନୁଆରୀ ୧କୁ ଆମେ ଇଂରାଜୀ ନୂଆବର୍ଷ ରୂପରେ ପାଳନ କରନ୍ତି । ତେବେ କଣ ଆପଣ ଜାଣନ୍ତି ଜାନୁଆରୀ ୧ କୁ ନୂଆବର୍ଷ ରୂପରେ କାହିଁକି ପାଳନ କରାଯାଏ ? ଆଜି ଆମେ ଆପଣଙ୍କ ଜଣାଇବୁ ଏହାର…

ଜାଣନ୍ତୁ କାହିଁକି ହଳଦିଆ ରଙ୍ଗର ହୋଇଥାଏ ସ୍କୁଲବସ୍…

ଭୁବନେଶ୍ୱର: ରାସ୍ତାରେ ଅନେକ ବସ ଯାଉଥିବା ଆମେ ପ୍ରତିଦିନ ଦେଖିଥିବେ । ତେବେ ପିଲାଙ୍କୁ ନେଇ ଯାଉଥିବ ବାସ୍ ଗୁଡିକର ରଙ୍ଗ ସାଧାରଣତଃ ହଳଦିଆ ହୋଇଥାଏ । କେବେ ଲକ୍ଷ କରିଛନ୍ତି କି? ତେବେ କଣ ଏହାର କାରଣ ? କାହିଁକି ସ୍କୁଲ ବସ ଗୁଡିକର ରଙ୍ଗ ହଳଦିଆ ହୋଇଥାଏ ଜାଣନ୍ତୁ... ଏହା ପଛରେ…

କେଉଁସବୁ ସ୍ଥାନରେ ଜାନୁଆରୀ ୭ ରେ ପାଳିତ ହୁଏ ବଡ଼ଦିନ, ଜାଣନ୍ତୁ

ଭୁବନେଶ୍ୱର: ଡିସେମ୍ବର ୨୫ରେ ଯୀଶୁଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିବା ଯୋଗୁଁ ସମଗ୍ର ବିଶ୍ୱରେ ଏହାକୁ ବଡ଼ଦିନ ବା ଏକ୍ସ-ମାସ ରୂପରେ ପାଳନ କରାଯାଏ । ତେବେ ସମଗ୍ର ବିଶ୍ୱରେ ବଡ଼ଦିନକୁ ଡିସେମ୍ବର ୨୫ରେ ପାଳନ କରାଯାଉଥିବା ବେଳେ କିଛି ସ୍ଥାନରେ ଏହାକୁ ଜାନୁଆରୀ ମାସରେ ପାଳନ କରାଯାଏ ।…

ତୁଳସୀ ବିବାହକୁ ନେଇ କଣ ରହିଛି ପରମ୍ପରା, ଧାର୍ମିକ ଓ ପୌରାଣିକ ମହତ୍ତ୍ୱ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷର ମହତ୍ତ୍ୱ ଖୁବ ଅଧିକ। ବ୍ରତ, ଉପବାସ, ଧାର୍ମିକ ଆୟୋଜନ ଓ ଭଗବାନଙ୍କୁ ଭୋଗ ଲଗାଇବାରେ ତୁଳସୀ ଅର୍ପଣ କରାଯାଏ। ଯେଉଁ ମହିଳାମାନେ ନିୟମିତ ତୁଳସୀଙ୍କୁ ପୂଜା କରନ୍ତି, ତାଙ୍କୁ ସୌଭାଗ୍ୟ, ସମୃଦ୍ଧି ଓ ଭଗବାନଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତି…

ପ୍ରତିଦିନ କାହିଁକି ଗାୟତ୍ରୀ ମନ୍ତ୍ର ଜପ କରିବା ଜରୁରୀ; ଜାଣନ୍ତୁ…

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ରରେ ଗାୟତ୍ରୀ ମନ୍ତ୍ରର ଅନେକ ମହତ୍ତ୍ୱ ରହିଛି ।ବେଦରେ ମଧ୍ୟ ଗାୟତ୍ରୀ ମନ୍ତ୍ରର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ବେଦ ଅନୁଯାୟୀ, ଯଦି ଆପଣ ନିୟମିତ ୩ ଥର ଗାୟତ୍ରୀମନ୍ତ୍ରର ଜପ କରନ୍ତି , ତେବେ ନକରାତ୍ମକ ଶକ୍ତି ଠାରୁ ଆପଣ ସବର୍ଦା ଦୂରରେ ରହିବେ। ଏହି…

ଭାରତର ଏହି ସ୍ଥାନରେ ଏବେବି ଜଳୁଛି ସତୀଙ୍କ ଜିହ୍ୱା !

ଭୁବନେଶ୍ୱର: କୁହାଯାଏ ଭାରତ ହେଉଛି ଏକ ରହସ୍ୟମୟ ଦେଶ । ଏଠରେଏମିତି କିଛି ରହସ୍ୟମୟ ସ୍ଥାନ ରହିଛି ଯାହାକୁ କେହି ନିଜ ଆଖିରେ ନ’ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ସେହିପରି ଏକ ରହସ୍ୟମୟ ସ୍ଥାନ ହେଉଛି ହିମାଚଳ ପ୍ରଦେଶରେ ଅବସ୍ଥିତ ମାତା ଜ୍ୱାଳାମୁଖୀ ମନ୍ଦିର ।  ଯେଉଁଠି  କେଉଁ…

ଉତ୍ତରାଖଣ୍ଡର ରହସ୍ୟମୟ ଗୋଲୁ ମନ୍ଦିର; ଯେଉଁଠି ଠାକୁରଙ୍କୁ ଦିଆଯାଏ ଦରଖାସ୍ତ !

ଭାରତର ପୁରାତନ ସଂସ୍କୃତି ତଥା ପ୍ରାଚୀନ ପରମ୍ପରାକୁ ଗୁରୁତ୍ୱବହନ କରି ଅନେକ କଥାବସ୍ତୁ ତଥା କିମ୍ବଦନ୍ତୀ ରହିଛି । ବିଭିନ୍ନତା ମଧ୍ୟରେ ଏକତା ବହନ କରୁଥିବା ଏହି ପ୍ରାଚୀନ ପରମ୍ପରାର ଦେଶ ଭାରତରେ ଅନେକ ପ୍ରମୁଖ ଓ ରହସ୍ୟମୟ ତୀର୍ଥସ୍ଥଳୀ ରହିଛି । ସେହିପରି ଏକ ରହସ୍ୟମୟ ସ୍ଥାନ ମଧ୍ୟରେ…

ମହାନ ବିଦ୍ୱାନ ହୋଇଥିବା ସତ୍ତ୍ୱେ କାହିଁକି ଘଟିଲା ରାବଣର ସର୍ବନାଶ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁ ଧର୍ମର ମହାନ ପୌରାଣିକ କଥାବସ୍ତୁ ରାମାୟଣରେ ବର୍ଣ୍ଣିତ ରହିଛି ଯେ ଲଙ୍କାପତି ରାବଣ ଥିଲେ ମହାଜ୍ଞାନୀ ତଥା ଭୀଷଣ ପାଣ୍ଡିତ୍ୟର ଅଧିକାରୀ । ମହାଦେବଙ୍କ ପ୍ରଚଣ୍ଡ ଭକ୍ତ ଥିବା ରାବଣର କାହିଁକି ଏପରି ସର୍ବନାଶ ଘଟିଲା ଜାଣନ୍ତୁ... ପୌରଣିକ କଥାବସ୍ତୁ ଅନୁଯାୟୀ ରାବଣଙ୍କ…

ଏମିତି ଏକ ଗାଁ ଯେଉଁଠି ମଣିଷଠାରୁ ପଶୁ ସମସ୍ତେ ଅନ୍ଧ !

ଭୁବନେଶ୍ୱର: କେବେ ଏଭଳି ଅଦ୍ଭୁତ କଥା ଶୁଣିଛନ୍ତି କି? ଗୋଟିଏ ଗ୍ରାମର ପଶୁ ଠାରୁ ମଣିଷ ସଭିଏଁ ଅନ୍ଧ। ବିଶ୍ୱାସ ନହେଉଥିଲେ ମଧ୍ୟ କଥାଟି ସତ । ଉତ୍ତର ଆମେରିକାର ମେକ୍ସିକୋରେ ରହିଛି ଏଭଳି ଏକ ରହସ୍ୟମୟ ଗ୍ରାମ । ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେହି ଗ୍ରାମକୁ ଅନ୍ଧ ଗାଁ…

ପ୍ରତିଷ୍ଠା ଦିନରୁ କୋଣାର୍କର ଏହି ତନ୍ତ୍ରପୀଠରେ ଲିଭିନାହିଁ ଅଗ୍ନିକୁଣ୍ଡ !

ଭୁବନେଶ୍ୱର: ଆପଣ ଅନେକ ଥର କୋଣାର୍କ ବୁଲି ଯାଇଥିବେ ଏବଂ ସୂର୍ଯ୍ୟମନ୍ଦିର ତଥା ଏହାର ଆଖପାଖ ସ୍ଥାନ ସହ ଚନ୍ଦ୍ରଭାଗା ସମୁଦ୍ରକୂଳ ଆଉ ରାମଚଣ୍ଡୀ ନିହାତି ଯାଇଥିବେ । କିନ୍ତୁ ଆଜି ଆପଣଙ୍କୁ ସେହି କୋଣାର୍କର ଏପରି ଏକ ସ୍ଥାନ ବିଷୟରେ କହିବୁ ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ।…