Latest Odisha News
Browsing Category

ଭାଲେଣ୍ଟାଇନ ଡେ

Valentine Day

ଖୋଲିଲା ରହସ୍ୟ, ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଆସିଛନ୍ତି ଯୁବତୀ ଜଣଙ୍କ

କଟକ: ଖୋଲିଲା ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ରହସ୍ୟ । କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି । ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଯୁବତୀ ଜଣଙ୍କ ଆସିଛନ୍ତି ବୋଲି କହିଛନ୍ତି ଡିସିପି । ତେବେ ଏନେଇ ବାଂଲାଦେଶ ଏମ୍ବାସୀକୁ ସରକାରୀ ସ୍ତରରେ ଜଣାଯିବ ।…

ଖାତାକୁ ଗଲା ସୁଭଦ୍ରାର ତୃତୀୟ ଦଫା ଟଙ୍କା

ସୁନ୍ଦରଗଡ: ପୁଣି ଖାତାକୁ ଗଲା ସୁଭଦ୍ରାର କିସ୍ତି । ବାଦ୍ ପଡିଥିବା ଯୋଗ୍ୟ ଆଉ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆଜି ୫ ହଜାର ଟଙ୍କା ସୁଭଦ୍ରା ଟଙ୍କା ଚଢିଛି । ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆକାଉଣ୍ଟକୁ ସୁନ୍ଦରଗଡରେ ଆୟୋଜିତ…

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

‘ବିଶ୍ୱରେ ଓଡ଼ିଶାର ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀର ବିଶେଷ ପରିଚୟ ରହିଛି’: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଚାଲିଥିବା ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ) ମଞ୍ଚରେ ‘ଓଡ଼ିଶା ରାଜ୍ୟ ଦିବସ ସମାରୋହ’ ଆୟୋଜିତ ହୋଇଯାଇଛି । ଶୁକ୍ରବାର ହୋଇଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ପ୍ରେମ ଓ ସମର୍ପଣର ପ୍ରତୀକ ହେଉଛି ଏହି ପକ୍ଷୀ, ରାମାୟଣ ସହ ଜଡିତ ଏହାର କାହାଣୀ

ଭୁବନେଶ୍ଵର: ଭାଲେଣ୍ଟାଇନ୍ସ ଡେ ପାଇଁ ଏବେ ଚାରିଆଡେ ପ୍ରେମର ମାହୋଲ । ଦମ୍ପତିମାନେ ନିଜ ପ୍ରେମକୁ ଅନେକ ଉପହାର ଦେବା ସହ ପରସ୍ପର ସହିତ ସମୟ ବିତାଉଛନ୍ତି । ୧୪ ଫେବୃଆରୀରେ ପାଳନ କରାଯାଏ ଭାଲେଣ୍ଟାଇନ୍ସ ଡେ ଅର୍ଥାତ୍ ପ୍ରେମ ଦିବସ । ଏହି ଦିନରେ, ପ୍ରେମ କରୁଥିବା ଲୋକମାନେ ନିଜ ପ୍ରେମକୁ…

ହଗ୍ ଡେ: ସଂପର୍କକୁ ମଜବୁତ କରେ ‘ହଗ୍’

ଭୁବନେଶ୍ଵର: ଚାଲିଛି ପ୍ରେମ ସପ୍ତାହ । ପ୍ରେମ ଏମିତି ଏକ ଭାବନା, ଯାହା ସବୁବେଳେ ସଙ୍ଗୀତର ରାଗ ଭଳି ମନ ମଧ୍ୟରେ ପ୍ରଭାବିତ ହୋଇଥାଏ । ଭାଲେଣ୍ଟାଇନ୍ସ ଡେ କୁ ଆଉ ମାତ୍ର ୨ ଦିନ ରହିଛି । ଭାଲେଣ୍ଟାଇନ୍ ସପ୍ତାହର ଷଷ୍ଠ ଦିବସକୁ ହଗ୍-ଡେ ଭାବରେ ପାଳନ କରାଯାଇଥାଏ । ଏହି ଦିନ ସବୁ ପ୍ରେମୀ ଯୁଗଳ…

ଟେଡି ଡେ: ସମ୍ପର୍କର ଡୋରକୁ ମଜଭୁତ କରିଥାଏ ଟେଡି, ଜାଣନ୍ତୁ ଏହାର ଇତିହାସ…

ଭୁବନେଶ୍ଵର: ଫେବୃଆରୀ ମାସକୁ ପ୍ରେମର ମାସ ଭାବେ ବିବେଚନା କରାଯାଏ । ଏହି ମାସରେ ରୋଜ ଡେ’ଠାରୁ ଆରମ୍ଭ କରି ଭାଲେଣ୍ଟାଇନ୍ସ ଡେ’ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନକୁ ସାରା ବିଶ୍ୱ ଏକ ଉତ୍ସବ ଭଳି ପାଳନ କରିଥାଏ । ଏହି ପୁରା ସପ୍ତାହ ପ୍ରେମ କରୁଥିବା ଦମ୍ପତିମାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ।…

କାହିଁକି ପାଳନ କରାଯାଏ ‘ଭାଲେଣ୍ଟାଇନ୍‌ ଡେ’….?  

ପ୍ରେମ ଶାଶ୍ୱତ ଓ ଚିରନ୍ତନ । ପ୍ରେମ… ଅଢ଼େଇ ଅକ୍ଷର । ପ୍ରେମ ଏପରି ଏକ ଶଦ୍ଦ ଯାହାର ତୁଳନା କେହି କରିପାରିବେ ନାହିଁ । ଏହି ପ୍ରେମକୁ ନେଇ କେତେ କାହାଣୀ କେତେ କବିତା । ପ୍ରେମର ପରପ୍ରକାଶ କରିବା ପାଇଁ ଶଦ୍ଦର ଆବଶ୍ୟକ ପଡ଼ିନଥାଏ କେବଳ ମନର ଭାଷାକୁ ବୁଝିପାରୁଥିବା ଦରକାର । ଆଜି ସେହି…