Latest Odisha News

BREAKING NEWS

Browsing Category

ରହସ୍ୟ

ଜାଣନ୍ତିକି, ଆମେରିକାର ଜାତୀୟ ପତାକା ଡିଜାଇନ କରିଥିଲା ଏକ ସ୍କୁଲପିଲା!

ଜାତୀୟ ପତାକା ଗୋଟେ ଦେଶର ପରିଚୟ ହୋଇଥାଏ । ଏହାସହ ଯୋଡି ରହିଥାଏ ଦେଶର ଗୌରବମୟ ଇତିହାସ । ନିଜ ଦେଶର ଜାତୀୟ ପତାକା ପାଇଁ ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଭରିଥାଏ ଅଜସ୍ର ସମ୍ମାନ ଓ ଶ୍ରଦ୍ଧା । ମାତ୍ର ଆପଣ ଜାଣନ୍ତି କି ଆମେରିକା ଭଳି ଏକ ବିଶାଳ ରାଷ୍ଟ୍ରର ଜାତୀୟ ପତାକା ଡ଼ିଜାଇନ…

ନୈନା ଦେବୀଙ୍କ ଦର୍ଶନ କଲେ ଭଲ ହେବ ଚକ୍ଷୁ ସମସ୍ୟା !

ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର । ଏହି ଉକ୍ତିଟିକୁ ଯଥାର୍ଥତା ଦେଇଛନ୍ତି ମା ନୈନା ଦେବୀ । ଉତ୍ତରାଖଣ୍ଡସ୍ଥ ନୈନା ହ୍ରଦର ଉତ୍ତର କୂଳରେ ଅବସ୍ଥିତ ମାଆ ନୈନା ଦେବୀଙ୍କ ମନ୍ଦିର । ଏହି ମନ୍ଦିରରେ ଦୁଇଟି ଚକ୍ଷୁ ବିଶିଷ୍ଟ ଚିତ୍ର ଅଙ୍କିତ ହୋଇ ରହିଛି। ଯାହାକୁ ନୈନା ଦେବୀଙ୍କ ରୂପ ବୋଲି…

ପୂର୍ବରୁ ‘କମଳା’ର ରଙ୍ଗ ଥିଲା ସବୁଜ !

କମଳା ଏକ ଲୋଭନିୟ ଫଳ । ଏହାକୁ ଦେଖିଦେଲେ ପାଟିରୁ ଲାଳ ବୋହିଆସିଥାଏ । ପୂର୍ବରୁ ଏହା କେବଳ ଶୀତଦିନେ ମିଳୁଥିଲା । କିନ୍ତୁ ଏବେ ଏହା ପ୍ରାୟତଃ ସବୁ ସମୟରେ ବଜାରରେ ମିଳୁଛି । ଆଜକୁ ପ୍ରାୟ ୪ହଜାର ବର୍ଷ ପୂର୍ବେ ସାଉଥ ଇଷ୍ଟ ଏସିଆରେ ପ୍ରଥମଥର ପାଇଁ ଏହାକୁ ଚାଷ କରାଯାଇଥିଲା । ପରେ ଏହା…

ମହାସାଗର କୂଳରେ ଅବତରଣ କରୁଛି ବିମାନ, ଜାଣନ୍ତୁ କେଉଁଠି

ଏରୋପ୍ଲେନ କେଉଁଠି ଅବତରଣ କରେ ବୋଲି ପ୍ରଶ୍ନ କଲେ, ପ୍ରାୟ ସମସ୍ତେ ଏହାର ଉତ୍ତର ରନୱେ ବୋଲି କହିବେ । ଆପଣ କେବେ ଶୁଣିଛନ୍ତି କି କୌଣସି ବିମାନ ମହାସାଗର କୂଳରେ ଅବତରଣ କରିବା ! ଦୁନିଆରେ ଏମିତି ଏୟାରପୋର୍ଟ ରହିଛି, ଯାହା ମହାସାଗର କୂଳରେ ଅବତରଣ କରିଥାଏ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…

ପୃଥିବୀ ପୃଷ୍ଠକୁ ଖସି ପଡିଛି ନୀଳ ଗଗନର ପରୀ

ଭୁବନେଶ୍ୱର: ପରୀ ରାଇଜର କାହାଣୀ ଆମେ ପ୍ରାୟ ସମସ୍ତେ ଶୁଣିଥିବା । କିଛି ନହେଲେ ବି ପରୀମାନଙ୍କ ବିଷୟରେ ବହିରେ ପଢ଼ିଥିବା, ନହେଲେ ସିନେମାରେ ଦେଖିଥିବା। କିନ୍ତୁ ସତରେ କଣ କେହି କେବେ ପରୀକୁ ଦେଖିଥିବ, ନା ଖାଲି ଏହା ମନଗଢ଼ା କାହାଣୀ? ସାରା ଦୁନିଆରେ ବର୍ତ୍ତମାନ ଏହି ଖବର ଏବେ ନିଆଁ…

ଏମିତି ମନ୍ଦିର, ଯେଉଁଠି ଦେବୀଙ୍କ ପାଟିରୁ ବାହାରୁଛି ନିଆଁ

ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସହ ରହସ୍ୟରେ ଭରପୂର ଭାରତର ଅନେକ ମନ୍ଦିର । ଯାହାର ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ କରି ପାରିନାହିଁ। ହିମାଚଳପ୍ରଦେଶର କାଙ୍ଗଡ଼ା ଘାଟିରେ ରହିଛି ଦେବୀ ମା’ଙ୍କ ମନ୍ଦିର । ଏଠାରେ ଦେବୀ ମା’ଙ୍କ ମୁହଁରୁ ସବୁବେଳେ ନିଆଁ ନିର୍ଗତ ହେଉଥିବା ଦେଖିବାକୁ ମିଳୁଛି।…

ଘିଅ ନୁହେଁ, ପାଣିରେ ଜଳୁଛି ଦୀପ: କେଉଁ ମନ୍ଦିରରେ ଜାଣନ୍ତୁ !

ମଧ୍ୟପ୍ରଦେଶର ନଲଖେଡ଼ା ନିକଟସ୍ଥ କାଳିସିନ୍ଧ ନଦୀ କୂଳରେ ରହିଛି ଏକ ଅଦ୍ଭୁତ ମନ୍ଦିର। ଗଡ଼ିଆଘାଟ ମାତା ନାମରେ ପ୍ରସିଦ୍ଧ ଏହି ମନ୍ଦିରର ଏକ ଅଲୌକିକ ଘଟଣା ବିଶ୍ୱବିଖ୍ୟାତ । ମନ୍ଦିରରେ ସାଧାରଣତଃ ଲୋକେ ଘିଅ ବା ତେଲ ସହାୟତାରେ ଦୀପ ଜାଳି ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ମାତ୍ର…

ଜାଣନ୍ତୁ, କେଉଁ ରାଶି ପାଇଁ କେଉଁ ଗଛ ଲଗାଇଲେ ମିଳିଥାଏ ଶୁଭଫଳ

ପରିବାର ଭିତରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ କେତେ ଲୋକ କେତେ ଉପାୟ ଆପଣାନ୍ତି । ଜ୍ୟୋତିଷଙ୍କ ମତ ଅନୁସାରେ ଯଦି ଜଣେ ବ୍ୟକ୍ତି ରାଶି ଅନୁଯାୟୀ ଉପାୟ ଆପଣାଇବ, ତେବେ ଖୁବ ଶୀଘ୍ର ସେ ଏହାର ସୁଫଳ ଲାଭ କରିପାରିବ । ଜାତକର ଦୋଷ ଓ ଦୁର୍ବଳତାକୁ ଦୂର କରିବା ପାଇଁ ଘରେ ରାଶି ଅନୁଯାୟୀ ଗଛ…

ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି !

ଅଦେଖା ହାତର ଖେଳ ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି ! ସମରେନ୍ଦ୍ର ବଳିଆରସିଂହ ଛାଇଆଲୁଅର ଲୁଚକାଳି ଖେଳ ଭିତରେ କେଉଁ ଏକ ଅଦେଖାହାତର ଖେଳ । ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି । ବିଶ୍ୱାସ ହେଉନାହିଁ, କିନ୍ତୁ ଏହା ସତ । ତେବେ କେମିତି ଏହା ସଂଭବ ?…