Latest Odisha News

BREAKING NEWS

Browsing Category

ଅପରାଧ

ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ବଡ଼ ଖୁଲାସା: ତେଲେଙ୍ଗାନାରୁ ପୋଷ୍ଟ ହୋଇଥିଲା ଭିଡିଓ, ୪ ଗିରଫ

ନୂଆଦିଲ୍ଲୀ: ନିକଟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଇଏଫ୍‌ଏସଓ (ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଏବଂ ଷ୍ଟ୍ରାଟେଜିକ୍ ଅପରେସନ୍ସ) ଏହି ମାମଲାରେ ଏକ ବଡ ଖୁଲାସା କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ…

ଗାଡ଼ି ଯାଞ୍ଚ ସମୟରେ ସାଢ଼େ ସାତ ଲକ୍ଷ ଟଙ୍କା ଜବତ, ଜଣେ ଅଟକ

ବରଗଡ଼: ନିର୍ବାଚନ ସମୟରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି ପୋଲିସ। ରାଜ୍ୟର ସମସ୍ତ ଜିଲ୍ଲାରେ କଡ଼ାକଡ଼ା କରାଯାଇଛି ଗାଡ଼ି ଯାଞ୍ଚ। ବିଭିନ୍ନ ଅଞ୍ଚଳରୁ ଚେକିଂ ବେଳେ ଗାଡିରୁ ବାହାରୁଛି ପୁଳାପୁଳା ଟଙ୍କା। ବିଳମ୍ବିତ ରାତିରେ ବରଗଡ଼ରୁ ମଧ୍ୟ ଗାଡ଼ି ଯାଞ୍ଚ ବେଳେ ଜବତ ହେଲା ନଗଦ ଟଙ୍କା।…

ହିଟ୍ ଆଣ୍ଡ ରନ୍ : ସୁରେଶ ରାଇନାଙ୍କ ୨ ଭାଇଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ମାମୁଁଙ୍କ ଦୁଇ ପୁଅ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଅଭିଯୁକ୍ତ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ତାକୁ ଗିରଫ…

ବାପାର କଟୁରୀ ଚୋଟରେ ପୁଅର ମୃତ୍ୟୁ, ବାପ ଗୁରୁତର

ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି । ବାପ ପୁଅ ଝଗଡ଼ା ଭିତରେ ବାପର କଟୁରୀ ଚୋଟରେ ଚାଲିଗଲା ପୁଅର ଜୀବନ । ବାପା ଗୁରୁତର ଅବସ୍ଥାରେ କଟକ ଏସିସିବିକୁ ସ୍ଥାନାନ୍ତରିତ । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଂଚାୟତ ଅଧିନ ସୁନା ଗଢିଆ ଗାଁରେ ।…

ବେଆଇନ ଚାଲାଣ ବେଳେ କୋଟିଏରୁ ଉର୍ଦ୍ଧ୍ବ ମୂଲ୍ୟର ମହୁଲ ଫୁଲ ଜବତ, ୫ ଗିରଫ

କେନ୍ଦଝର: ବେଆଇନ ଚାଲାଣ ସମୟରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ମହୁଲ ଫୁଲ ଜବତ କଲା କେନ୍ଦୁଝର ଅବକାରୀ ବିଭାଗ । ଏହା ସହ ୪ଟି ବୋଲେରୋ ଜବତ କରିଛି ବିଭାଗ । ଘଟଣାରେ ଜଣଙ୍କୁ ଗିରଫ କରିଛି ଟିମ୍ । ଖବର ମୁତାବକ, କେନ୍ଦୁଝରରେ ବେଆଇନ ଭାବେ ମହୁଲ ଫୁଲ ଚାଲାଣ ନେଇ ବିଶେଷ ସୂତ୍ରରୁ ଖବର…

ବିମାନବନ୍ଦରରୁ ୭୫ ଲକ୍ଷ ନଗଦ ଟଙ୍କା ଜବତ, ୨ ଗିରଫ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ଦୁଇ ଯାତ୍ରୀଙ୍କ ଟ୍ରଲି ବ୍ୟାଗ ସ୍କ୍ରିନିଂ କରୁଥିବାବେଳେ ୭୫ ଲକ୍ଷ ଟଙ୍କା ଜବତ କରାଯାଇଛି। ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ଜବତ କରାଯାଉଛି।…

ଦୋଳମୁଣ୍ଡାଇ ଛକ ନିକଟରେ ଦୁର୍ଘଟଣା, ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ଟ୍ରକ

କଟକ: ଦୋଳମୁଣ୍ଡାଇ ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଘରକୁ ଫେରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଏହି ଦୁର୍ଘଟଣାରେ ଭଗତପୁର ଅଞ୍ଚଳର ପ୍ରମୋଦ ମୁଦୁଲିଙ୍କ ମୃତ୍ୟୁ ଘଟିଛି। ବ୍ୟକ୍ତିଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ସୂଚନା ଅନୁସାରେ…

କାରରୁ ଜବତ ହେଲା ୩୮୮ ଲିଟର ମଦ ସହ ୩୦ ହଜାର ନଗଦ ଟଙ୍କା, ୨ ଗିରଫ

କଳାହାଣ୍ଡି: ଅବାଧ ନିରପେକ୍ଷ ନିର୍ବାଚନ କରିବା ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର ଚେଷ୍ଟା ଜାରି ରହିଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ନାକା ଲଗାଇ ଗାଡିମୋଟର ଯାଞ୍ଚ କରାଯାଉଛି। ଏହି ପରିପେକ୍ଷୀରେ ରବିବାର ଫ୍ଲାଇଙ୍ଗ ସ୍ପାଡ୍ ପକ୍ଷରୁ ଭବାନୀପାଟଣା ହିଲ ଟାଉନ ପାଖରେ ଗାଡିମୋଟର…

ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର

ଢେଙ୍କାନାଳ: ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର। କିଙ୍ଗ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍‌ର ସୁବାସ ଖୁଣ୍ଟିଆକୁ ଏନ୍‌କାଉଣ୍ଟର କରିଛି ମାକ୍ଷାନଗର ପୁଲିସ । ସୁବାସର ଗୋଡ଼ରେ ବାଜିଛି ଗୁଳି। ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ସୁବାସ…

କାରକୁ ଧକ୍କା ଦେଲା ପିକ୍‌ଅପ୍, ୩ ଶିଶୁଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ

ରାୟପୁର: ରାସ୍ତାରେ ଛିଡା ହୋଇଥିଲା କାରକୁ ଧକ୍କା ଦେଲା ପିକ ଅପ୍ । ଛତିଶଗଡ଼ର ବେମେତରାରେ ରବିବାର ଏପରି ଏକ ଦୁର୍ଘଟଣା ଘଟିଛି । ପିକଅପଟି ଧକ୍କା ଦେବାରୁ ୩ ଶିଶୁଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇ ରାୟପୁର…